ଅଫିସ୍‌ରେ କର୍ମଚାରୀମାନଙ୍କର କ’ଣ ସବୁ ସମସ୍ୟା ହୋଇଥାଏ? କ’ଣ ଥାଏ ଚିନ୍ତାଜନକ ଫ୍ୟାକ୍ଟର୍‌?

ଟାଇମ୍ସ୍‌ ଜବ୍‌ସ୍‌ର ଏକ ସର୍ଭେରୁ ଜଣା ପଡ଼ିଛି ଯେ ଅଫିସ୍‌ରେ କର୍ମଚାରୀମାନେ ସାଧାରଣତଃ ଓ୍ଵାର୍କ କଲ୍‌ଚର୍‌ ଓ କ୍ୟାରିୟର ଗ୍ରୋଥ୍‌ ପ୍ରତି ଅଧିକ ବ୍ୟଗ୍ର ଅଥବା ଚିନ୍ତିତ ରୁହନ୍ତି।

ସମ୍ବନ୍ଧିତ ଖବର