Advertisment
Latest Posts
Advertisment
ରାଜ୍ୟ
ରାଜ୍ୟରେ ପିଆଜ ମିଶନ ଯୋଜନା କାର୍ଯ୍ୟକାରୀ ହେଇନାହିଁ: ମନ୍ତ୍ରୀ
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ରାଜ୍ୟରେ ପିଆଜ ମିଶନ ଯୋଜନା କାର୍ଯ୍ୟକାରୀ ହେଇନାହିଁ । ଏଥିପାଇଁ ରାଜ୍ୟ ରାଜକୋଷରୁ ମଧ୍ୟ କୌଣସି ଅର୍ଥ ବରାଦ କରାଯାଇନି। ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ଅଞ୍ଚଳରେ ପୁରୁଣା ପିଆଜର ଗଚ୍ଛିତ ପରିମାଣ ହ୍ରାସ ଆଉ ନୂଆ ପିଆଜ ଅମଳରେ ବିଳମ୍ବ କାରଣରୁ ଦାମ ବୃଦ୍ଧି ପାଉଛି।
ଜିଲ୍ଲା
ବ୍ରିଜ୍ ତଳକୁ ଝୁଲି ରହିଲା ଲକ୍ଷ୍ମୀ ବସ୍
ବାଲେଶ୍ବର ଜିଲ୍ଲା ସହଦେବ ଖୁଣ୍ଟାରେ ବ୍ରିଜ୍ ତଳକୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଏକ ଓଭର ବ୍ରିଜ୍ ଉପରୁ ଲକ୍ଷ୍ମୀ ବସ୍ ଝୁଲି ରହିଛି। ଯାତ୍ରୀଙ୍କୁ ଛାଡ଼ି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ତେବେ ବସ୍ରେ କେହି ଯାତ୍ରୀ ନ ଥିଲେ...
ଖେଳ
ଚମତ୍କାର ୨୪: ଉତ୍ଥାନ ପତନ
କମାଲ ଓ କାରନାମାର ଛକାପଞ୍ଝା ଭିତରେ ବିଦାୟ ନେବାକୁ ଯାଉଛି ୨୦୨୪ କ୍ରୀଡ଼ା କ୍ୟାଲେଣ୍ଡର। ନୂଆ ବର୍ଷ, ନୂଆ ଉନ୍ମାଦନା ଏବଂ ନୂଆ ଆଶା, ଆକାଂକ୍ଷା ଭିତରେ ଭାରତୀୟ କ୍ରୀଡ଼ା ଜଗତ ସଫଳତାର ନୂଆ ସ୍ତର ଛୁଇଁବାର ସ୍ବପ୍ନ କ୍ରୀଡ଼ାପ୍ରେମୀଙ୍କ ମନକୁ ଯେତିକି ଉଲ୍ଲସିତ କରୁଛି...
ରାଜନୀତି
ସମ୍ଭଲ ଅଭିମୁଖେ ଯାତ୍ରା ବେଳେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଧାରୁ ଅଟକାଇଲା ପୁଲିସ୍
ଉତ୍ତରପ୍ରଦେଶର ସମ୍ଭଲ ଅଭିମୁଖେ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦିଲ୍ଲୀ ଏବଂ ନୋଏଡା ମଧ୍ୟରେ ଥିବା ଗାଜୀପୁର ସୀମାରେ ଅଟକାଇ ଦିଆଯାଇଛି। ଯାହାଫଳରେ ଏକ ହାଇ ଭୋଲ୍ଟେଜ୍ ଡ୍ରାମା ଦେଖିବାକୁ ମିଳିଛି।
ଅପରାଧ
ପୁଅ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ବାପାମାଆ ଓ ଝିଅକୁ ହତ୍ୟା
ଆଜି ସକାଳେ ଦକ୍ଷିଣ ଦିଲ୍ଲୀର ନେବ ସରାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗୋଟାଏ ପରିବାରର ୩ ଜଣଙ୍କୁ ହତ୍ୟା ବା ଏକ ଟ୍ରିପଲ୍-ମର୍ଡର ମାମଲା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ଓ ଝିଅକୁ ଘର ଭିତରେ ପଶି କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମନୋରଞ୍ଜନ
ଡିସେମ୍ବର ୫ରେ ରିଲିଜ୍ ହେବ ପୁଷ୍ପା-୨: ପ୍ରଥମ ଦିନରେ ୧୦୦ ସୋ
ଡିସେମ୍ବର ୫ରେ ରିଲିଜ୍ ହେବ ଅଲ୍ଲୁ ଅର୍ଜୁନ୍ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’। ସାରା ଦେଶରେ ଏହି ଫିଳ୍ମକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି। ଆଡଭାନ୍ସ ବୁକିଂରେ ହିନ୍ଦୀ ଏବଂ ତେଲୁଗୁ ସିନେମାକୁ ପଛରେ ପକାଇ ଭାରତୀୟ ସିନେମା ଜଗତରେ ନୂଆ କୀର୍ତ୍ତିମାନ ଯୋଡ଼ିଛି ଏହି ସିନେମା।