Daily Archives

May 2, 2019

ବିବାହ ପରେ ଟଙ୍କା ନଥିବାରୁ ପ୍ୟାରିସ୍‌ କହି ଗୌରୀଙ୍କୁ ଦାର୍ଜିଲିଂ ନେଇ ଯାଇଥିଲେ ଶାହାରୁଖ୍‌ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତିମାନଙ୍କ ମଧ୍ୟରୁ ସବୁଠୁ ଉପରେ ରହିଛନ୍ତି ଅଭିନେତା ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ । ଦୁହେଁ ଅକ୍ଟୋବର ୨୫, ୧୯୯୧ରେ ବିବାହ କରିଥିବା ବେଳେ ଏବେ ପର୍ଯ୍ୟନ୍ତ ଦୁହିଁଙ୍କ ମଧ୍ୟରେ ପୂର୍ବଭଳି ଭଲ ପାଇବା ରହିଛି । ତେବେ ବିବାହ ପରେ…
ଅଧିକ ଖବର ଦେଖନ୍ତୁ...

କ’ଣ ଏହି ଲ୍ୟାଣ୍ଡଫଲ୍, ସ୍ଥଳଭାଗ ଛୁଇଁବା ପରେ କାହିଁକି ନିଏ ଭୟଙ୍କର ରୂପ ?

ଭୁବନେଶ୍ୱର : କ’ଣ ଏହି ଲ୍ୟାଣ୍ଡଫଲ୍ ? କାହିଁକି ଭୟଙ୍କର ରୂପ ନିଏ ଲ୍ୟାଣ୍ଡଫଲ୍ ? ବାତ୍ୟାକୁ ନେଇ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଲ୍ୟାଣ୍ଡଫଲ୍ ଉପରେ ଥାଏ ସମସ୍ତଙ୍କ ନଜର । ଏହାର ଅର୍ଥ ହେଉଛି ବାତ୍ୟା ଯେତେବେଳେ ସ୍ଥଳ ଭାଗକୁ ଛୁଇଁଥାଏ । ଅର୍ଥାତ୍ ଏହି ସମୟରେ ଘୂର୍ଣ୍ଣିଝଡ଼ ସହ ବାତ୍ୟାର…
ଅଧିକ ଖବର ଦେଖନ୍ତୁ...

ଟୋଲ ବୁଥ୍‌ରୁ ୫,୦୦୦ହଜାର ଟଙ୍କା ଚୋରି କରି ନେଇଗଲା ମାଙ୍କଡ଼, ଭିଡିଓରେ ଦେଖନ୍ତୁ ସେ ସମୟର ଦୃଶ୍ୟ

ଲକ୍ଷ୍ନୌ : ଅନେକ ସମୟରେ ରାସ୍ତାରୁ ବା ଏଟିଏମ୍‌ରୁ ଲୋକମାନଙ୍କୁ ଟଙ୍କା ଚୋରି କରୁଥିବା ଦେଖା ଯାଇଥାଏ । ବନ୍ଧୁକ ବା କୌଣସି ମାରଣାସ୍ତ୍ର ଦେଖାଇ ଅଭିଯୁକ୍ତମାନେ ଚୋରି କରିଥାନ୍ତି । ଯାହାର ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥାଏ । ତେବେ ଲକ୍ଷ୍ନୌର…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଫନି’ର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି : ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ, ଏନଡିଆରଏଫ୍ ଟିମ୍…

ଭୁବନେଶ୍ୱର : ଓଡ଼ିଶା ଆଡକୁ ମାଡି ଆସୁଛି ବାତ୍ୟା ‘ଫନି’। ବାତ୍ୟାରେ କ୍ଷୟକ୍ଷତି ନେଇ ସମସ୍ତେ ଆଶଙ୍କାରେ ଅଛନ୍ତି ଏବଂ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତି ବି କରାଯାଉଛି । ଓଡ୍ରାଫ, ଏନଡିଆରଏଫ୍ ଟିମ୍ ଏଥିପାଇଁ ପୁରା ପ୍ରସ୍ତୁତି ସହ ସଜାଗ ଅଛନ୍ତି। ଏଭଳି ସ୍ଥିତିରେ ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ପଛରେ ପକାଇଲେ ରାହୁଲ, ଟୁଇଟ୍‌ର ବଢ଼ିଲା ଲୋକପ୍ରିୟତା

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପର୍ଯ୍ୟାୟ ବଢ଼ି ଚାଲିଥିବା ବେଳେ ନିର୍ବାଚନୀ ପ୍ରଚାର ମଧ୍ୟ ଜୋରଦାର ହେବାରେ ଲାଗିଛି । ଏ ମଧ୍ୟରେ ବିଭିନ୍ନ ଦଳ ପରସ୍ପରକୁ ସମାଲୋଚନା କରି ଭୋଟ୍‌ ହାତେଇବା ଯୋଜନାରେ ଅଛନ୍ତି । ତେବେ କିଛି ଦିନ ତଳେ ମୋଦୀଙ୍କ ଲୋକପ୍ରିୟତା ନେଇ ଖବର ମିଳିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ କଟାକ୍ଷ କଲେ ଦିଗ୍‌ବିଜୟ: କହିଲେ; ମୋଦୀ ତ ଇମ୍ରାନ ଖାନ୍‌ଙ୍କ ବନ୍ଧୁ, ମାସୁଦ ଉପରେ ପ୍ରତିବନ୍ଧକ ଲଗାଇଲେ…

ନୂଆଦିଲ୍ଲୀ : ଗତକାଲି ଜାତିସଂଘର ସୁରକ୍ଷା ପରିଷଦ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା । ଏହି ଘୋଷଣା ହେବା ପରେ ସାରା ଭାରତବାସୀ ଖୁସିଥିବା ବେଳେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ବିଶେଷ ଖୁସି ନଥିବା ତାଙ୍କ ବୟାନରୁ ଜଣା ପଡ଼ିଛି । ଏହି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ଟ୍ୱିନସିଟିରେ କିଭଳି ରହିବ ଫନିର ପ୍ରଭାବ ? ଜାଣନ୍ତୁ କେତେ ବେଗରେ ବହିବ ପବନ

ଭୁବନେଶ୍ୱର: ଘଣ୍ଟାକୁ ପାଖାପାଖି ୧୭ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଫନି | ସାରା ରାଜ୍ୟ ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା କରିଛି ପାଣିପାଗ ବିଭାଗ | ଟ୍ୱିନ ସିଟି କଟକ-ଭୁବନେଶ୍ୱରରେ ବି ଏହାର ପ୍ରଭାବ ପଡିବ ବୋଲି ଜଣାପଡିଛି | ବିଶେଷ କରି…
ଅଧିକ ଖବର ଦେଖନ୍ତୁ...

ତେଜ ବାହାଦୂରଙ୍କ ନାମାଙ୍କନ ରଦ୍ଦ ହେବା ପରେ ମୋଦୀଙ୍କୁ ସମାଲୋଚନା କଲେ ବିଶାଲ ଡାଡ୍‌ଲାନୀ, କହିଲେ; କିଏ ଜାଣିଥିଲେ…

ମୁମ୍ବାଇ : ଗତକାଲି ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତଥା ସମାଜବାଦୀ ପାର୍ଟିର ପ୍ରାର୍ଥୀ ତେଜ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇଥିଲା । ପୂର୍ବରୁ ଆଶଙ୍କା କରାଯାଉଥିବା ବେଳେ କାଲିି ମଧ୍ୟାହ୍ନରେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇ ଯାଇଥିବା ନେଇ ଖବର ମିଳିଥିଲା । ପ୍ରାର୍ଥୀପତ୍ର ରଦ୍ଦ…
ଅଧିକ ଖବର ଦେଖନ୍ତୁ...

‘ଫନି’ ପ୍ରଭାବରେ ଆରମ୍ଭ ହେଲା ବର୍ଷା: ରାତି ତମାମ ବର୍ଷାରେ ଭିଜିବ ଅଧା ରାଜ୍ୟ

ଭୁବନେଶ୍ବର: ପୁରୀ ଆଡ଼କୁ ମାଡି ଆସୁଛି ବାତ୍ୟା ଫନି । ସକାଳ ୮ରୁ ୧୦ଟା ସୁଦ୍ଧା ପୁରୀ ଉପକୂଳ ଛୁଇଁବ ଏହି ସାମୁଦ୍ରିକ ଝଡ । କିନ୍ତୁ ଫନିର ପ୍ରଭାବ ଏବେ ଠାରୁ ରାଜ୍ୟର ଅଧା ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଫନି ପୁରୀ ଉପକୂଳ ଆଡକୁ ଯେତିକି ପାଖେଇ ଆସୁଛି ପବନର ବେଗ ସେତିକି ବଢିବା ସହ ଭୀଷଣ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲାଙ୍କ ଚାଞ୍ଚଲ୍ୟକର ବୟାନ : ଗୋଧରା ଭଳି ପୁଲଓ୍ଵାମା ଆକ୍ରମଣ…

ନୂଆଦିଲ୍ଲୀ : ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା ବିଜେପିକୁ ଟାର୍ଗେଟ କରି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଗୋଧରା ଭଳି ପୁଲଓ୍ଵାମାରେ ହୋଇଥିବା ଆକ୍ରମଣ ମଧ୍ୟ ବିଜେପିର ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି ବାଘେଲା । ବୁଧବାର ସାମ୍ବାଦିକ ସମ୍ମିଳନୀରେ ଏଭଳି ବିବାଦୀୟ…
ଅଧିକ ଖବର ଦେଖନ୍ତୁ...