ମଙ୍ଗୋଲିଆରେ ଅନୁଷ୍ଠିତ ଏଏଫ୍ସି ୧୬ ବର୍ଷରୁ କମ୍ ବାଳିକା ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିବା ୨ ଓଡ଼ିଆ ଝିଅ ଜ୍ୟୋତି କୁମାରୀ (କଟକ ସାଇ) ଏବଂ ସରିତା ସୋରେଙ୍ଗ (ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ)ଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱାଗତ କରୁଛନ୍ତି ଫାଓ ଯୁଗ୍ମ ସମ୍ପାଦିକା ସଂଗୀତା ଶର୍ମା। ସମ୍ପାଦକ ସଞ୍ଜୟ ବେହେରା ମଧ୍ୟ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।