Daily Archives

October 4, 2018

ପୁଣ୍ୟ ସ୍ଥାନରେ ପାପ କାର୍ଯ୍ୟ; ମନ୍ଦିର ପରିସରରେ ପୂଜକ ଦ୍ୱାରା ଦୁଷ୍କର୍ମର ଶିକାର ହେଲା ୫ ବର୍ଷୀୟା ଶିଶୁ

ଭୋପାଳ: ପୁଣି ଜଣେ ଶିଶୁ ଯୌନ ଶୋଷଣର ଶିକାର। ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ମଙ୍ଗଳବାର ଜଣେ ୫ ବର୍ଷର ଶିଶୁକୁ ଏକ ମନ୍ଦିର ପରିସରରେ ୨ ଜଣ ପୂଜକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଶିଶୁ ଜଣକ ଜଣେ ଚାଷୀଙ୍କର ଝିଅ। ପୂଜକ ଦ୍ୱୟ ସେହି କୁନି ଝିଅଟିକୁ ମିଠା ଦେବାର ପ୍ରଲୋଭନ ଦେଖାଇ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ସାମ୍ବାଦିକମାନେ ମତଭେଦ ଭୁଲି ମାନବ ଜାତିର ଉନ୍ନତି ଲାଗି କାମ କରିବା ଆବଶ୍ୟକ : ରାଜ୍ୟପାଳ

ଭୁବନେଶ୍ୱର : ସାରା ବିଶ୍ୱର ସାମ୍ବାଦିକମାନେ ଏକାଠି ହୋଇ  ମାନବ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଆବଶ୍ୟକ ।  ବିଶ୍ୱକୁ ଏକ ସ୍ୱର୍ଗରେ ପରିଣତ କରିବାକୁ ହେଲେ ବିଭିନ୍ନ ଦେଶର ସାମ୍ବାଦିକ ନିଜର ମତଭେଦକୁ ଭୁଲି ଏକାଠି ହୁଅନ୍ତୁ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ଜନ୍ମ ନେଇଥିଲେ ପୃଥ୍ଵୀ ସ, ଶତକ ହାସଲ କରିବା ପରେ ବିହାରରେ ଖୁସିର ଝଲକ

ପାଟଣା: ଭାରତ ପାଇଁ ନିଜର ଅର୍ନ୍ତଜାତୀୟ କ୍ୟାରିୟର ଆରମ୍ଭ କରିଥିବା କ୍ରିକେଟର ପୃଥ୍ଵୀଙ୍କୁ ନେଇ ପ୍ରଶଂସକମାନେ ଗୁରୁବାର ଦେଶର ଚାରିଆଡେ ଆଲୋଚନା କରୁଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୁରୁବାର ରାଜକୋଟ ଷ୍ଟାଡିୟମରେ ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବା ପରେ ପୃଥ୍ଵୀଙ୍କ ନିକଟକୁ ପ୍ରଶଂସାର…
ଅଧିକ ଖବର ଦେଖନ୍ତୁ...

ଶିବସେନାର ଘୋଷଣା: ଦଶହରା ପରେ ଅଯୋଧ୍ୟାରେ କରିବ ର‍୍ୟାଲି

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଦଶହରା ପରେ ଉତ୍ତରପ୍ରଦେଶର ଅଯୋଧ୍ୟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ ରାମ ମନ୍ଦିର ପ୍ରସଙ୍ଗକୁ ନେଇ ସହଯୋଗୀ ଦଳ ବିଜେପିର ଆଲୋଚନା କରିଛନ୍ତି। ରାଜ୍ୟସଭା ସାଂସଦ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ଏହି ୪ଟି ଶତ୍ରୁଠାରୁ ନିଜକୁ ସର୍ବଦା ଦୂରେଇ ରଖନ୍ତୁ, ନଚେତ ଅସୁବିଧାରେ ପଡ଼ି ପାରନ୍ତି

ଯେଉଁ ବ୍ୟକ୍ତି ଅତ୍ୟଧିକ ମଦପାନ କରନ୍ତି ସେମାନଙ୍କ ଲିଭର୍‌ ୮ରୁ ୯ବର୍ଷ ମଧ୍ୟରେ ଖରାପ ହୋଇ ଯାଇଥାଏ। ପ୍ରାୟତଃ ଲୋକମାନେ ଭାବି ଥାଆନ୍ତି ସେମାନେ କେବେକେବେ ମଦ ପାନ କରି ଥାଆନ୍ତି। ଏହାଦ୍ୱାରା ଶରୀର ଉପରେ କ’ଣ ବା ପ୍ରଭାବ ପକାଇବ? ଏପରି କରିବା ଦ୍ୱାରା ଧୀରେଧୀରେ ରୋଗ ପ୍ରତିରୋଧକ ଶକ୍ତି…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀରେ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ, ସ୍ୱାଗତ କଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିିନ ଦୁଇଦିନିଆ ଭାରତ ଗ୍ରସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କୁ ବିମାନବନ୍ଦରରେ ସ୍ୱାଗତ ଜଣାଇଛନ୍ତି ।  ଆଉ କିଛି ସମୟ ପରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଶାଳନ୍ଦୀ ନଦୀରେ ଭାସି ସାନ ଭଉଣୀ ମୃତ, ବଡ଼ ଭଉଣୀ ନିଖୋଜ

ଭଦ୍ରକ: ଶାଳନ୍ଦୀ ନଦୀରେ ଗୁରୁବାର ୨ ଭଉଣୀ ଭାସି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଜଗନ୍ନାଥପୁର ବସ୍ତିଅଞ୍ଚଳର ଭବେଶ ମୁଣ୍ଡାଙ୍କର ୨ ନାବାଳିକା ଝିଅ ଆଜି ସନ୍ଧ୍ୟାରେ ନିଜ ବାପାଙ୍କ ସହିତ ନଦୀକୁ ଯାଇଥିଲେ। ଭବେଶ ନଦୀରେ ମାଛ ଧରୁଥିବା ବେଳେ ୨ ପିଲା ବାହାରେ…
ଅଧିକ ଖବର ଦେଖନ୍ତୁ...

ଆକାଶରୁ ପଡ଼ିଲା ବିସ୍ଫୋରକ ସାମଗ୍ରୀ, ଘର ଓ ଗାଡ଼ିର ଛାତ ଜଳି ହୋଇଗଲା ପାଉଁଶ

ମେରଠ: ଉତ୍ତରପ୍ରଦେଶର ମେରଠରେ ଆକାଶରେ ଯାଉଥିବା ବିମାନରୁ ଜଳନ୍ତା ବିସ୍ଫୋରକ ସାମଗ୍ରୀ ଜନଗହଳି ପୂର୍ଣ୍ଣ ସ୍ଥାନରେ ଆସି ପଡ଼ିଥିଲା। ଏହି ବିସ୍ଫୋରକ ସାମଗ୍ରୀ ପଡ଼ିବା ହେତୁ ଘର ଓ ଏକ କାର ଛାତ ଜଳି ପାଉଁଶ ହୋଇଯାଇଛି। ଫରେନ୍ସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶ୍ରଦ୍ଧା କପୁରଙ୍କୁ ଡେଙ୍ଗୁ!

ମୁମ୍ବାଇ: ଫିଲ୍ମ‘ସ୍ତ୍ରୀ’ର ଜବରଦସ୍ତ ସଫଳତା ପରେ ଶ୍ରଦ୍ଧା କପୁର ଟେନିସ ଷ୍ଟାର୍‌ ସାଇନା ନେହଓ୍ଵାଲଙ୍କ ବାୟୋପିକ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଫାଷ୍ଟଲୁକ୍‌ ମଧ୍ୟ କିଛି ଦିନ ତଳେ ଆଉଟ୍‌ ହୋଇଛି। କିନ୍ତୁ ଏବେ ଏକ ସପ୍ତାହ ପାଇଁ ଫିଲ୍ମର ସୁଟିଂ ବନ୍ଦ ରଖାଯାଇଛି। ଏହାର ମୂଳରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଗାପୂଜା ପାଇଁ ୨୮ କୋଟି ଟଙ୍କା ଦେବାରୁ ମମତା ବାନାର୍ଜୀଙ୍କ ବିରୋଧରେ ଗର୍ଜିଲେ ମୌଲବୀ

କୋଲକାତା: ମୌଲବୀ ଓ ସଂଖ୍ୟାଲଘୁ ପଣ୍ଡିତଙ୍କ ପ୍ରତିଷ୍ଠାନ ‘ଅଖିଳ ବଙ୍ଗାଲ ସଂଖ୍ୟାଲଘୁ ଯୁବକ ସଂଘ’ ରାଜ୍ୟର ସମସ୍ତ ମଦ୍ରାସା ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମାଗିଛି। ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାନୀୟ କ୍ଲବମାନଙ୍କୁ ଦିଆଯାଇଥିବା ସହାୟତା ରାଶିକୁ ଦୃଷ୍ଟିରେ ରଖି ଯୁବକ ସଂଘ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...