ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଜଟିଳ ହେଉଛି ଧର୍ମେନ୍ଦ୍ର ଆତ୍ମହତ୍ୟା ମାମଲା: ସ୍ବତନ୍ତ୍ର ଟିମ୍‌ ଗଠନ ହେଲା, ଗୋପ ଯିବ

ଭୁବନେଶ୍ବର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ମଙ୍ଗଳବାର ଦିନ ଏକ ଅଡିଓ ଭାଇରାଲ୍‌‌ ହେବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଏବେ ପୁଲିସ ହାତରେ ୧୦ରୁ ଅଧିକ ଅଡିଓ ଲାଗିବା ପରେ ଅଡ଼ୁଆ ବଢ଼ିଯାଇଛି। ପ୍ରଥମ ଅଡିଓରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ହ୍ବାଟ୍‌ସଆପ୍ ବ୍ୟବହାରକାରୀଙ୍କୁ କେନ୍ଦ୍ରର ଚେତାବନୀ: ଭିଡିଓ କଲ୍ ମାଧ୍ୟମରେ ହ୍ୟାକର୍ ଆକ୍ରମଣ କରିପାରେ

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍ ମାଧ୍ୟମରେ ବାର୍ତ୍ତା ଆଦାନପ୍ରଦାନ କରିବାରେ ପ୍ରାୟ ସମସ୍ତ ସ୍ମାର୍ଟଫୋନ୍ ବ୍ୟବହାରକାରୀ ଅଭ୍ୟସ୍ତ। ତେବେ ଏହି ହ୍ବାଟ୍‌ସଆପ୍ ମାଧ୍ୟମରେ ଭିଡିଓ କଲ୍ କରି ହ୍ୟାକର୍‌ମାନେ ଆପଣଙ୍କ ଡିଜିଟାଲ ସିଷ୍ଟମ୍‌କୁ ହ୍ୟାକ୍ କରିପାରନ୍ତି ବୋଲି କେନ୍ଦ୍ର ସରକାର ଚେତାବନୀ…
ଅଧିକ ଖବର ଦେଖନ୍ତୁ...

ବଢୁଛି ଇ-କମର୍ସରେ ଠକାମି; ମେସୋରୁ ଡ୍ରୋନ୍‌ କ୍ୟାମେରା ମଗାଇ ପ୍ୟାକେଟ୍‌ରୁ ଆଳୁ ପାଇଲେ ଗ୍ରାହକ

ମୁମ୍ବାଇ: ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ପରେ ଏବେ ଟାର୍ଗେଟ ପାଲଟିଛି ଇ-କମର୍ସ ସାଇଟ୍‌ ମେସୋ। ଅନ୍‌ଲାଇନ୍‌ ସପିଂ ସାଇଟ୍‌ ମେସୋରୁ ଜଣେ ଗ୍ରାହକ ଏକ ଡ୍ରୋନ୍‌ କ୍ୟାମେରା ବରାଦ କରିଥିବା ବେଳେ ତାଙ୍କ ପ୍ୟାକେଟ୍‌ରୁ ବାହାରିଛି ଆଳୁ। ମେସୋରୁ କ୍ୟାମେରା ବରାଦ ଦେଇଥିବା ବ୍ୟକ୍ତି ଜଣକ ଡେଲିଭରି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତି ଯୋଗୁଁ ହତ୍ୟା ସନ୍ଦେହ

ରାଇରଙ୍ଗପୁର/ବାସିଙ୍ଗୀ: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଂଚଳରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି କୁହାଯାଉଛି। ମୃତକ‌ ହେଲେ ରାଜେନ୍ଦ୍ର ତାମୁଡିଆ(୨୫)। ଅଭିଯୋଗ ଅନୁଯାୟୀ ବହଳଦା ଥାନା ବାସିଙ୍ଗୀ ଗ୍ରାମର କଦମଡିହାସାହିର ଏକ…
ଅଧିକ ଖବର ଦେଖନ୍ତୁ...

ଏଇଠାରେ ହିଁ ଠିଆ ଠିଆ ନିଲମ୍ବିତ କରି ଜେଲ୍‌ ପଠେଇ ଦେବି: ବିଜେପି ନେତାଙ୍କ ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜ‌ାଫର୍‌ନଗରରେ ଜଣେ ବିଜେପି ନେତାଙ୍କ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ ବିଦ୍ୟୁତ୍‌ ବିଭାଗର ଦୁଇ କର୍ମଚାରୀଙ୍କୁ ଜନତାଙ୍କ ମଧ୍ୟରେ ଧମକ ଦେଉଥିବାର ଦେଖିବାକୁ ମିଳିଛନ୍ତି। ଧମକ ଦେଉଥିବା ଏହି ନେତା ଜଣକ ହେଉଛନ୍ତି ପୂର୍ବତନ ବିଜେପି…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ୫ ଗିରଫ

ଜଗତସିଂହପୁର: ଅଭୟଚାନ୍ଦପୁର ଥାନା ଅଧୀନରେ ଘଟିଥିବା ବହୁଚର୍ଚ୍ଚିତ ଟ୍ରକ୍ ଚାଳକଙ୍କୁ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ପୁଲିସ ୫ ଜଣ ହୁକୁମ ସିଂ, ହରପାଲ ସିଂ, ଅମଜାଦ ଖାଁ, ଯୋଗେଶ୍ବର ବାରିକ ଓ ଏସକେ ବିଲାଲଉଦ୍ଦିନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରୁ ଅପହରଣ କରି ଛତିଶଗଡ଼ରେ ହତ୍ୟା: ୪ ଜଣ ଥାନାରେ ଅଟକ

ରାଉରକେଲା: ଯୁବତୀଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଯୋଜନାବଦ୍ଧ ଭାବେ ଅପହରଣ କରି ତାଙ୍କୁ ଛତିଶଗଡ଼ର ରାୟଗଡ଼ରେ ହତ୍ୟା କରାଯାଇଛି। ପରେ ତାଙ୍କ ଶବକୁ ରାସ୍ତାପାର୍ଶ୍ବରେ ଛିଡା ହୋଇଥିବା କୋଇଲା ବୋ​ଝେଇ ଟ୍ରକ ଉପରେ ଫିଙ୍ଗି ଦିଆଯାଇଛି। ମୃତ ଯୁବକ ଜଣକ ହେ​ଲେ ଦେବଗଡ଼…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ଥାନା ଅନ୍ତର୍ଗତ ବିଏମ୍‌ସି ମାର୍କେଟ୍‌ କଂପ୍ଲେକ୍ସରେ ଡକାୟତି ପାଇଁ ଉଦ୍ୟମ କରୁଥିବା ୪ ଦୁର୍ବୃତ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ, ଲିଙ୍ଗରାଜ ଥାନା ଅଞ୍ଚଳ ହରଚଣ୍ଡୀ ସାହିର ରାଜେଶ ମହାପାତ୍ର(୪୮), ଚେମେଡି ସାହିର ଦେବୀ ପ୍ରସାଦ ଭୋଇ(୨୦), ରୁଦ୍ର…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍ ଲୁଟେରାଙ୍କ ଉତ୍ପାତ, ମୁଥ ମାରିଲେ, ଚୁଟି ଟାଣି ଘୋଷାଡ଼ିଲେ

ଭୁବନେଶ୍ବର: ପାର୍ବଣ ଅବସରରେ ରାଜଧାନୀରେ ଲୁଟେରାମାନେ ବହୁମାତ୍ରାରେ ସକ୍ରିୟ ହୋଇପଡ଼ିଛନ୍ତି। ଗତ କିଛି ଦିନ ହେଲା ସହର‌ ଓ ଉପକଣ୍ଠରେ ଚୋରି, ଛିନ୍‌ତାଇ ବଢ଼ିବାରେ ଲାଗିଛି। ଗତକାଲି ଇନ୍‌ଫୋସିଟି ଥାନା ଅଞ୍ଚଳରେ ଲୁଟେରାମାନଙ୍କ ଉତ୍ପାତକୁ ନେଇ ବିଭିନ୍ନ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏକ…
ଅଧିକ ଖବର ଦେଖନ୍ତୁ...

ବାର୍‌ରେ ମାଡ଼ ମାରି ବ୍ରେସ୍‌ଲେଟ୍‌ ଛଡ଼ାଇନେଲେ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଅଶୋକା ବାର୍‌ରେ ଜଣେ ଗ୍ରାହକଙ୍କୁ ଆକ୍ରମଣ କରି ଲୁଟ୍‌ କରାଯାଇଛି ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣ ଓ ଲୁଟ୍‌ର ଶିକାର ହୋଇଥିବା ସହିଦନଗରର ସୂର୍ଯ୍ୟନାରାୟଣ ବାରିକ ଏନେଇ ଆଜି ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ସୂର୍ଯ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...