Daily Archives

July 10, 2018

ଅଷ୍ଟ୍ରେଲିଆର ରେଞ୍ଜର ଧରିଲେ ୬୦୦ କିଲୋର ବୃହତ୍‌ କୁମ୍ଭୀର, ଧରିବାକୁ ଲାଗିଗଲା ୮ ବର୍ଷରୁ ଊର୍ଧ୍ୱ ସମୟ

ସିଡନି : ପାଖାପାଖି ୧୦ ବର୍ଷ ଖୋଜିବା ପରେ ଅଷ୍ଟ୍ରେଲିଆର ବନ୍ୟପ୍ରାଣୀ ରେଞ୍ଜର୍‌ ସଫଳତାର ସହ ୬୦୦ କିଲୋଗ୍ରାମ ଓଜନର ଏକ କୁମ୍ଭୀରକୁ  ଧରିଛନ୍ତି  । ଲୁଣିପାଣିରେ ରହୁଥିବା ଏହି ଅଣ୍ଡିରା କୁମ୍ବୀରର ଲମ୍ବ ୪.୭୧ ମିଟର୍‌। ଜାଣିବାକୁ ମିଳିିଛି କୁମ୍ବୀରଟିର ବୟସ ପ୍ରାୟ ୬୦ ବର୍ଷରୁ ଊର୍ଧ୍ୱ।…
ଅଧିକ ଖବର ଦେଖନ୍ତୁ...

ଉଦବେଗର ଅବସାନ: ଥାଇଲାଣ୍ଡର କାଳ ଗୁମ୍ଫାରୁ ସମସ୍ତ ୧୨ ଖେଳାଳି ଓ କୋଚ ସୁରକ୍ଷିତ ଭାବେ ଉଦ୍ଧାର, ସାରା ବିଶ୍ୱରେ…

ଚିଆଙ୍ଗ ରାଇ:  ଉତ୍ତର ଥାଇଲାଣ୍ଡର କାଳ ଗୁମ୍ଫାରେ ୧୭ ଦିନ ଧରି ଫସିରହିଥିବା ସମସ୍ତ ୧୨ ଫୁଟବଲ ଖେଳାଳି ଓ  ସେମାନଙ୍କ କୋଚଙ୍କୁ    ମଙ୍ଗଳବାର ସୁରକ୍ଷିତ ଭାବେ ଗୁମ୍ପାରୁ ଉଦ୍ଧାର କରାଯାଇଥିବା ଖବର ମିଳିଛି । ମଙ୍ଗଳବାର ସକାଳେ ସ୍ଥିର  କରାଯାଇଥିବା ସମୟର ଦୁଇ ଘଣ୍ଟା ପୂର୍ବରୁ ଚୂଡ଼ାନ୍ତ …
ଅଧିକ ଖବର ଦେଖନ୍ତୁ...

ବାୟୁସେନା ଅଫିସର୍ସ ମେସ୍‌ରୁ ଗୋପନୀୟ ଫାଇଲ୍‌ ଚୋରି କରିବା ଅଭିଯୋଗରେ ପୂର୍ବତନ ରୋଷେୟା ଗିରଫ

ଗୋରଖପୁର (ଉତ୍ତରପ୍ରଦେଶ): ଭାରତୀୟ ବାୟୁସେନାର ଗୋରଖପୁର ସ୍ଥିତ ଅଫିସର୍ସ ମେସ୍‌ରେ ରୋଷେୟା ଭାବେ କାମ କରୁଥିବା ପୂର୍ବତନ ରୋଷେୟା ଶକ୍ତିକାନ୍ତ ଝାକୁ ଭାରତୀୟ ବାୟୁସେନାର ଗୁପ୍ତତଥ୍ୟ ଚୋରି କରିବା ଅଭିଯୋଗରେ ଗିରଫ କରାଯାଇଛି। ତେବେ, ସୌଭାଗ୍ୟକୁ ସେ ଚୋରି କରିଥିବା ଗୁପ୍ତତଥ୍ୟକୁ ସେ…
ଅଧିକ ଖବର ଦେଖନ୍ତୁ...

ରେଳବାଇରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର, ଖାଲି ଥିବା ୨୫୭୩ ପଦ ପୂରଣ ପାଇଁ ବିଜ୍ଞପ୍ତି…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୨୦୧୮ ଲାଗି ନିଯୁକ୍ତି ଅାବଶ୍ୟକତା ପୂରଣ (ଜବ୍‌ ରିକ୍ୱାରମେଣ୍ଟ)  ଲାଗି ସୂଚନା ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ୨୫୭୩ଟି ପଦ ପୂରଣ ଲାଗି ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ପଦ କ’ଣ, ବେତନ କେତେ  ଓ ପ୍ରାର୍ଥୀଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

ପ୍ରଣବଙ୍କ ପରେ ରତନ ଟାଟା ବି ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବେ

ମୁମ୍ବାଇ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ଗତ ମାସରେ ଅନେକ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଥିଲା । ଏବେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସମ୍ମତି ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

କାନ୍ଥ ଭୁଷୁଡ଼ି ୫ମ ଶ୍ରେଶୀ ଛାତ୍ରୀଙ୍କ ମୃତ୍ୟୁ, ୩ ଗୁରୁତର ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି

ଭଦ୍ରକ: ବିଦ୍ୟାଳୟ ନିକଟରେ ଥିବା ଏକ ମାଟି ଘର କାନ୍ଥ ଭୁଷୁଡ଼ି ପଡ଼ିବାରୁ ମଙ୍ଗଳବାର ଅପରାହ୍ନରେ ଜଣେ ୫ମ ଛାତ୍ରୀର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଛାତ୍ରଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର ପ୍ରାଥମିକ ବିଦ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

କନ୍ୟା ସନ୍ତାନକୁ ଜନ୍ମ ଦେବାରୁ ପତ୍ନୀଙ୍କୁ ଘରୁ ତଡ଼ି ଦେଲେ ସ୍ୱାମୀ, କହିଲେ ପାଳିବା ପାଇଁ ୧୦ଲକ୍ଷ ଟଙ୍କା ଯୋଗାଡ଼ କର

ବହରାଇଚ: ଦେଶ-ବିଦେଶରେ ମହିଳା ଓ ଝିଅମାନଙ୍କ ଅନେକ ପ୍ରତିଭା ଦେଖିବାକୁ ମିଳୁଛି। ଇଞ୍ଜିନିୟରିଂ ହେଉ ଅବା ଡାକ୍ତରୀ, ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ଆଗରେ ରହିଛନ୍ତି। କିନ୍ତୁ ଏସବୁ ସତ୍ତ୍ୱେ ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଝିଅର ମହତ୍ତ୍ୱକୁ ଏଯାଏଁ ବୁଝି ପାରି…
ଅଧିକ ଖବର ଦେଖନ୍ତୁ...

ସଫଳତାର ୪ଟି ମନ୍ତ୍ର; ଏହି ୪ଟି କଥାକୁ ଧ୍ୟାନ ଦେଲେ ଆପଣ ବି ହେବେ ଜଣେ ସଫଳ ବ୍ୟକ୍ତି

ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ସଫଳତାର କେତୋଟି ମନ୍ତ୍ର ସଂପର୍କରେ କହିଛନ୍ତି। ଯେଉଁଗୁଡ଼ିକୁ ମାନିଲେ ସଫଳତା ଚରଣ ଛୁଇଁବ ବୋଲି ତାଙ୍କର ବିଶ୍ୱାସ। ତେବେ ଚାଲନ୍ତୁ ଜାଣିବା କ’ଣ କରିବା ଦ୍ୱାରା ସଫଳତା ମିଳିଥାଏ। ସଫଳତାର କୌଣସି ନିର୍ଦ୍ଦିଷ୍ଟ ପରିମାପକ ନାହିଁ। ନିଜର ସନ୍ତୁଷ୍ଟି ହିଁ ସଫଳତାର…
ଅଧିକ ଖବର ଦେଖନ୍ତୁ...

ଅତି ପ୍ରବଳ ବର୍ଷାରେ ମହାନଗରୀ ମୁମ୍ବାଇ ବେହାଲ; ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଲେ ଏନ୍‌ଡିଆର୍‌ଏଫ୍‌ ଓ ଆର୍‌ପିଏଫ୍‌…

ମୁମ୍ବାଇ: ଗତ ପ୍ରାୟ ୭୦ ଘଣ୍ଟା ଧରି ମହାନଗରୀ ମୁମ୍ବାଇରେ ମୂଷଳଧାରାରେ ଲଗାଣ ବର୍ଷା ଲାଗରହିବା ଫଳରେ ବର୍ଷା ଜଳରେ ବନ୍ୟା ପ୍ଲାବିତ ହୋଇପଡ଼ିଛି ସମଗ୍ର ମୁମ୍ବାଇ। ରାଜରାସ୍ତା ଠାରୁ ଆରମ୍ଭ କରି ରେଳଲାଇନ୍‌ ଉପରେ ଚାରିରୁ ପାଞ୍ଚ ଫୁଟ ଉଚ୍ଚତାରେ ପାଣି ଚାଲିଛି। ତଳି ଅଞ୍ଚଳ ତ ସଂପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଭଗବାନ ଶ୍ରୀରାମଙ୍କ ସଂପର୍କରେ ଅପମାନସୂଚକ ମନ୍ତବ୍ୟ ଦେଇ ହାଇଦ୍ରାବାଦରୁ ୬ ମାସ ‘ତଡ଼ିପାର’ ହେଲେ ଚଳଚ୍ଚିତ୍ର ସମୀକ୍ଷକ

ହାଇଦ୍ରାବାଦ: ଭଗବାନ ଶ୍ରୀରାମଙ୍କ ବିରୋଧରେ ନକାରାତ୍ମକ ଟିପ୍ପଣୀ ଦେଇ ବିବାଦୀୟ ହୋଇପଡ଼ିଥିବା ତେଲୁଗୁ ଚଳଚ୍ଚିତ୍ର ସମୀକ୍ଷକ କାଥି ମହେଶଙ୍କୁ ‘ତଡ଼ିପାର’ କରିଛି ତେଲେଙ୍ଗନା ପୁଲିସ। ଏକ ସପ୍ତାହ ପୂର୍ବରୁ ଭଗବାନ ଶ୍ରୀରାମଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେବାପରେ ହାଇଦ୍ରାବାଦ୍‌ ସହରରେ ପ୍ରବଳ…
ଅଧିକ ଖବର ଦେଖନ୍ତୁ...