Daily Archives

November 5, 2019

ନୂଆ ମୋଟୋ ରାଜରରେ ରହିବ ଏସବୁ ସ୍ୱତନ୍ତ୍ର ବିଶେଷତ୍ୱ

ମୁମ୍ବାଇ: ଖୁବଶୀଘ୍ର ମୋଟୋରୋଲା ଲଂଚ କରିବ ପ୍ରଥମ ଫୋଲଡିଂ ଡିସପ୍ଲେ ଫୋନ୍ । କମ୍ପାନୀର ଲୋକପ୍ରିୟ ମୋବାଇଲ ଫୋନ୍ ମୋଟୋ ରାଜରକୁ ନୂଆ ଲୁକ୍ ଦେଇ ଫୋଲଡିଂ ଡିସପ୍ଲେ ସହ ବଜାରକୁ ଛାଡିବ କମ୍ପାନୀ । ଜାଣନ୍ତୁ ପୁରୁଣା ରାଜର୍ ଅପେକ୍ଷା ଲଂଚ ହେବାକୁ ଥିବା ଏହି ଫୋନରେ କଣ ରହିଛି ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ବିଶାଳ ସେଟକୁ ନେଇ ଚର୍ଚ୍ଚାରେ ହାଉସଫୁଲ ଫୋର

ମୁମ୍ବାଇ: ହାଉସଫୁଲ ଫୋର, ସବୁବେଳେ ଷ୍ଟାରକାଷ୍ଟ,ବଜେଟ,କମେଡିକୁ ନେଇ ଖବରରେ ରହିଥାଏ । ଏଥରକ ଫିଲ୍ମ ଆଉ ଏକ କାରଣ ପାଇଁ ମଧ୍ୟ ଚର୍ଚ୍ଚା ସାଉଁଟିଛି । ଏହି ନୂଆ କାରଣ ହେଉଛି ଏହାର ବିଶାଳ ସେଟ । ଛମୋ ଗୀତର ସୁଟିଂ ପାଇଁ ଟିମ ନିର୍ମାଣ କରିଥିଲା ଏକ୍ସକ୍ଲ୍ୟସିଭ ହାଇବଜେଟ ବିଗ ସେଟ୍ । ଯାହାର…
ଅଧିକ ଖବର ଦେଖନ୍ତୁ...

ଭୁଟାନରେ ବୁଲି ଜନ୍ମଦିନ ପାଳିଲେ ବିରାଟ, ନିଜ ଜୀବନ କାହାଣୀ ଲେଖିଲେ

ଥିମ୍ପୁ: ଭୁଟାନରେ ଘୁରିବୁଲୁଛନ୍ତି ସେଲିବ୍ରେଟି ଯୋଡି ବିରୁସ୍କା । କ୍ୟାପଟେନ କୋହଲୀ ଏଥରକ ନିଜ ଜନ୍ମଦିନ ଭୁଟାନରେ ପାଳୁଛନ୍ତି । ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କାଙ୍କ ସହ ବିରାଟ ଭୁଟାନରେ ଛୁଟି ଦିନ କାଟିବା ସହ ନିଜର ୩୧ତମ ଜନ୍ମଦିନ ପାଳିଛନ୍ତି । ପାହାଡିଆ ଇଲାକାର ସୌନ୍ଦର୍ଯ୍ୟକୁ ମନଭରି…
ଅଧିକ ଖବର ଦେଖନ୍ତୁ...

ଏହି ଅନୁଭବ ହେଲେ ଜାଣନ୍ତୁ ବ୍ରେନ ଟ୍ୟୁମରର ଆପଣ ଶିକାର ହେଉଛନ୍ତି

ଭୁବନେଶ୍ୱର: ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ମସ୍ତିଷ୍କକୁ ଟିକେ ବି ଅଣଦେଖା କରିବା ପ୍ରାଣଘାତକ ହୋଇପାରେ। ବେଳେବେଳେ ଅଚାନକ ଆମ ମସ୍ତିଷ୍କରେ କିଛି ସମସ୍ୟା ହୋଇଥାଏ, ଯାହାକୁ ଆମେ ସାଧାରଣ ସମସ୍ୟା ଭାବି ଅଣଦେଖା କରିଦେଉ | ଯଦି ଆପଣ ବି ଏଭଳି କରୁଛନ୍ତି ତେବେ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ଆଶଙ୍କାରେ ଗଞ୍ଜାମ ଚାଷୀ ଛାତି ଧଡ୍‌ଧଡ୍‌, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ବ୍ରହ୍ମପୁର: ପ୍ରାକୃତିକ ବିପର୍ଯ୍ୟୟ ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି। ବାତ୍ୟା, ବନ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଛି। ଫାଇଲିନ, ହୁଡ୍‌ହୁଡ୍‌, ତିତଲି ଓ ଫନି ଓ ଅକ୍ଟୋବର ଲଗାଣ ବର୍ଷା ପ୍ରକୋପ ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ବାତ୍ୟା ଆଶଙ୍କା ନେଇ ଚାଷୀଙ୍କ ଛାତି…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ କମ୍ପାନି ନିର୍ଯାତନ ସହି ନ ପାରି ଲୁଚି ପଳାଇଲେ ଓଡ଼ିଆ ଯୁବତୀ, ଫସିଲେ ୭ଜଣ

ବ୍ରହ୍ମପୁର: ବ୍ଲକ ନିଯୁକ୍ତି ମେଳାରେ ଚୟନ ହୋଇ ତାଲିମ ପାଇବା ପରେ ତାମିଲନାଡୁରେ ଦରଜି (ଟେଲର) ଭାବେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର କିଛି ଯୁବତୀଙ୍କୁ ସେଠାକାର କମ୍ପାନିରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଆଙ୍କୁଲି ପଞ୍ଚାୟତରୁ ଯାଇଥିବା ୮ ଜଣ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଏନଏନସି ଅଧ୍ୟକ୍ଷଙ୍କ ଘର ବାହୁଡ଼ା: କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ

ଭୁବନେଶ୍ୱର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ପୂର୍ବତନ ଅଧ୍ୟକ୍ଷ ଭି. ରବି ନାରାୟଣ ରାଜୁ ବିଜେଡିକୁ ଫେରିଛନ୍ତି। ଭି. ରବି ନାରାୟଣ ରାଜୁ ୫୦୦ କର୍ମୀଙ୍କ ସହିତ କଂଗ୍ରସ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ବର୍ଷ ୨୦୦୯ରେ କଂଗ୍ରେସ ଟିକେଟରୁ…
ଅଧିକ ଖବର ଦେଖନ୍ତୁ...

ବିବାହ ଋତୁ ପୂର୍ବରୁ କମିଲା ସୁନା ଦର

ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ମୂଲ୍ୟ କମିଛି | ଯାହାକି ଏବେ ସୁନା କିଣିବାକୁ ଚାଁହୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି | ବିଶେଷ କରି ସୁନା ଦର ଉଚ୍ଚା ରହିବା ଯୋଗୁଁ ସୁନା ଗହଣା ପ୍ରତି ଲୋକଙ୍କ ମୋହ ତୁଟିବାରେ ଲାଗିଛି | ଯେଉଁଥିପାଇଁ ସୁନା ଆମଦାନୀ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଝାଡୁ ପ୍ରସ୍ତୁତ କରି ଏବେ ସ୍ୱାବଲମ୍ବୀ ହୋଇପାରିଛନ୍ତି ଏହି ଗାଁର ୧୫୦ ପରିବାର

ବସ୍ତା: ଝାଡୁ ! ରୋଜଗାରର ପ୍ରମୁଖ ମାଧ୍ୟମ । ରାତି ପାହିଲେ, ସଂଜ ନଇଁବା ଆଗରୁ ଘରେ ଖୋଜାପଡେ ଝାଡୁ । ଅନେକ ସମୟରେ ଆପଣ ଦେଖିଥିବେ ଗାଁ ଗହଳିରେ ଝାଡୁ ମୁଣ୍ଡାଇ ବିକ୍ରି ପାଇଁ ଆସିଥାନ୍ତି ବ୍ୟବସାୟୀ । ହେଲେ ଏହି ଝାଡୁ ଏବେ ବାଲେଶ୍ୱରରୁ ରାଜ୍ୟ ବାହାରକୁ ବିକ୍ରି ପାଇଁ ଯାଉଛି । ବାଲେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଜୁଏଲାରୀ ମାଲିକଙ୍କ ଠାରୁ ଗହଣା ବ୍ୟାଗ୍‌ ଲୁଟ୍‌ ଅଭିଯୋଗ

ଯାଜପୁର: ବରୀ ଥାନା ଅନ୍ତର୍ଗତ ବାଲିଆପାଳ ଛକରେ ଥିବା ମା’ ମଙ୍ଗଳା ଜୁଏଲାରୀର ଆଜି ସନ୍ଧ୍ୟା ୭ଟା ବେଳେ ମାଲିକ କିଶୋର ଚନ୍ଦ୍ର ସାହୁଙ୍କ ନିକଟରୁ ୫ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଝାମ୍ପି ନେଇଛନ୍ତି। ମାଲିକ ଶ୍ରୀ ସାହୁ ଜୁଏଲାରୀ ଦୋକାନ ବନ୍ଦ କରି ତାଲା ପକାଉଥିବା…
ଅଧିକ ଖବର ଦେଖନ୍ତୁ...