ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

କମିସନ ବଢ଼ାଇବାକୁ ପେଟ୍ରୋଲିୟମ୍ ଡିଲର ସଂଘର ଦାବି

ଭୁବନେଶ୍ବର: ଡିଲରମାନଙ୍କ କମିସନ ବଢ଼ାଇବା ଲାଗି ପେଟ୍ରୋଲିୟମ୍ ଡିଲର ସଂଘ (ପିଡିଏ), ଓଡ଼ିଶା ପକ୍ଷରୁ ତୈଳ ମାର୍କେଟିଂ କଂପାନିଗୁଡ଼ିକୁ ନିବେଦନ କରାଯାଇଛି। ଛଅ ବର୍ଷରୁ ଅଧିକ ସମୟ ଧରି କମିସନରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଶେଷ ଥର ପାଇଁ ୨୦୧୭‌ ଅଗଷ୍ଟରେ କମିସନ ବଢ଼ିଥିଲା। ବହୁ ଦିନ…
ଅଧିକ ଖବର ଦେଖନ୍ତୁ...

ଆଇଫୋନ୍ ୧୫ରେ ଇସ୍ରୋର ଉପଗ୍ରହ ବ୍ୟବସ୍ଥା: ଭାରତୀୟ ଗଣିବେ ୨୦-୪୮ ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ

ନୂଆଦିଲ୍ଲୀ: ଆମେରିକାରେ ଆପଲ୍‌ର ଆଇଫୋନ୍ ୧୫ ଉନ୍ମୋଚନ ହେବା ସହ ଭାରତକୁ ଦୁଇଟି ବଡ଼ ସଫଳତା ମିଳିଛି। ସେ ବିଷୟରେ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ନ୍ୟୁୟର୍କ ଓ ଲଣ୍ଡନ ଭଳି ସହ‌ର ସମେତ ଭାରତରେ ସମାନ ଦିନରେ ଏହି ନୂଆ ଫୋନ୍ ଉପଲବ୍ଧ ହେବ। ଅନ୍ୟ ବଡ଼ ଉପଲବ୍ଧି…
ଅଧିକ ଖବର ଦେଖନ୍ତୁ...

ନିଜର ନୂଆ ୫ଜି ସ୍ମାର୍ଟଫୋନ ସହ ଭାରତୀୟ ବଜାରକୁ ଆସିଲା ଅନର

ମୁମ୍ବାଇ: ତିନି ବର୍ଷ ପରେ ସ୍ମାର୍ଟଫୋନ୍ ବ୍ରାଣ୍ଡ 'ଅନର' ଭାରତୀୟ ସ୍ମାର୍ଟଫୋନ୍ ବଜାରକୁ ପୁଣି ପ୍ରତ୍ୟାବର୍ତ୍ତନ କରିଛି ଏବଂ ଏହାର ନୂତନ ସ୍ମାର୍ଟଫୋନ୍ ଅନର ୯୦ ୫ଜିକୁ ଲଞ୍ଚ କରିଛି | ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭ ଜେନ ୧ ପ୍ରୋସେସର, ୫୦୦୦ଏମଏଏଚ ବ୍ୟାଟେରୀ ଏବଂ ୨୦୦…
ଅଧିକ ଖବର ଦେଖନ୍ତୁ...

ଏହି ତାରିଖରୁ ଡେଲିଭରି ପରେ ଆମାଜନ ନେବ ନାହିଁ ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ଆମାଜନ ପକ୍ଷରୁ ଆଜି ଏକ ବଡ ଘୋଷଣା କରାଯାଇଛି | ଆମାଜନ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ୧୯ ପରଠାରୁ କ୍ୟାସ ଅନ ଡେଲିଭରିରେ ଆଉ ୨୦୦୦ ଟଙ୍କିଆ ନୋଟ ଗ୍ରହଣ କରିବ ନାହିଁ | ଆମାଜନ ବିତରଣ କମ୍ପାନୀ ଦ୍ୱାରା ଏହି ଘୋଷଣା କରାଯାଇଛି। ଆମାଜନ ଲେଖିଛି ଯେ…
ଅଧିକ ଖବର ଦେଖନ୍ତୁ...

ପାର୍ବଣକୁ ନେଇ କୁଚିନା ଆଶାବାଦୀ: ଆଣିଲା ରୋଷେଇ ଘର ସିଙ୍କ୍‌, ଫସେଟ୍‌

ଭୁବନେଶ୍ବର: ରିଅଲ ଇଷ୍ଟେଟ୍‌ ବଜାରରେ ପ୍ରବଳ ଉତ୍ସାହ ରହିଥିବା ବେଳେ ଭାରତୀୟ ଅର୍ଥନୀତି ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛି। ଏହାର ପ୍ରଭାବରେ ଆସନ୍ତା ୨-୩ ମାସ କୁଚିନା ପାଇଁ ବହୁତ ଭଲ ରହିବ ବୋଲି କଂପାନିର ପରିଚାଳନା ନିର୍ଦ୍ଦେଶକ ନମିତ ବଜୋରିଆ କହିଛନ୍ତି। ପାର୍ବଣ ଋତୁ ପାଇଁ ରାଜ୍ୟର…
ଅଧିକ ଖବର ଦେଖନ୍ତୁ...

୨୦୪୭ରେ ଭାରତ ହେବ ବିକଶିତ ଦେଶ: ଅର୍ଥନୀତି ହେବ ୩୦ ଟ୍ରିଲିଅନ ଡଲାର

ଭୁବନେଶ୍ବର: ଭାରତର ଅର୍ଥନୈତିକ ଅଭିବୃଦ୍ଧି ଯଦି ହାରାହାରି ଭାବେ ବାର୍ଷିକ ୭.୫ ପ୍ରତିଶତ ହାରରେ ଆଗକୁ ବଢ଼ିବ ତେବେ ୨୦୪୭ ବେଳକୁ ଭାରତ ଏକ ବିକଶିତ ଦେଶରେ ପରିଣତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି। ଆଜି ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

୪୩୭୩ ପଞ୍ଚାୟତରେ ନାହିଁ ବ୍ୟାଙ୍କ: ୬ ବ୍ୟାଙ୍କ ସହ ସରକାରଙ୍କ ଏମ୍‌ଓୟୁ

ଭୁବନେଶ୍ବର: ରାଜ୍ୟର ୬୯୭୮ ପଞ୍ଚାୟତ ମଧ୍ୟରୁ ୪୩୭୩ ପଞ୍ଚାୟତରେ କୌଣସି ବ୍ୟାଙ୍କର ଶାଖା ନାହିଁ। ‌ସମସ୍ତଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ଲାଗି ଏହି ପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ପହଞ୍ଚିବା ଜରୁରୀ ହୋଇପଡ଼ିଛି। ସବୁ ପଞ୍ଚାୟତରେ ବ୍ୟାଙ୍କ ପହଞ୍ଚାଇବା ଲାଗି ଓଡ଼ିଶା ସରକାର ସିଏସ୍‌ପି…
ଅଧିକ ଖବର ଦେଖନ୍ତୁ...

ଋଣ ଶୁଝିବାର ୩୦ ଦିନରେ ବ୍ୟାଙ୍କ ଫେରାଇବେ ସମ୍ପତ୍ତି କାଗଜପତ୍ର

ମୁମ୍ବାଇ: ଋଣ ପରିଶୋଧ କରିଥିବା ଗ୍ରାହକଙ୍କ ସମ୍ପତ୍ତି କାଗଜପତ୍ର ୩୦ ଦିନ ଭିତର ଫେରାଇବାକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସେଥିରେ ବିଫଳ ହେଲେ ସେମାନଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିବ। ପ୍ରତିଟି ବିଳମ୍ବ ଦିନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆଇଫୋନ୍ ୧୫ ଦାମ୍ ୧ ଲକ୍ଷ ୬୦ ହଜାର ଟଙ୍କା

ନୂଆଦିଲ୍ଲୀ: ଗତକାଲି ଆମେରିକୀୟ ସଂସ୍ଥା ଆପଲ୍‌ ପକ୍ଷରୁ ଆଇଫୋନ୍‌ ୧୫କୁ ଉନ୍ମୋଚନ କରାଯାଇଛି। ତେବେ ଏହି ଫୋନ୍‌ ପାଇବା ଲାଗି ଭାରତୀୟମାନଙ୍କୁ ପକେଟ୍‌କୁ ଖାଲି କରିବାକୁ ପଡ଼ିବ। ଆଇଫୋନ୍ ପ୍ରୋ ମ୍ୟାକ୍ସର ୨୫୬ ଜିବି ମଡେଲ୍‌ର ଦାମ୍ ଲକ୍ଷେ ୬୦ ହଜାର ଟଙ୍କା ରହିଛି। ଆଇଫୋନ୍ ୧୫ ପ୍ରୋ…
ଅଧିକ ଖବର ଦେଖନ୍ତୁ...

ସବୁଠୁ ବଡ଼ ଜମି ଡିଲ୍ ? ମୁମ୍ବାଇରେ ୫୨୦୦ କୋଟିରେ ବିକ୍ରି ହେବ ୨୨ ଏକର ଜମି

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଇତିହାସରେ ସବୁଠାରୁ ବଡ଼ ଜମି କାରବାର ହୋଇଛି। ୱାର୍ଲିରେ ଏହି ଜମି ବିକ୍ରି ମାଧ୍ୟମରେ ବମ୍ବେ ଡାଇଙ୍ଗକୁ ୫୨୦୦ କୋଟି ଟଙ୍କା ମିଳିବ। ବମ୍ବେ ଡାଇଙ୍ଗ ଜାପାନର ସୁମିତୋମୋ ରିଅଲିଟି ଆଣ୍ଡ ଡେଭଲପମେଣ୍ଟ କମ୍ପାନୀକୁ ୨୨ ଏକର ଜମି ୫,୨୦୦ କୋଟି ଟଙ୍କାରେ…
ଅଧିକ ଖବର ଦେଖନ୍ତୁ...