Daily Archives

September 14, 2018

କଙ୍ଗନାଙ୍କୁ ମୁଁ କୌଣସି ନୋ ଇଣ୍ଟରଫିରେନ୍ସ କଣ୍ଟ୍ରାକ୍ଟ ସାଇନ୍‌ କରାଇ ନାହିଁ ବୋଲି ସ୍ପଷ୍ଟ କଲେ ନିର୍ଦ୍ଦେଶକ ଅଶ୍ୱିନୀ…

ମୁମ୍ବାଇ: କିଛି ଦିନ ତଳେ ଖବର ଆସିଥିଲା କି କଙ୍ଗନାଙ୍କ ପାଇଁ ମଣିକର୍ଣ୍ଣିକା ଫିଲ୍ମକୁ ନେଇ ହେଉଥିବା ବିବାଦକୁ ଦେଖି ନିର୍ଦ୍ଦେଶକ ଅଶ୍ୱିନୀ କୁମାର କଙ୍ଗନାଙ୍କୁ ନୋ ଇଣ୍ଟରଫିରେନ୍ସ କଣ୍ଟ୍ରାକ୍ଟ ସାଇନ୍‌ କରିବାକୁ କହିଥିଲେ । ଫିଲ୍ମ ପଙ୍ଗାରେ ସେ କଙ୍ଗନାକୁ ନେବାକୁ ଚାହୁଁଥିବା ବେଳେ କଙ୍ଗନା…
ଅଧିକ ଖବର ଦେଖନ୍ତୁ...

ପରେଡ଼୍‍ ସେରିମୋନିରେ ପ୍ରେମ ନିବେଦନ କଲେ ଆର୍ମି ଅଫିସର, ଆଣ୍ଠେଇବା ସହ ପ୍ରେମିକାକୁ ଦେଲେ ବିବାହ ପ୍ରସ୍ତାବ, ଫଟୋ ହେଲା…

ଚେନ୍ନାଇ: ୨୫ବର୍ଷିୟ ଆର୍ମି ଅଫିସର ଠାକୁର ଚନ୍ଦ୍ରେଶ ସିଂହଙ୍କ ପାଇଁ ତାଙ୍କ ପରେଡ଼୍‍ ସେରିମୋନି ସବୁଦିନ ପାଇଁ ଖାସ୍‌ ହୋଇ ଯାଇଥିଲା; ଯେତେବେଳେ ସେ ନିଜ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଆର୍ମି ଅଫିସର ହେବା ଖୁସି ସହ ତାଙ୍କୁ ତାଙ୍କ ପ୍ରେମିକାଙ୍କ ସାଥ୍‌ ସାରା ଜୀବନ ପାଇଁ…
ଅଧିକ ଖବର ଦେଖନ୍ତୁ...

୧୫ବର୍ଷ ପୂର୍ବେ ନେଇଥିବା ଏହି ନିଷ୍ପତ୍ତିକୁ ଭାଙ୍ଗିବାକୁ ଯାଉଛନ୍ତି ସୈଫ୍‌ ଅଲ୍ଲୀ ଖାନ୍‌

ମୁମ୍ବାଇ: ୧୫ବର୍ଷ ପୂର୍ବରୁ ସୈଫ୍‌ ଅଲ୍ଲୀ ଖାନ୍‌ ନେଇଥିବା ନିଷ୍ପତ୍ତିିକୁ ଏବେ ଭାଙ୍ଗିବାକୁ ଯାଉଥିବା ଜଣା ପଡ଼ିଛି । ୧୫ବର୍ଷ ପୂର୍ବରୁ ସୈଫ୍‌ ମଲ୍‌ଟିଷ୍ଟାରର ଫିଲ୍ମ କରିବେ ନାହିଁ ବୋଲି ମନସ୍ଥ କରିଥିବା ବେଳେ ଏବେ ସେ ଏହି ନିଷ୍ପତ୍ତିକୁ ଭାଙ୍ଗିବେ ବୋଲି ଜଣା ପଡ଼ିଛି । ୨୦୦୩ରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ନକଲି ଆକାଉଣ୍ଟ କରି ଫେସ୍‌ବୁକ୍‌ରେ ମହିଳାମାନଙ୍କୁ ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ପଠାଉଥିଲେ ଯୁବକ, ତଦନ୍ତ ପରେ ସାମ୍ନକୁ…

ମିରଟ: ଉତ୍ତରପ୍ରଦେଶର ମିରଟରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବକ ନିଜର ନକଲି ଫେସ୍‌ବୁକ୍‌ ଆକାଉଣ୍ଟ କରି ଅନେକ ଯୁବତୀ ଏବଂ ମହିଳାମାନଙ୍କୁ ଅଶ୍ଲୀଳ ଫଟୋ ଏବଂ ଭିଡ଼ିଓ ପଠାଉଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତଦନ୍ତରୁ ଅଭିଯୁକ୍ତର ପରିଚୟ…
ଅଧିକ ଖବର ଦେଖନ୍ତୁ...

ଗଣେଶ ଚତୁର୍ଥୀରେ ଓଲଟା ଆଳତି କରି ସୋସିଆଲ ମିଡ଼ିଆରେ ଟ୍ରୋଲ ହେଲେ କ୍ୟାଟ୍ରିନା, ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ଗୁରୁବାର ସମଗ୍ର ଦେଶର ପ୍ରତି କୋଣ ଅନୁକୋଣରେ ପ୍ରଭୁ ଶ୍ରୀଗଣେଶଙ୍କୁ ପୂଜା କରା ଯାଇଥିଲା । ସାଧାରଣ ଲୋକମାନଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ଧୁମ୍‌ଧାମ୍‌ରେ ପ୍ରଭୁ ଗଜାନନଙ୍କୁ ପୂଜା କରୁଥିବାର ଦେଖା ଯାଇଥିଲା । ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସଲମାନଙ୍କ ଭଉଣୀ ଅର୍ପିିତା ନିଜ…
ଅଧିକ ଖବର ଦେଖନ୍ତୁ...

ଫଟୋ ଉଠାଇବାର ନିଶା ପାଇଁ ଏଭଳି କଲେ ଯୁବକ, ଭାଇରାଲ ହେବାରେ ଲାଗିଛି ଫଟୋ

ନୂଆଦିଲ୍ଲୀ: ସାଉଦି ଆରବରେ ଜଣେ ବ୍ୟକ୍ତି କରିଥିବା କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ସବୁଠାରୁ ଭିନ୍ନ ଫଟୋ ଉଠାଇବା ପାଇଁ ଯୁବକ ଜଣଙ୍କ ନିଜ ଶରୀରରେ ଲକ୍ଷେ ମହୁମାଛିକୁ ବସାଇବା ପାଇଁ ଭାବିବା ସହ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିବା ଦେଖା ଯାଇଛି । ଲକ୍ଷେ ମହୁମାଛି ସହ ସେ ଉଠାଇଥିବା…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେବା ପୂର୍ବରୁ ନିଜ କ୍ୟାରିୟରକୁ ଶେଷ କରିବା ପାଇଁ ବସି ଥିଲେ ସଲମାନ, ଏହି ଦୁଇ ବ୍ୟକ୍ତିଙ୍କ ପାଇଁ ବଦଳିଥିଲା…

ମୁମ୍ବାଇ: ବଲିଉଡ୍‌ର ସୁଲତାନ ସଲମାନ ଖାନ୍‌ ୫୨ବର୍ଷରେ ପାଦ ଦେଇଥିଲେ ମଧ୍ୟ ଏବେ ବି ତାଙ୍କ କ୍ରେଜ୍‌ ଲୋକମାନଙ୍କ ମଧ୍ୟରେ ରହିଛି । ବୟସ ବଢ଼ିବା ସହ ସଲମାନଙ୍କ ଜଲଓ୍ଵା ତାଙ୍କ ପ୍ରଶଂସକଙ୍କ ଉପରେ ବଢ଼ି ଚାଲିଛି । ଏବେ ସେ ବଲିଉଡ୍‌ରେ ରାଜ୍‌ କରୁଥିବା ବେଳେ ଦିନ ଥିଲା ସେ ନିଜ କ୍ୟାରିୟର ପ୍ରତି…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ଧ୍ୱଂସର ତାଣ୍ଡବ ରଚାଇଛି ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ (ଭିଡିଓ ଦେଖନ୍ତୁ)

ଓ୍ଵାସିଂଟନ : ସ୍ଥଳଭାଗ ଛୁଇଁବା ପରେ ଭୟଙ୍କର ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ତାଣ୍ଡବ ରଚାଇଛି । ଏଥିରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ସ୍ଥଳଭାଗ ଛୁଇଁବା ପରେ ଏହାର ବେଗ କିଛିଟା କମି ଘଣ୍ଟାପ୍ରତି ୮୦ ମାଇଲ (୧୩୦ କିମି) ହୋଇଯାଇଛି । ଏହା ଘଣ୍ଟାପ୍ରତି ୩ ମାଇଲ ବେଗରେ ଦକ୍ଷିଣ-ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ପୁଣି ମାତିଲା ସୁନ୍ଦରୀ, ମାରିଲା ଗାଈ ଓ ବାଛୁରୀ

ଭୁବନେଶ୍ୱର : ସୁନ୍ଦରୀ ବାଘୁଣୀର ଆତଙ୍କରାଜ ଜାରି ରହିଛି । ଆଜି ପୁଣି ଗୃହପାଳିତ ପଶୁ ମାରିଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା ଆଠମଲିକ ବନଖଣ୍ଡ ଧଣ୍ଡଟୋପୋ ରେଞ୍ଜ ବିପ୍ରଡିହ ଗାଁରେ ସୁନ୍ଦରୀ ଗାଈ ଓ ବାଛୁରୀ ମାରିଛି । ଦୁଇଦିନ ତଳେ ସୁନ୍ଦରୀ ଜଣେ ମହିଳାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଝିଅ ଯୌନ ଶୋଷଣର ଆରୋପ ଲଗାଇବା ପରେ ୫୦ ବର୍ଷ ଜେଲ ଦଣ୍ଡ ଶୁଣାଇଲା ଅଦାଲତ, ଘରେ ଥିବା ପାଳିତ କୁକୁର ପାଇଁ ଜେଲ ଦଣ୍ଡରୁ…

ନୂଆଦିଲ୍ଲୀ: ଝିଅ ଯୌନ ଶୋଷଣର ଆରୋପ ଲଗାଇବା ପରେ ୫୦ବର୍ଷର ଜେଲ ଦଣ୍ଡ ଶୁଣାଇଲା ଅଦାଲତ । ଅଦାଲତ ଜେଲ ଦଣ୍ଡ ଶୁଣାଇବା ପୂର୍ବରୁ ଯୁବକ ଜଣଙ୍କ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଅନେକ ଥର ଚେଷ୍ଟା କରିବା ପରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରି ପାରି ନଥିଲେ । ଯାହା ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...