Daily Archives

May 14, 2020

ବିରାଡ଼ିଙ୍କଠାରୁ ଦୂରେଇ ରୁହନ୍ତୁ; ଏମାନଙ୍କ ଭିତରେ ବିନା ଲକ୍ଷଣରେ ବି ଥାଇପାରେ କରୋନା!

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ଅନେକ ଗବେଷଣା ହୋଇ ସାରିଥିବା ବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ବିରାଡ଼ିମାନଙ୍କ ଦ୍ବାରା ମଧ୍ୟ କରୋନା ଭାଇରସ୍‌ ବ୍ୟାପିପାରେ। ସେମାନଙ୍କ ଭିତରେ କୌଣସି ପ୍ରକାରର ଲକ୍ଷଣ ବି ଦେଖିବାକୁ ମିଳିବନି, ଫଳରେ କେଉଁ ବିରାଡ଼ି…
ଅଧିକ ଖବର ଦେଖନ୍ତୁ...

ଜୁମ୍‌ ଆପ୍‌ ଜରିଆରେ ହୋଇଥିବା ଭିଡିଓ କନଫରେନ୍ସିଂ‌ରେ ବେରୋଜଗାର୍‌ ହୋଇଗଲେ ୩,୭୦୦ କର୍ମଚାରୀ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ  ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ଅନେକ କର୍ମଚାରୀ ସେମାନଙ୍କ ଚାକିରି ହରାଇଛନ୍ତି। ଏବେ ଦେଶର ଅଗ୍ରଣୀ ରାଇଡିଂ କମ୍ପାନି ଉବେର ଉପରେ ମଧ୍ୟ ଲକ୍‌ଡାଉନ୍‌ର କୁପ୍ରଭାବ ଦେଖିବାକୁ ମିଳିଛି। ଉବେର ଜୁମ୍‌ ଆପ୍‌ ଜରିଆରେ କରିଥିବା ‌ ଗୋଟାଏ ୩ ମିନିଟ୍‌ର…
ଅଧିକ ଖବର ଦେଖନ୍ତୁ...

ନବମ ଓ ଏକାଦଶ ଶ୍ରେଣୀରେ ଅସଫଳ ହୋଇଥିବା ସିବିଏସ୍‌ଇ ଛାତ୍ରଛାତ୍ରୀମାନେ ପୁନଶ୍ଚ ପରୀକ୍ଷା ଦେବାର ସୁଯୋଗ ପାଇବେ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ସଂକ୍ରମଣ ଯୋଗୁଁ .ଦେଖାଯାଇଥିବା ସଂକଟର ପ୍ରଭାବ ଛାତ୍ରଛାତ୍ରୀମାନଙ୍କ ଉପରେ ବି ବିଶେଷ ଭାବେ ପଡ଼ିଛି। ଏହି କାରଣରୁ କେନ୍ଦ୍ର ସରକାର ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌(ସିବିଏସ୍‌ଇ)ର ନବମ ଓ ଏକାଦଶର ଛାତ୍ରଛାତ୍ରୀଙ୍କ ପାଇଁ ନିୟମରେ…
ଅଧିକ ଖବର ଦେଖନ୍ତୁ...

ସୁକତେଲ ସେତୁ ଭାଙ୍ଗିବା ଘଟଣା: ଠିକାସଂସ୍ଥାକୁ କଳା ତାଲିକା ଭୁକ୍ତ କଲା ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆଁ – ମୁଦଲସର ସୁକତେଲ ସେତୁ ଭାଙ୍ଗିବା ଘଟଣା ୧୬ ଦିନ ବିତି ଯାଇଛି। ତେବେ ଦୀର୍ଘ ଦିନି ବିତି ଯାଇଥିବା ବେଳେ ସେତୁ ନିର୍ମାଣ କରିଥିବା ଠିକା ସଂସ୍ଥା ରାମ କୁମାର ଅଗ୍ରୱାଲ ଇଜିନିଅର୍ସ ପ୍ରାଇଭେଟ ଲିମିଟେଡକୁ ଗ୍ରାମ୍ୟ ଉନ୍ନୟନ ବିଭାଗର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସାମିଲ ହେଲେ ସରପଞ୍ଚ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏକ ବଡ଼ ଘୋଷଣା କରିଛନ୍ତି । ଗ୍ରାମପଞ୍ଚାୟତରେ ସଂଗରୋଧ କେନ୍ଦ୍ର ପରିଚାଳନା କରୁଥିବାରୁ ସରପଞ୍ଚମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ରାଶିରେ ସରପଞ୍ଚମାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ଟୁଇଟ ଜରିଆରେ ଏହି…
ଅଧିକ ଖବର ଦେଖନ୍ତୁ...

ଦୁବାଇରୁ ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଦୁବାଇରୁ ଆସିଥିବା ପ୍ରବାସୀ ଓଡ଼ିଆମାନେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି । କେନ୍ଦ୍ର ସରକାରଙ୍କ ‘ବନ୍ଦେ ଭାରତ ମିଶନ’ ଅଭିଯାନରେ ଆସିଥିବା ଏହି ବିମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ରାତି ୯ଟା ୧୫ରେ ପହଞ୍ଚିଛି । ଏୟାର…
ଅଧିକ ଖବର ଦେଖନ୍ତୁ...

୧୨୦ଟି ଦେଶକୁ ପାରାସିଟାମଲ, ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଇଛି ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ହିଁ ଭାରତ ସମଗ୍ର ବିଶ୍ୱ ପ୍ରତି ନିଜର ଦାୟିତ୍ୱକୁ ଭୁଲିନାହିଁ । ଗତ ଦୁଇ ମାସରେ ଭାରତ ବିଶ୍ୱର ୧୨୦ଟି ଦେଶକୁ ପାରାସିଟାମୋଲ ଓ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଯୋଗାଇଛି ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି । କରୋନାର ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷିତ ରହିଲା ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ପଦ, ମହାରାଷ୍ଟ୍ର ବିଧାନ ପରିଷଦକୁ ନିର୍ବାଚିତ

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ମୋଟ ୯ ଜଣ ମହାରାଷ୍ଟ୍ର ବିଧାନପରିଷଦକୁ ନିର୍ବିରୋଧ  ନିର୍ବାଚିତ ହୋଇଛନ୍ତି । ଏହା ସହିତ ଉଦ୍ଧବଙ୍କ ମୁଖ୍ୟମନ୍ତ୍ରିତ୍ୱ ଉପରେ ରହିଥିବା ସଂଦେହ ଦୂର ହୋଇଛି । ଗତ ୧୧ ତାରିଖରେ ଉଦ୍ଧବ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ଦେବଦୂତ ସାଜିଲେ କନେଷ୍ଟବଳ: ରକ୍ତ ଦେଇ ୪ ବର୍ଷ ବୟସର ପିଲାର ଜୀବନ ବଞ୍ଚାଇଲେ

ଫୁଲବାଣୀ: ଦେବଦୂତ ସାଜି ରକ୍ତ ଦେଇ କନ୍ଧମାଳର ଜଣେ ପୁଲିସ କନେଷ୍ଟବଳ ଜଣେ ୪ ବର୍ଷ ବୟସର ପିଲାର ଜୀବନ ବଞ୍ଚାଇଛନ୍ତି। ରକ୍ତ ଦେଇ ପିଲାଙ୍କ ଜୀବନ ବଞ୍ଚାଇଥିବା କନେଷ୍ଟବଳ ହେଉଛନ୍ତି ରୋନିତ ବେହେରା। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଭିଡ ହସପିଟାଲରେ ଡିଉଟରେ ଅଛନ୍ତି। ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି । ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ତାଙ୍କର ବିୟୋଗରେ ଏକ ଯୁଗର ଅବସାନ ଘଟିଛି। ନିମାପଡ଼ା…
ଅଧିକ ଖବର ଦେଖନ୍ତୁ...