ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ସୌର ମିସନ ପାଇଁ ଖର୍ଚ୍ଚ ୩୭୮ କୋଟି, ପୃଥିବୀର ସବୁଠୁ ଶସ୍ତା ସୌରଯାନ

ନୂଆଦିଲ୍ଲୀ: ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ଏହାର ସୌର ମିସନ ଅଧୀନରେ ମହକାଶକୁ ଆଦିତ୍ୟ-ଏଲ୍‌୧ ପ୍ରେରଣ କରାଯାଇଛି। ୧୫ ଲକ୍ଷ କିଲୋମିଟର ଏହି ଯାନ ଯାତ୍ରା କରିବ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠକୁ ପ୍ରେରଣ ହେବାର କିଛିଦିନ ପରେ ଏହାକୁ ମହାକାଶର ଲାଗ୍ରାଞ୍ଜ-୧ର ହେଲୋ…
ଅଧିକ ଖବର ଦେଖନ୍ତୁ...

ନୂଆ ମାଇଲଖୁଣ୍ଟ ହାସଲ କଲା ୟୁପିଆଇ

ନୂଆଦିଲ୍ଲୀ: ଡିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ (ୟୁନିଫାଏଡ ପେମେଣ୍ଟ୍‌ସ ଇଣ୍ଟରଫେସ୍‌) ନୂଆ ବିପ୍ଳବ ଆଣିଛି। ଏହାଦ୍ବାରା ଲୋକମାନେ ତୁରନ୍ତ ‌ଅନ୍ୟଙ୍କୁ ଟଙ୍କା ସ୍ଥାନାନ୍ତାର କରିପାରୁଛନ୍ତି। ତେବେ ଅଗଷ୍ଟ ମାସରେ ଭାରତରେ ୟୁପିଆଇ ନୂଆ ମାଇଲଖୁଣ୍ଟ ହାସଲ କରିଛି। ନ୍ୟାସନାଲ ପେମେଣ୍ଟ୍‌ସ…
ଅଧିକ ଖବର ଦେଖନ୍ତୁ...

ଚଳିତ ମାସରୁ ମୁଦ୍ରାସ୍ଫୀତି କମିବ: ଶକ୍ତିକାନ୍ତ

ଇନ୍ଦୋର: ଚଳିତ ସେପ୍ଟେମ୍ବରରୁ ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପାଇବ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗତକାଲି ଏଭଳି ଆଶ୍ବାସନା ଦେଇଛନ୍ତି। ଅଗଷ୍ଟ ମାସର ମୁଦ୍ରାସ୍ଫୀତି ଉଚ୍ଚା ରହିବ। କିନ୍ତୁ ସେପ୍ଟେମ୍ବରରେ ଏହା କମିବ ବୋଲି ଇନ୍ଦୋରର ଦେବୀ ଅହିଲ୍ୟା ବିଶ୍ବବିଦ୍ୟାଳୟର…
ଅଧିକ ଖବର ଦେଖନ୍ତୁ...

ନରେଶ ଗୋୟଲଙ୍କୁ ୧୧ ଯାଏଁ ରିମାଣ୍ଡରେ ନେଲା ଇଡି

ମୁମ୍ବାଇ: ଜେଟ୍‌ ଏୟାରୱେଜ୍‌ର ପ୍ରତି‌ଷ୍ଠାତା ନରେଶ ଗୋୟଲଙ୍କୁ ମୁମ୍ବାଇର ସ୍ବତନ୍ତ୍ର ପିଏମଏଲଏ ଅଦାଲତ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାଲାଗି ଇଡିକୁ ଅନୁମତି ପ୍ରଦାନ କରିଛନ୍ତି। କାନାରା ବ୍ୟାଙ୍କକୁ ୫୩୮ କୋଟି ଟଙ୍କା ଠକିଥିବା ମାମଲାରେ ଇଡି ଗତକାଲି ତାଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ସରକାର ବଦଳାଇଲେ ନିୟମ; ଏଣିକି ସିମ୍ ହଜିଗଲେ ଏହି ପ୍ରକ୍ରିୟା ଆପଣାଇବାକୁ ପଡ଼ିବ

ନୂଆଦିଲ୍ଲୀ: ସାଇବର ଅପରାଧ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ନକଲି ସିମକାର୍ଡର ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ, ଅନେକ ଘଟଣାରେ ଅପରାଧୀ କିଛିଲୋକଙ୍କ ସିମ ସ୍ବାପ ବି କରି ନେଉଛନ୍ତି। ଏହାପରେ ଅପରାଧୀ ଲୋକଙ୍କ ନମ୍ବରର ଆକସେସ ପାଇ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ଲଞ୍ଚ୍‌ ହେବ ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ର ପେଡ୍‌ ଭର୍ସନ, ଦିଶିବନି ଗୋଟାଏ ବି ବିଜ୍ଞାପନ

ନୂଆଦିଲ୍ଳୀ: ଯଦି ଆପଣ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖରାପ ଖବର ଅଛି। ମେଟା ସିଇଓ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମ ଏବଂ ଫେସବୁକର ପେଡ୍ ଭର୍ସନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଅର୍ଥାତ, ଆଗକୁ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଚଳାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ସିଇଓ ପଦ ଛାଡ଼ିଲେ ଉଦୟ କୋଟାକ୍

ମୁମ୍ବାଇ: କୋଟାକ ମହିନ୍ଦ୍ରା ବ୍ୟାଙ୍କର ଏମଡି ଓ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଉଦୟ କୋଟାକ । ସେ ଗତ ବହୁ ବର୍ଷ ଧରି କୋଟାକ ମହିନ୍ଦ୍ରା ବ୍ୟାଙ୍କର ନେତୃତ୍ୱ ନେଉଥିଲେ। ଶନିବାର ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଏହି ସୂଚନା ଦିଆଯାଇଛି। ସେପ୍ଟେମ୍ବର ପହିଲାରୁ ଉଦୟ କୋଟାକଙ୍କ ଇସ୍ତଫା…
ଅଧିକ ଖବର ଦେଖନ୍ତୁ...

ଏବେ କେବଳ ଫିଟ୍‌ନେସ୍‌କୁ ଜଗିବନି, ୪ ସେକେଣ୍ଡ୍‌ ଭିତରେ ପେମେଣ୍ଟ୍‌ କରିଦବ ‘ସ୍ମାର୍ଟ ରିଙ୍ଗ୍‌’

ନୂଆଦିଲ୍ଳୀ: ଅନ୍‌ଲାଇନ୍‌ ପେମେଣ୍ଟ୍‌ର ଚାହିଦା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏବେ ମୋବାଇଲ୍‌ରେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ଖୁବ୍ ଜୋର୍‌ରେ ଚାଲୁଛି। ହେଲେ ଆଗାମୀ ଦିନରେ ମୁଦିରେ ପେମେଣ୍ଟ୍‌ ଖୁବ୍ ଅଧିକ ପ୍ରଚଳନ ହେବାକୁ ଯାଉଛି। ନଏଜ୍‌ ଏବଂ ବୋଟ୍‌ ପରେ ଏବେ ଆଇଆଇଟି ମାଦ୍ର‌ାସରେ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ମହମ୍ମଦ ଅଲ୍‌-ଫୟଦ୍‌; ୨୬ ବର୍ଷ ତଳେ ଯୁବରାଣୀ ଡାଏନାଙ୍କ ସହିତ କାର୍‌ ଦୁର୍ଘଟଣାରେ ମରିଥିଲା ତାଙ୍କ ପୁଅ

ଲଣ୍ଡନ: ନିଜ ପ୍ରଚେଷ୍ଟା ବଳରେ କୋଟିପତି ହୋଇ ‘ହାରୋଜ୍‌ ଆଣ୍ଡ୍‌ ଫୁଲ୍‌ହମ୍‌ ଇସି’ (ମଲ୍‌) ଖରିଦ କରିଥିବା ଇଜିପ୍ଟର ବ୍ୟବସାୟୀ ମହମ୍ମଦ୍‌ ଅଲ୍‌-ଫୟଦ୍‌ଙ୍କର ବୁଧବାର ଦିନ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାରସୂତ୍ରରୁ ପ୍ରକାଶ। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

୫୩୮ କୋଟି ଟଙ୍କା ବ୍ୟାଙ୍କ୍‌ ଠକେଇ ମାମଲାରେ ‘ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲ ଗିରଫ

ମୁମ୍ବାଇ: ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ କେନରା ବ୍ୟାଙ୍କ୍‌ର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ‘ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲଙ୍କୁ ଗିରଫ କରିଛି। ଗିରଫ କରାଯିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାଙ୍କୁ ଜେରା କରିଥିଲା। ଜେରା ପାଇଁ ଗୋୟଲ…
ଅଧିକ ଖବର ଦେଖନ୍ତୁ...