ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଧରାପଡ଼ିଲା କୋଟିପତି ନିଶା ମାଫିଆ ‘ରୁଗା’

ବାଲେଶ୍ୱର : ବାଲେଶ୍ୱର ସହରରୁ ପୁଣି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି। ଅରଡ଼ ବଜାର ମସଜିଦ୍‌ ଗଳିରେ ଭୁବନେଶ୍ବର ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ସହଦେବଖୁଣ୍ଟା ପୁଲିସ ସହଯୋଗରେ ଚଢ଼ଉ କରି ୧ କେଜି ୩୮୦ ଗ୍ରାମ୍ ଓଜନର ବ୍ରାଉନ୍‌ସୁଗାର ଜବତ କରିବା ସହ ପଶ୍ଚିମବଙ୍ଗର…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେଇ ୨ କିରାଣି ଗିରଫ

ବ୍ରହ୍ମପୁର : ଲାଞ୍ଚ ନେଇ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ କନିଷ୍ଠ କିରାଣି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସେମାନେ ହେଲେ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନି‌ଷ୍ଠ କିରାଣି ସୁଶୀଲ କୁମାର…
ଅଧିକ ଖବର ଦେଖନ୍ତୁ...

ପୁଣି ବନ୍ଧାହେଲେ ୪ ଦେଶୀ ମଦ ବେପାରି; ୩୩୫ ଲିଟର ଦେଶୀ ମଦ, ୮୭୩୦ କେଜି ମହୁଲ ପୋଚ ଜବତ

ରାଉରକେଲା: ମାତ୍ର ଦିନକର ବ୍ୟବଧାନପରେ ଆଜି ପୁଣି ଦେଶୀ ମଦ ବେପାରି ବନ୍ଧା ହେବା ସହ ମଦ ଓ ମହୁଲ ପୋଚ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ରେଲାପୋଷର ମହେଶ ସିଂହ, ସେଲା ସିଂହ, ରୂପୁଟୋଲାର ସାଗର ସୋରେଙ୍ଗ ଓ କିଶୋର କିଶାନ। ଅଭିଯୁକ୍ତମାନଙ୍କ ପାଖରୁ ୩୩୫ ଲିଟର ଦେଶୀ ମଦ ଓ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ୍ ଜବତ ବେଳେ ଏସ୍‌ଏମ୍‌ସି କର୍ମଚାରୀଙ୍କୁ ଆକ୍ରମଣ, ଥାନାରେ ମାମଲା ରୁଜୁ

ସମ୍ବଲପୁର : ନିଷିଦ୍ଧ ପଲିଥିନ୍‌ ଓ ପ୍ଲାଷ୍ଟିକ ବିକ୍ରି କରୁଥିଲେ। ବୈଦନାଥ ଛକରେ ଥିବା ଏକ ଦୋକାନୀ ବେଆଇନ ଭାବେ ଏଭଳି ନିଷିଦ୍ଧ ସାମଗ୍ରୀ ବିକ୍ରି କରୁଥିବା ବେଳେ ବୁଧବାର ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)ର ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଉକ୍ତ ଦୋକାନରୁ ବିପୁଳ…
ଅଧିକ ଖବର ଦେଖନ୍ତୁ...

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଗଲେ ୨ କିରାଣି

ବ୍ରହ୍ମପୁର: ଲାଞ୍ଚ ନେବା ଅଭିଯୋଗରେ ଆଜି ଗଂଜାମ ଜିଲ୍ଲା ଶିକ୍ଷା ବିଭାଗର ଦୁଇ ଜଣ କନିଷ୍ଠ କିରାଣୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ଗିରଫ କରିଛି। ସେମାନେ ହେଲେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନି‌ଷ୍ଠ କିରାଣି ସୁଶୀଲ କୁମାର ପଟ୍ଟନାୟକ ଏବଂ ଆସ୍କା ସ୍ଥିତ ଜୟପୁର…
ଅଧିକ ଖବର ଦେଖନ୍ତୁ...

ନକଲି ସୁନା ଇଟା କାରବାର ମାମଲାରେ ଜ୍ବାଇଁ ଓ ଶ୍ବଶୁର ସମେତ ୪ ଗିରଫ

ନବରଙ୍ଗପୁର: ଆଦିବାସୀଙ୍କ ପାଖରେ କିଛି ସୁନା ଶଙ୍ଖ ଓ ସୁନା ଇଟା ଭଳି ଅମୁଲ୍ୟ ସମ୍ପଦ ଶାଗ ମାଛ ଦରରେ ମିଳୁଥିବା ସୂଚନା ଦେଇ ପିତ୍ତଳ ଇଟା ଓ ପିତ୍ତଳ ଶଙ୍ଖ ଦେଇ ଚାଲିଛି ଲୁଟ୍। ପୂର୍ବରୁ ପାପଡାହାଣ୍ଡି, ଡାବୁଗାଁ ଓ ଉମରକୋଟ ଥାନାରେ ଏପରି ନକଲି ସୁନା ଇଟା ଓ ନକଲି ସୁନା ଶଙ୍ଖ ନାମରେ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରୁ ୧୩୮୦ ଗ୍ରାମ୍ ବ୍ରାଉନସୁଗାର ଜବତ: ଅଭିଯୁକ୍ତ ଗିରଫ

ବାଲେଶ୍ୱର: ବାଲେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ସହରର ଅରଡ଼ ବଜାର ଅଞ୍ଚଳରେ ଭୁବନେଶ୍ବର ଏସଟିଏଫ୍ ଓ ବାଲେଶ୍ୱର ପୁଲିସ ମିଳିତ ଭାବେ ଚଢ଼ାଉ କରି ୧୩୮୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି। ଚଢ଼ାଉ ବେଳେ ନିଶା ମାଫିଆ ସେକ୍ ରଫିକ୍ ଓରଫ୍ ରୁଗାକୁ ଗିରଫ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ବଚସାରୁ ସାଙ୍ଗକୁ ହତ୍ୟା: ଅଭିଯୁକ୍ତ ଗିରଫ

ରିଆମାଳ : ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଖଇରପାଲି ଫାଣ୍ଡି କଣ୍ଟାବାହାଲ ପଞ୍ଚାୟତ ଅନ୍ତର୍ଗତ ଗୋଇଡା ଗ୍ରାମରେ ମଦ୍ୟପ ଅବସ୍ଥାରେ ସାଙ୍ଗକୁ ହତ୍ୟା କରିଛି ସାଙ୍ଗ। ଏଭଳି ଜଘନ୍ୟ କାଣ୍ଡ ଘଟାଇ ଗିରଫ ହୋଇଛି ସଇତାନ ସାଙ୍ଗ। ସୂଚନା ଅନୁଯାୟୀ, ଗୋଇଡା ଗ୍ରାମର ବାଙ୍ଗୁରୁ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ବର୍ଦିରେ ‘ତେ‌ରେ ପ୍ୟାର୍‌ ମେଁ ହୋ ଯାଉଁ ଫନା’ ଗୀତର ରିଲ୍ ଭାଇରାଲ୍‌

ମୁରାଦାବାଦ୍‌: ସୋସିଆଲ୍‌ ମିଡିଆରେ ଷ୍ଟାର୍‌ ବନିବା ଇଚ୍ଛାରେ ଅଧିକାଂଶ ସମୟରେ କିଛି ଲୋକ ସୀମା ଭୁଲିଯାଆନ୍ତି। କିଛି ଲୋକ ଲାଇକ୍‌ ଓ କମେଣ୍ଟ୍‌ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ଏପରି ଏକ ମାମଲା ଉତ୍ତରପ୍ରଦେଶର ମୁରାଦାବାଦଠାରେ ଦେଖିବାକୁ ମିଳିଛି। ଜଣେ ମହିଳା ପୁଲିସ୍‌ ବର୍ଦି…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପ୍ରଦେଶରୁ ୧୦ କୋଟି ଟଙ୍କା ମୂଲ୍ୟର ତିମି ବାନ୍ତି ଜବତ; ୪ ଗିରଫ

ଲକ୍ଷ୍ନୌ: ଚଢ଼ଉ ପରେ ଅମ୍ବର (ତିମି ବାନ୍ତି) ଚୋରାଚାଲାଣ କରୁଥିବା ଗୋଟାଏ ଗ୍ୟାଙ୍ଗ୍‌ର ୪ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ଟୁଇଟ୍‌ କରି ‘ଉତ୍ତର ପ୍ରଦେଶ ପୋଲିସ୍‌ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ’ (ୟୁପିଏସଟିଏସଫ୍‌) ସୂଚନା ଦେଇଛି। ଚଢ଼ଉ ସମୟରେ ‘ଏସ୍‌ଟିଏଫ୍‌’…
ଅଧିକ ଖବର ଦେଖନ୍ତୁ...