ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ରାଜଧାନୀରେ ବିଚିତ୍ର ଅପରାଧ! ମ୍ୟାକ୍ସି ପିନ୍ଧା ଯୁବକର ଉନ୍ମତ୍ତ କାଣ୍ଡ

ହସ୍ପିଟାଲରେ ମା’ ଓ ଝିଅ ରହସ୍ୟ ଖୋଜିବାକୁ ଯାଇ ପୁଲିସ ବେଦମ୍ ଚନ୍ଦ୍ରଶେଖରପୁର : ଦିନକୁ ଦିନ ଅପରାଧର ନୂଆ ନୂଆ ଫର୍ଦ୍ଦ ଯୋଡ଼ି ହେଉଛି ରାଜଧାନୀର କମିସନରେଟ୍‌ ପୁଲିସ ତାଲିକାରେ। ସୋମବାର ପୁଣି ରାଜଧାନୀରେ ହଇଚଇ ସୃଷ୍ଟି କରିଛି ଏକ ବିଚିତ୍ର ଅପରାଧ। ଜଣେ ବିବାହିତ ଯୁବକ ମହିଳା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଆତଙ୍କ ଖେଳାଉଛି ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌: ଛାତିଥରା କାହାଣୀ ବଖାଣିଲେ ଯୁବତୀ

ଭୁବନେଶ୍ବର : ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଉଥିବା ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌ର ଆଉ ଏକ ଅପରାଧ ଏବେ ସାମ୍ନାକୁ ଆସିଛି। ଛାତି ଥରାଇ ଦେଲା ଭଳି ଭିଡିଓ ଭାଇରାଲ୍ ହେବା ପରେ ଜଣେ ଯୁବତୀ ଏବେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ମାସେ ତଳେ…
ଅଧିକ ଖବର ଦେଖନ୍ତୁ...

ଗ୍ରାହକ ସେବା ନମ୍ବରକୁ କଲ୍‌ କରି ୩ଲକ୍ଷ ହରାଇଲେ ବରିଷ୍ଠ ନାଗରିକ

ଭୁବନେଶ୍ବର : ସାଇବର ଠକଙ୍କ କବଳରୁ ବର୍ତ୍ତିବା ଏବେ କାଠିକର ପାଠ ହୋଇପଡ଼ିଛି। ପୁଲିସ ଲୋକଙ୍କୁ ଯେତେ‌ ସଚେତନ କରୁ କି କାର୍ଯ୍ୟାନୁଷ୍ଠାନ ନେଉ; ଲୋକଙ୍କୁ ଚୂନ ଲଗାଇବାରେ ସଫଳ ହୋଇ ଚାଲିଛନ୍ତି ସାଇବର ଠକ । ସହଯୋଗ ପାଇଁ ଗ୍ରାହକ ସେବା ନମ୍ବରକୁ କଲ୍‌ କରି ଜଣେ ବରିଷ୍ଠ ନାଗରିକ ଠକାମିର…
ଅଧିକ ଖବର ଦେଖନ୍ତୁ...

୧୫,୦୦୦ କୋଟି ଟଙ୍କାର ବାଇକ୍ ବଟ୍ ସ୍କାମ୍‌: କମ୍ପାନି ଓ ପ୍ରମୋଟର ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ସିବିଆଇ ୧୫,୦୦୦ କୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ କରିବା ସହ ଉତ୍ତରପ୍ରଦେଶର ସମ୍ପୃକ୍ତ କମ୍ପାନି ବିରୋଧରେ ମାମଲା ରୁଜୁ କରିଛି। ଏହି ଦୁର୍ନୀତି ହୀରା ବେପାରୀ ନିରବ ମୋଦି ଓ ମେହୁଲ ଚୋକ୍ସିଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିଠାରୁ ମଧ୍ୟ ବଡ଼। ଏଫ୍‌ଆଇଆର୍…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ଦେଖାଇ ସହପାଠିନୀଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ: ପଞ୍ଜାବର ମୋହାଲି ଜିଲ୍ଲା ଜିରାକପୁରରେ ଜଣେ ଯୁବକ ନିଜର ସହପାଠିନୀଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକାରିଣୀ ଉଲ୍ଲେଖ କରିଛନ୍ତି, ଗତ ୨୯ ତାରିଖ ଦିନ ବର୍ଣ୍ଣାଲାରୁ ସେ ବସ୍‌ ଯୋଗେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ବେକରୁ ଝାମ୍ପିନେଲେ ୨ଭରିର ହାର

ଭୁବନେଶ୍ବର : ଦିନ ଦି’ପହରେ ମହିଳାଙ୍କ ବେକରୁ ୨ଭରି ଓଜନର ସୁନାହାର ଝାମ୍ପିନେଲେ। ଏଭଳି ଘଟଣା ଘଟିଛି ସହିଦନଗର ଥାନା ପାଣ୍ଡରା ଛକ ଅଞ୍ଚଳରେ। ଏନେଇ କଳ୍ପନା ପରିଜା ନାମକ ଜଣେ ମହିଳା ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାର ରଖିଛି। ସୂଚନା ମୁତାବକ, ଆଜି ଦିନ…
ଅଧିକ ଖବର ଦେଖନ୍ତୁ...

ମାସକରେ ୧୭୭ ଚୋର, ଲୁଟେରା ଗିରଫ

ଭୁବନେଶ୍ବର : ଅକ୍ଟୋବର ମାସରେ କମିସନରେଟ୍‌ ପୁଲିସ ୧୭୭ ଜଣ ଚୋର, ଲୁଟେରାଙ୍କୁ ଗିରଫ କରିବା ସହ ବିପୁଳ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୁଲିସ। ପ୍ରାୟ ୨ କେଜି ସୁନା ଅଳଙ୍କାର, ୨୬ ଗ୍ରାମ ରୁପା, ଲାପଟପ୍, ୧୪୪ ମୋବାଇଲ ଫୋନ୍, ୭୩ ଚୋରା ଗାଡ଼ି ଜବତ କରାଯାଇଛି। ୪ଟି ଏନଡିପିଏସ୍ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ହୋଟେଲରୁ ୪୫ ବିରଳ ମଦ ବୋତଲ ଚୋରାଇଲେ ଦମ୍ପତି: ଗୋଟିକର ଦାମ୍‌ ୩ କୋଟି

ନୂଆଦିଲ୍ଲୀ : ହୋଟେଲରୁ ଜିନିଷ ଚୋରାଇବା କିଛି ଭଦ୍ରଲୋକଙ୍କ ଖରାପ ଅଭ୍ୟାସ। ଏହିଭଳି ଏକ ଘଟଣା ସ୍ପେନ୍‌ର କୈସିରସ ସହରର ଏକ ହୋଟେଲରେ ଘଟିଥିବା ନଜରକୁ ଆସିଛି। ସେଠାରେ ଥିବା ହୋଟେଲ ଏଟ୍ରିଓ ସୁସ୍ବାଦୁ ଖାଦ୍ୟ ସହ ସଂଗୃହୀତ ବହୁ ପୁରାତନ ମଦ ପାଇଁ ପ୍ରସିଦ୍ଧ। ନିକଟରେ ହୋଟେଲ ଏଟ୍ରିଓରୁ…
ଅଧିକ ଖବର ଦେଖନ୍ତୁ...

ବିଚାରପତିଙ୍କ ନାମରେ ଆସିଲା ୧୪ ବର୍ଷୀୟ ବାଳକଙ୍କୁ ଯୌନ ଶୋଷଣ ଅଭିଯୋଗ

ଜୟପୁର: ରାଜସ୍ଥାନର ଭରତପୁର କୋର୍ଟରେ ବିଚାରପତି ଥିବା ଜିତେନ୍ଦ୍ର ସିଂ ଗୁଲିଆ ଏବଂ ତାଙ୍କର ଅନ୍ୟ ଦୁଇଜଣ କର୍ମଚାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ୧୪ ବର୍ଷର ବାଳକଙ୍କ ପରିବାର | ବିଚାରପତି ଜଣକ ତାଙ୍କ ୧୪ ବର୍ଷର ପୁଅକୁ ଯୌନ ଶୋଷଣ କରିଥିବାର ପୀଡ଼ିତଙ୍କ ପରିବାର ପକ୍ଷରୁ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କୁକୁରକୁ ହଇରାଣ କରୁଥିବା ଦେଖି ବ୍ୟକ୍ତିଙ୍କୁ ଶିଙ୍ଗରେ ଉଠାଇ କଚାଡ଼ି ଦେଲା ଗାଈ

ନୂଆଦିଲ୍ଲୀ: ନିକଟରେ ଜଣେ ବ୍ୟକ୍ତି ନୀରିହ କୁକୁରକୁ ହଇରାଣ କରୁଥିଲେ। ସେ ଜାଣି ନଥିଲେ ପରବର୍ତ୍ତୀ ସମୟରେ ତାଙ୍କ ଅବସ୍ଥା କ’ଣ ହେବ? ଆଇଏଫଏସ ଅଫିସର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ଦେଖି, ‘ଯେ…
ଅଧିକ ଖବର ଦେଖନ୍ତୁ...