ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ଆସିଲା ଜିଓ ଏୟାର ଫାଇବର୍, ବିନା କେବୁଲରେ ବ୍ରଡ୍‌ବ୍ୟାଣ୍ଡ୍‌

ନୂଆଦିଲ୍ଲୀ: ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ଏୟାର ଫାଇବର୍‌କୁ ଉନ୍ମୋଚନ କରାଯାଇଛି। ଏହି ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଓ ପୁଣେ ଭଳି ଆଠଟି ସହରରେ ଉପଲବ୍ଧ ହେବ। ଜିଓ ଏୟାର ଫାଇବର…
ଅଧିକ ଖବର ଦେଖନ୍ତୁ...

‘ଏକ୍ସ’ ମାସିକିଆ ଫି’ ଅସୁଲ କରିବ

ନୂଆଦିଲ୍ଲୀ: ‌ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ସୋସିଆଲ ମିଡିଆ ସଂସ୍ଥା ଟ୍ବିଟରକୁ କିଣିବା ପରେ ତାହାର ନାମକୁ ପରିବର୍ତ୍ତନ କରି ‘ଏକ୍ସ’ ରଖିଥିବା ବେଳେ କଂପାନିର ନୀତିରେ ଆହୁରି ଅନେକ ପରିବର୍ତ୍ତନ ଜାରି ରଖିଛନ୍ତି। କଂପାନିର ଆର୍ଥିକ ସ୍ଥିତି ସଜାଡ଼ିବା ଲାଗି ବ୍ଲୁ ଟ୍ୟାଗ୍‌ ପାଇଁ ଫି’…
ଅଧିକ ଖବର ଦେଖନ୍ତୁ...

କୁନି ଉଦ୍ୟୋଗୀଙ୍କ ବ୍ୟବସାୟ ଦେଖି ଖୁସିରେ ପାର୍ଟନର ବନିଗଲେ ଜଣାଶୁଣା ଡିଜାଇନର୍‌ ଗୌରୀ ଖାନ୍‌

ମୁମ୍ବାଇ: ଭ‌ାରତରେ ଇଣ୍ଟେରିୟର ଡିଜାଇନିଂ କ୍ଷେତ୍ରରେ କିଙ୍ଗ୍‌ଖାନ୍‌ ଶାହାରୁଖ୍‌ଙ୍କ ପତ୍ନୀ ଗୌରୀ ଖାନ୍‌ ଏକ ବଡ଼ ନାମ। ଯେହେତୁ ଏହି ବେପାର କେତୋଟି ଅଗ୍ରଣୀ ଶିଳ୍ପ ମଧ୍ୟରୁ ଅନ୍ୟତମ, ଏ କ୍ଷେତ୍ରରେ ନିଜର କ୍ୟାରିୟର୍‌ ଗଢ଼ିବାର ସ୍ବପ୍ନ ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ଥାଏ। ସେଥିମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଏକ୍ସ ଖୁବ୍ ଶୀଘ୍ର ଉପଭୋକ୍ତାଙ୍କଠାରୁ ‘ମାସିକ ଦେୟ’ ଆଦାୟ କରିବ : ଏଲନ୍‌ ମସ୍କ

ନୂଆଦିଲ୍ଲୀ:  ସମସ୍ତ ‘ଏକ୍ସ’ (ପୂର୍ବର ଟ୍ଵିଟର) ବ୍ୟବହାରକାରୀଙ୍କ ଠାରୁ ଏକ ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ଏଲନ୍‌ ମସ୍କ। ଫଳରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖୁବ ଶୀଘ୍ର ଆଉ କୌଣସି ପ୍ରକାରର ମାଗଣା ବ୍ୟବହାରର ସୁଯୋଗ ଦେବନାହିଁ। ଇସ୍ରାଏଲ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ପେନସନ ସ୍କିମ୍ ଲାଗୁହେଲେ ୪.୫% ବଢିଯିବ ରାଜ୍ୟମାନଙ୍କ ପେନସନ ବ୍ୟୟ, ରିଜର୍ଭ ବ୍ୟାଙ୍କ କଲା ସତର୍କ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ରହିଛି । ଏସବୁ ନିର୍ବାଚନରେ ଏକ ବଡ଼ ପ୍ରସଙ୍ଗ ପାଲଟିଛି ପୁରୁଣା ପେନସନ ସ୍କିମ୍ । କଂଗ୍ରେସ ଓ ଆମ ଆଦମି ପାର୍ଟି ଏହି ପ୍ରସଙ୍ଗକୁ ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ ସାମିଲ କରି ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏଲଆଇସି ଏଜେଣ୍ଟମାନଙ୍କ ପାଇଁ ସରକାରଙ୍କ ପୂଜା ଭେଟି, ବଢ଼ିଲା ଗ୍ରାଚୁଇଟି ସୀମା ଓ  ଟର୍ମ ଇନସ୍ୟୁରାନ୍ସ କଭର

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଏଜେଣ୍ଟ ଓ କର୍ମଚାରୀଙ୍କ ସୁବିଧା ପାଇଁ ଗ୍ରାଚ୍ୟୁଇଟି ସୀମା ବୃଦ୍ଧି ଏବଂ ପାରିବାରିକ ପେନସନ୍ ସମେତ ଅନେକ କଲ୍ୟାଣମୂଳକ ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଏଲଆଇସି…
ଅଧିକ ଖବର ଦେଖନ୍ତୁ...

ଅଶୋଧିତ ତେଲ ୧୦୦ ଡଲାର ମୁହାଁ: ମହଙ୍ଗା ହେଲାଣି ନାଇଜେରିଆ, ମା‌ଲେସିଆ ତେଲ

ନୂଆଦିଲ୍ଲୀ: କିଛି ମାସ ପରେ ଶୀତ ଋତୁ ଆସିବାକୁ ଥିବା ବେଳେ ଏବେଠାରୁ ଅଶୋଧିତ ତୈଳ ଦରରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଛି। ଅଶୋଧିତ ‌ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ଆଡ଼କୁ ଅଗ୍ରସର ହେଉଛି। କିଛି ଦେଶରେ ୧୦୦ ଡଲାରରୁ ଅଧିକ ଦାମ୍‌ରେ ତେଲ ବିକ୍ରି ଆରମ୍ଭ ହେଲାଣି। ନାଇଜେରିଆ ଓ…
ଅଧିକ ଖବର ଦେଖନ୍ତୁ...

ଆଇସିଏଫ୍ଏଆଇର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ

ହାଇଦ୍ରାବାଦ: ଆଇସିଏଫ୍ଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନର ତ୍ରୟୋଦଶ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଅଧ୍ୟକ୍ଷ ମାମିଦାଳା ଜଗଦ୍ଦେଶ କୁମାର, ବିଶ୍ବବିଦ୍ୟାଳୟର କୁଳାଧିପତି ଡ. ସି ରଙ୍ଗରାଜନ ଓ କୁଳପତି ଏଲ୍‌ ଏସ୍‌ ଗଣେଶ…
ଅଧିକ ଖବର ଦେଖନ୍ତୁ...

ତ୍ରିଶୁଳିଆରେ ନୂଆ ପ୍ରକଳ୍ପ ‘ମହାଦେବ ଗ୍ରିନ୍ସ’: ୨.୮ ଏକର ଜମିରେ ସ୍ଥାପନ କରାଯିବ

ଭୁବନେଶ୍ବର: ଭୁବନେଶ୍ବର ଓ କଟକର ମଧ୍ୟଭାଗରେ ଅବସ୍ଥିତ ତ୍ରିଶୁଳିଆରେ ରିଅଲ ଇଷ୍ଟେଟ୍‌ ସଂସ୍ଥା ମହାଦେବ ଗୃହ ନିର୍ମାଣ ପକ୍ଷରୁ ନୂଆ ପ୍ରକଳ୍ପ ‘ମହାଦେବ ଗ୍ରିନ୍ସ’ ଘୋଷଣା କରାଯାଇଛି। ଏହି ପ୍ରକଳ୍ପକୁ ୨.୮ ଏକର ଜମିରେ ସ୍ଥାପନ କରାଯିବ। ଚଳିତ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଇଶା ଅମ୍ବାନୀଙ୍କ କାମ; ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ସଫଳତା ପ୍ରାପ୍ତି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଆଇଏଲ୍ )ର ୪୬ତମ ଏଜିଏମରେ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିକଟରେ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ସାମିଲ କରାଯାଇଛି ବୋଲି ସୂଚନା ଦେଇଥିଲେ । ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟରରେ…
ଅଧିକ ଖବର ଦେଖନ୍ତୁ...