Daily Archives

September 20, 2018

ଲକ୍ଷ୍ମୀପୁର ବ୍ଲକରେ କର୍ମଚାରୀ ଅଭାବ, ଉନ୍ନୟନ୍ନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ବିଭିନ୍ନ ଗୁରୁତ୍ୱପୁର୍ଣ ପଦବି ଗୁଡିକ ଖାଲି ପଡିଛି। ଖାଲିପଡିଥିବା ପଦବି ଗୁଡିକ ଦିର୍ଘଦିନ ହେଲା ପୂରଣ ହୋଇପାରୁନଥିବା କାରଣରୁ ଉନ୍ନୟନ୍ନ ମୂଳକ କାର୍ଯ୍ୟରେ ଅନେକ ସମସ୍ୟା ଉପୁଯୁଥିବା ସାଧାରଣରେ ଦାବି ହୋଇଛିା ଦିର୍ଘ ଦିନ ହେଲା ବ୍ଲକର…
ଅଧିକ ଖବର ଦେଖନ୍ତୁ...

ଏସିଡ୍‌ ଆକ୍ରମଣ ପୀଡ଼ିତାଙ୍କ ପାଖରେ ଚଳିବା ଏବଂ ଝିଅକୁ ପାଳିବା ପାଇଁ ଟଙ୍କା ନ ଥିବା ଜାଣି ୫ ଲକ୍ଷ ଟଙ୍କା ସାହାଯ୍ୟ କଲେ…

ମୁମ୍ବାଇ : ସବୁବେଳେ ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ର ଖିଲାଡ଼ି କୁମାର ଅକ୍ଷୟ ଏବେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଜଣେ ଏସିଡ଼୍‍ ପୀଡ଼ିତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ମୁତାବକ, କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ଏମ୍‌ଆର୍‌ଆଇ ମେସିନ୍‌ରେ ସାପ! ଶରୀରର କେଉଁ ଭାଗ ଭାଙ୍ଗିଛି ଜାଣିବା ପାଇଁ ସାପର ଏମ୍‌ଆର୍‌ଆଇ କରାଯାଉଥିବା ସମୟର ଫଟୋ…

ମୁମ୍ବାଇ : ମଣିଷମାନଙ୍କର ଏମ୍‌ଆର୍‌ଆଇ କରାଯାଉଥିବା କଥା ତ ଆପଣମାନେ ଜାଣିଥିବେ । କିନ୍ତୁ କେବେ ସାପର ଏମ୍‌ଆର୍‌ଆଇ ହେବା କଥା ଆପଣ ଶୁଣିଥିଲେ କି? ଆଜ୍ଞା ହଁ! ମୁମ୍ବାଇର ଏକ ଡ଼ାକ୍ତରଖାନାରେ ଏକ ସାପର ଏମ୍‌ଆର୍‌ଆଇ କରାଯାଉଥିବାର ଦେଖା ଯାଇଛି । ଯାହାର ଫଟୋ ଭାଇରାଲ ହେବା ପରେ ଏବେ ଏହାକୁ…
ଅଧିକ ଖବର ଦେଖନ୍ତୁ...

ପରିବାର ତରଫରୁ ଖରାପ ଖବର ମିଳିବା ପରେ ସୁଟିଂ ଅଧାରୁ ଛାଡ଼ି ଘରକୁ ଫେରିଲେ ଅର୍ଜୁନ କପୁର

ମୁମ୍ବାଇ : ଏବେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ନିଜର ଆଗମୀ ଫିଲ୍ମ ‘ଇଣ୍ଡିଆଜ୍‌ ମୋଷ୍ଟ ଓ୍ଵାଣ୍ଟେଡ଼୍‍’ର ସୁଟିଂରେ ବ୍ୟସ୍ତଥିବା ବେଳେ ଏବେ ସେ ସୁଟିଂ ଛାଡ଼ିଥିବା ଜଣାପଡ଼ିଛି । ନେପାଳରେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ପରିବାର ତରଫରୁ ଖରାପ ଖବର ପାଇବା ପରେ ସେ ସୁଟିଂ ଅଧାରୁ ଛାଡ଼ି ଘରକୁ…
ଅଧିକ ଖବର ଦେଖନ୍ତୁ...

ପୁଲିସର ଅମାନୁଷିକ ବ୍ୟବହାରର ପ୍ରମାଣ ଦେଲେ କ୍ୟାବ୍‌ ଚାଳକଙ୍କ ସ୍ତ୍ରୀ, ମିଛ ମାମଲାରେ ଫସାଇ ନିସ୍ତୁକ ମାଡ ମାରିବା ନେଇ…

ଥାନେ: ମହାରାଷ୍ଟ୍ରର ଥାନେରେ ପୁଲିସ କର୍ମଚାରୀଙ୍କର ଅମାନୁଷିକ ବ୍ୟବହାରର ମାମଲା ସାମ୍ନାକୁ ଆସିଛି । ଜଣେ କ୍ୟାବ୍‌ ଚାଳକଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ତାଙ୍କ ସ୍ୱାମୀଙ୍କ ସହ ପୁଲିସ କର୍ମଚାରୀ କିଭଳି ବ୍ୟବହାର କରିଥିଲେ ତାହା କହିଛନ୍ତି । ମିଛ ମାମଲାରେ ଫସାଇ ଥାନେ…
ଅଧିକ ଖବର ଦେଖନ୍ତୁ...

ବିବାଦ ପରେ ଫିଲ୍ମ ‘ଲଭରାତ୍ରୀ’ର ନାଁ ବଦଳା ଯାଇଥିଲେ ମଧ୍ୟ ନୂଆ ନାଁକୁ ନେଇ ପୁଣି ଅସନ୍ତୁଷ୍ଟ ହିନ୍ଦୁ ସଂଗଠନ, ଜାଣନ୍ତୁ…

ମୁମ୍ବାଇ : ବଲିଉଡ୍‌ର ସୁଲତାନ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ଫିଲ୍ମ ‘ଲଭ୍‌ରାତ୍ରୀ’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିବା ପାଇଁ ଭାବିଥିବା ବେଳେ ରିଲିଜ୍‌ ପୂର୍ବରୁ ହିଁ ଏହି ଫିଲ୍ମକୁ ନେଇ ବିବାଦ ଦେଖା ଦେଇଛି । ପୂର୍ବରୁ ଫିଲ୍ମର ନାଁ ‘ଲଭ୍‌ରାତ୍ରୀ’ ରଖା ଯାଇଥିବାରୁ ଏହା ହିନ୍ଦୁ ଧର୍ମ…
ଅଧିକ ଖବର ଦେଖନ୍ତୁ...

ବିଚ୍‌ ରାସ୍ତାରେ କାର୍‌ ଉପରେ ଖସି ପଡ଼ିଲା ବିମାନ, ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ତା’ପରର ଦୃଶ୍ୟ 

ନୂଆଦିଲ୍ଲୀ : ଟେକ୍ସାସର ସୁଗାର ଲ୍ୟାଣ୍ଡ ସହରରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସବୁ ଦିନ ପରି ସୁଗାର ଲ୍ୟାଣ୍ଡ ସହରର ରାସ୍ତାରେ ଗାଡ଼ି ଚଳାଚଳ ହେଉଥିବା ବେଳେ ହଠାତ୍‌ ଉପରୁ ଏକ ବିମାନ ଆସି ଏକ କାର୍‌ ଉପରେ ପଡ଼ିଥିଲା । ଏହି ଗାଡ଼ିର ପଛରେ ଏବଂ ଆଗରେ ଥିବା ଗାଡ଼ି ଏହି…
ଅଧିକ ଖବର ଦେଖନ୍ତୁ...

ବିରାଟ କୋହଲି, ମୀରାବାଇଙ୍କୁ ମିଳିବ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: କ୍ରୀଡ଼ା ମନ୍ତ୍ରାଳୟ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ମହିଳା ଭାରୋତ୍ତୋଳକ ସାଇଖୋମ ମୀରାବାଇ ଚାନୁଙ୍କୁ ଦେଶର ସର୍ବୋଚ୍ଚ ଖେଳ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର’ ଦେବାକୁ ମୋହର ଲଗାଇଛନ୍ତି। ଉଭୟ ଖେଳାଳିଙ୍କୁ ଏହି ପୁରସ୍କାର ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଏହି କଳାକାରଙ୍କୁ ବିବାହ କରିବାକୁ ଯାଉଛନ୍ତି ନେହା କକ୍କର, ନିଜେ କଲେ ଖୁଲାସା

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପୂର୍ବରୁ ତାଙ୍କର ହିମାନ୍ସ କୋହଲୀଙ୍କ ସହ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିବା ବେଳେ ହିମାନ୍ସ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହି ଆସୁଥିଲେ ନେହା ।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ପହଞ୍ଚିଲେ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ, ଶ୍ରୀମନ୍ଦିର ସଂସ୍କାର କମିଶନ ପ୍ରସଙ୍ଗରେ କରିବେ ଆଲୋଚନା

ଭୁବନେଶ୍ୱର: ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଗୁରୁବାର ରାତି ଓଡ଼ିଶାରେ ପହଞ୍ଚିଛନ୍ତି। ଶ୍ରୀମନ୍ଦିର ସଂସ୍କାର କମିଶନ ପ୍ରସଙ୍ଗରେ ସେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହିତ ଆଲୋଚନା କରିବେ। ଗଜପତିଙ୍କ ସହିତ ଆଲୋଚନା ପୂର୍ବରୁ ସେ କହିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର…
ଅଧିକ ଖବର ଦେଖନ୍ତୁ...