ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ପଶ୍ଚିମବଙ୍ଗରେ ଇସ୍ପାତ କାରଖାନା କରିବେ ସୌରଭ ଗାଙ୍ଗୁଲୀ

କୋଲ୍‌କାତା: ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସାଳବନୀରେ ଇସ୍ପାତ କାରଖାନା ସ୍ଥାପନ କରିବେ ବୋଲି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀ କହିଛନ୍ତି। ୧୨ ଦିନିଆ ଗସ୍ତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସହିତ ସ୍ପେନ୍‌ ଓ ଦୁବାଇ…
ଅଧିକ ଖବର ଦେଖନ୍ତୁ...

ଭାରତରେ ‌ହେବାକୁ ଥିବା ବାଣିଜ୍ୟ ମିସନ୍‌ ସ୍ଥଗିତ ରଖିଲା କାନାଡା

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଭାରତରେ ଆୟୋଜନ କରାଯିବାକୁ ଥିବା ବାଣିଜ୍ୟ ମିସନ୍‌କୁ ସ୍ଥଗିତ ରଖାଯାଇଥିବା କଥା କାନାଡା ବାଣିଜ୍ୟମନ୍ତ୍ରୀଙ୍କ ମୁଖପାତ୍ର ଶୁକ୍ରବାର ଦିନ କହିଛନ୍ତି। କୌଣସି କାରଣ ନ ଦର୍ଶାଇ କାନାଡାର ବାଣିଜ୍ୟମନ୍ତ୍ରୀ ମେରି ଏନ୍‌ଜିଙ୍କ ମୁଖପାତ୍ରୀ ସାଣ୍ଟି…
ଅଧିକ ଖବର ଦେଖନ୍ତୁ...

ସ୍ପଷ୍ଟ କଲେ ଦିଲ୍ଲୀ ହାଇ‌କୋର୍ଟ: ‘ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ବୀମା, ହେଲ୍‌ମେଟ୍‌ ବାଧ୍ୟତାମୂଳକ’

ନୂଆଦିଲ୍ଲୀ: ଦୁଇଚକିଆ ଗାଡ଼ି ଚଲାଇବା ବେଳେ ସୁରକ୍ଷା ଦୃଷ୍ଟିରୁ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଇଲେକ୍ଟ୍ରିକ୍ ଯାନ ବ୍ୟବହାର କରୁଥିବା କିଛି ଲୋକ ହେଲ୍‌ମେଟ୍‌ ପିନ୍ଧୁନଥିବାର ଦେଖାଯାଉଛି। କେତେକ ସ୍ଥାନରେ ଏହାକ‌ୁ ନେଇ ଯାଞ୍ଚ କରୁଥିବା ପୁଲିସ ଅଧିକାରୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଏସ୍‌ଏଲ୍‌ବିସି ରିପୋର୍ଟ : ଶିକ୍ଷା ଓ ଗୃହ କ୍ଷେତ୍ରରେ ଋଣ ପ୍ରଦାନ ନୈରାଶ୍ୟଜନକ

ଭୁବନେଶ୍ବର: କୃଷି, ଶିକ୍ଷା, ଗୃହ, ଏମ୍‌ଏସ୍‌ଏମ୍‌ଇ, ରପ୍ତାନି ଆଦିକୁ ଋଣ ପ୍ରଦାନ ସମୟରେ ଅଗ୍ରାଧିକାର କ୍ଷେତ୍ର ଭାବେ ବିବେଚନା କରାଯାଇଥାଏ। ଅର୍ଥନୀତିରେ ଏସବୁ କ୍ଷେତ୍ରର ଗୁରୁତ୍ବ ଅନେକ ରହିଛି। ଚାଷ କାର୍ଯ୍ୟ, ଗୃହ ନିର୍ମାଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଏବଂ…
ଅଧିକ ଖବର ଦେଖନ୍ତୁ...

ଅଶୋଧିତ ତୈଳ ଦାମ୍ ୯୪ ଡଲାରକୁ ବୃଦ୍ଧି: ଜୁଲାଇରେ ଥିଲା ୭୦ ଡଲାର

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବାରେ ଲାଗିଛି। ଲଗାତାର ତୃତୀୟ ସପ୍ତାହରେ ତେଲ ଦାମ୍ ବଢ଼ିଛି। ଆଜି ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୪ ଡଲାରକୁ ବୃଦ୍ଧି ପାଇଛି। କିଛି ମାସ ତଳେ ଜୁନ୍‌ରେ ଏହାର ଦାମ୍ ୭୦ ଡଲାର ଥିଲା। ଭାରତ ନିଜ ଆବଶ୍ୟକତାର ୮୫% ତେଲ ଆମଦାନି…
ଅଧିକ ଖବର ଦେଖନ୍ତୁ...

ଟଙ୍କାରେ କାରବାର ପାଇଁ ୨୨ ଦେଶ ସହ ଆଲୋଚନା

ନୂଆଦିଲ୍ଲୀ: ଦ୍ବିପାକ୍ଷିକ କାରବାରରେ ପେମେଣ୍ଟ୍‌ ଲାଗି ଡଲାର ବଦଳରେ ଟଙ୍କାକୁ ବ୍ୟବହାର କରିବା ପାଇଁ ୨୨ଟି ଦେଶ ସହ ଆଲୋଚନା ଚାଲିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା‌ ସୀତାରମଣ କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ଦେଶଗୁଡ଼ିକ ପାଖରେ କମ୍ ଡଲାର ରହିଛି ସେମାନେ ଆମ ପାଖରେ ପହଞ୍ଚିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭାରତକୁ ପସନ୍ଦ କରନ୍ତି ମସ୍କ, ଭାରତରେ ସ୍ବାଧୀନ ଚେତନା ଥିବା ଲୋକ ଅଧିକ

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଭାରତ ବିଷୟରେ କ’ଣ ଭାବନା ରହିଛି ତାହା ଉପରୁ ପରଦା ଉଠାଇଛନ୍ତି ତାଙ୍କ ଜୀବନ ରଚନା କରିଥିବା ବ୍ୟକ୍ତି ୱାଲ୍‌ଟର ଆଇଜ୍ୟାକ୍‌ସନ୍। ସେ କହିଛନ୍ତି ଯେ ମସ୍କ ଭାରତକୁ ବହୁତ ପସନ୍ଦ କରନ୍ତି। ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିଥିବା…
ଅଧିକ ଖବର ଦେଖନ୍ତୁ...

ଷ୍ଟେଟ୍‌ ବ୍ୟାଙ୍କ ରିପୋର୍ଟ: ୪ ବର୍ଷରେ ୫.୨ କୋଟି ଚାକିରି ସୃଷ୍ଟି

ନୂଆଦିଲ୍ଲୀ: ଗତ ଚାରି ବର୍ଷରେ ଦେଶରେ ୫.୨ କୋଟି ଚାକିରି ସୃଷ୍ଟି ହୋଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଓ ନୂଆ ପେନ୍‌ସନ୍ ସ୍କିମ୍ (ଏନ୍‌ପିଏସ୍‌) ତଥ୍ୟକୁ ଆଧାର କରି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଗବେଷଣା ଟିମ୍ ଏହି ତଥ୍ୟ ପ୍ରସ୍ତୁତ କରିଛନ୍ତି। ଏହି ଚାକିରିଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

‘ଟାଇମ୍‌’ର ଶ୍ରେଷ୍ଠ ୧୦୦ କମ୍ପାନି ତାଲିକାରେ ଏକମାତ୍ର ଭାରତୀୟ କମ୍ପାନି ‘ଇନ୍‌ଫୋସିସ୍‌’

ନୂଆଦିଲ୍ଲୀ: ‘ଟାଇମ୍‌ ମାଗାଜିନ୍‌’ ଓ ଅନ୍‌ଲାଇନ୍‌ ଡାଟା ପ୍ଲାଟ୍‌ଫର୍ମ ‘‌ଷ୍ଟାଟିଷ୍ଟା’ ପ୍ରସ୍ତୁତ କରିଥିବା ୨୦୨୩ ବର୍ଷରେ ବିଶ୍ବର ୧୦୦ଟି ଶ୍ରେଷ୍ଠ କମ୍ପାନି ତାଲିକାରେ ଏକମାତ୍ର ଭାରତୀୟ କମ୍ପାନି ଭାବେ ‘ଇମ୍ଫୋସିସ୍‌’ ସ୍ଥାନ ପାଇଛି। ‘ମାଇକ୍ରୋସଫ୍ଟ୍‌’, ‘ଆପ୍ଲ’, ‘ଆଲ୍‌ଫାବେଟ୍‌’ ଓ…
ଅଧିକ ଖବର ଦେଖନ୍ତୁ...

ଗହମର ଷ୍ଟକ ସୀମା ନିର୍ଧାରଣ: ଗହମ, ଚାଉଳ, ଚିନି ଉପରେ ନଜର

ନୂଆଦିଲ୍ଲୀ: ଉତ୍ସବ ଋତୁ ପାଖେଇ ଆସୁଥିବା ବେଳେ ଦରଦାମ୍ ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ଲାଗି କେନ୍ଦ୍ର ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେ‌ଷ ଗହମ ଓ ଚାଉଳ ଦାମ୍ ଉପରେ ନଜର ରଖାଯାଇଛି। ବ୍ୟବସାୟୀମାନେ ନିଜ ପାଖରେ କେତେ ଗହମ ରଖିପାରିବେ ତାହାର ସୀମା ନିର୍ଧାରଣ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...