ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ରାଜଧାନୀରେ ଯୁବକଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ୱର : ନିଶା କାରବାରକୁ କେନ୍ଦ୍ରକରି ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀରେ ଆଉ ଜଣଙ୍କ ମୁଣ୍ଡ ଗଡ଼ିଛି। ମୃତକ ହେଲେ, ୟୁନିଟ୍‌-୮ ତୁଳସୀ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ (୩୭)। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଭଡ଼ା ଘରେ ମଦ ଫ୍ୟାକ୍ଟ୍ରି, ୧୨ଶହ ବୋତଲ ନକଲି ବିଦେଶୀ ମଦ ଜବତ, ଦୁଇ ଗିରଫ

ବ୍ରହ୍ମପୁର : ନକଲି ସାମଗ୍ରୀର ସହର ବ୍ରହ୍ମପୁରରେ ପୁଣି ଏକବଡ଼ଧରଣର ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ ହୋଇଛି। ସେହିପରି ଏକ ବାଇକ୍‌ ସୋ ରୁମ୍‌ ପଛପଟେ ଚାଲିଥିବା ଗୁଟ୍‌ଖା କାରଖାନା ଠାବ କରିଛି ପୁଲିସ। ଅବକାରୀ ବିଭାଗ ଦୁଇଟି ସ୍ଥାନରୁ ବିପୁଳ ପରିମାଣ ନକଲି ମଦ ଜବତ କରିଛି। ବଡ଼ବଜାର ଥାନା…
ଅଧିକ ଖବର ଦେଖନ୍ତୁ...

ଭାଉଜ-ଭାଉଜ କହି ଫସେଇଲେ, ସମ୍ପର୍କ ରଖି ୫୦ ଲକ୍ଷ ଟଙ୍କା ଯୌତୁକ ମାଗିଲେ

ବାରଣାସୀ: ଉତ୍ତରପ୍ରଦେଶର ବାରାଣାସୀରେ ଜଣେ ବିବାହିତା ମହିଳାଙ୍କୁ ମିଛ ପ୍ରେମ ଜାଲରେ ଫସେଇବା, ମନ୍ଦିରରେ ବିବାହ କରିବା, ଦୁଷ୍କର୍ମ, ଜବରଦସ୍ତ ଗର୍ଭପାତ କରାଇବା ଏବଂ ପରେ ଯୌତୁକ ମାଗିବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ସୂଚନାନୁସାରେ, ପାଣ୍ଡେପୁର ପୁଲିସ ଷ୍ଟେସନ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ସୋନାଲୀ ଫୋଗଟ୍‌ଙ୍କ ମୃତ୍ୟୁ ହୋଇଥିବା ହୋଟେଲ୍‌ ଉପରେ ବୁଲ୍‌ଡୋଜର୍‌ ଚଢ଼ିବା ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ଏବେ ବି ତଦନ୍ତ ଜାରି ରହିଛି। ତେବେ ଯେଉଁଠାରେ ତାଙ୍କୁ ଶେଷଥର ଦେଖାଯାଇଥିଲା ଏବଂ ଯେଉଁ ‘କର୍ଲି କ୍ଲବ’ ହୋଟେଲରେ ତାଙ୍କୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିବା ନେଇ ସିସିଟିଭିରେ ଦେଖାଯାଇଥିଲା, ତାକୁ…
ଅଧିକ ଖବର ଦେଖନ୍ତୁ...

ବାପର ଟାଙ୍ଗିଆ ଚୋଟରେ ପୁଅ ମୃତ

ରାଉରକେଲା : ପାରିବାରିକ କଳିରୁ ଗଲା ପୁଅର ଜୀବନ। ଏମିତି ଅଭାବନୀୟ ଘଟଣା ଘଟିଛି ଚାନ୍ଦିପୋଷ ବରଘାଟ ଗାଁରେ। ବାପର ଟାଙ୍ଗିଆ ଚୋଟରେ ଗୁରୁତର ପୁଅକୁ ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ୍) ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ସାଇବର ଠକେଇର ରକେଟ୍‌ ବେଗ; ୫ ମାସରେ ସାଢ଼େ ୧୭ ଶହ ମାମଲା, ୫ କୋଟି ଚଳୁ

ଭୁବନେଶ୍ବର : ବହୁବିଧ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଥମୁନି ସାଇବର ଠକେଇ। ଭୁବନେଶ୍ବରରେ ଏବେ ଏହି ଠକେଇ ରକେଟ୍‌ ବେଗରେ ଗତି କରୁଛି। ଗତ ୫ ମାସର ତଥ୍ୟରୁ ଏହା ଜଳଜଳ ହୋଇ ଦେଖାଯାଉଛି। ଏହି ଅବଧି ଭିତରେ ସାଢ଼େ ୧୫ ଶହରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୫ କୋଟି ଟଙ୍କା ସାଇବର…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌, ରୋଷେୟା ଗିରଫ

ଭୁବନେଶ୍ବର : ଦୁଇ ନାବାଳିକା ଭଉଣୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ୍ କରିବା ଓ ବ୍ଲାକମେଲ୍‌ କରିବା ଅଭିଯୋଗରେ ଭୁବନେଶ୍ବର ସାଇବର ଥାନା ପୁଲିସ ଇସ୍କନର ପୂର୍ବତନ ରୋଷେୟାକୁ ଗିରଫ କରିଛି। ସେ ହେଲା, ଢେଙ୍କାନାଳ ଝାଡ଼ବନ୍ଧର ପରୀକ୍ଷିତ ନାୟକ ଓରଫ କାଳିଆ(୩୫)। ଗତ ଜୁଲାଇ ୨୪ ତାରିଖରେ ନାବାଳିକା…
ଅଧିକ ଖବର ଦେଖନ୍ତୁ...

ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ସହର ବାହାର ଲୋକ: ୨୫% ମାମଲା ପୁଲିସ ସ୍ତରରେ ବନ୍ଦ, ୧% କମ୍ ମାମଲା କୋର୍ଟ…

ନୂଆଦିଲ୍ଲୀ: ସହରାଞ୍ଚଳର ଲୋକମାନଙ୍କ ମଧ୍ୟରେ ସାଇବର ଅପରାଧକୁ ନେଇ ସଚେତନତା ବୃଦ୍ଧି ପାଇଥିବାରୁ ସାଇବର ଅପରାଧୀମାନେ ଏବେ ବାହାର ଅଞ୍ଚଳ ଲୋକଙ୍କ ଉପରେ ଆଖି ପକାଇଛନ୍ତି। ସେମାନେ ସହର ବାହାରେ ରହୁଥିବା ଲୋକମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ସେଥିପାଇଁ ସହରାଞ୍ଚଳ ବାହାରେ ଡେବିଟ୍ କାର୍ଡ,…
ଅଧିକ ଖବର ଦେଖନ୍ତୁ...

ଖଣି ମାଫିଆ ଜିତେନ୍ଦ୍ର ଝା ଗିରଫ

ବଡ଼ବିଲ : ଫେରାର ଥିବା କୁଖ୍ୟାତ ଖଣି ମାଫିଆ ଜିତେନ୍ଦ୍ର ଝା (୪୮) ପୁଲିସ ହାତରେ ଧରାପଡ଼ିଛନ୍ତି। କେନ୍ଦୁଝରର ବଡ଼ବିଲ ପୁଲିସ ସହାୟତାରେ ଭୁବନେଶ୍ବରର ନୟାପଲ୍ଲୀ ପୁଲିସ ତାଙ୍କୁ ଷ୍ଟେସନରୋଡ଼ସ୍ଥିତ ବାସଭବନରୁ ଗିରଫ କରିଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ…
ଅଧିକ ଖବର ଦେଖନ୍ତୁ...

କୋଇଲା ବୋଝେଇ ଦୁଇ ଟ୍ରକ ଜବତ, ବ୍ୟବସାୟୀ ଗିରଫ

ଭୁବନେଶ୍ବର : ଚୋରାରେ କୋଇଲା କାରବାର କରୁଥିବା ଜଣେ ବ୍ୟବସାୟୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିଛି। ସେ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ବନମାଳିପୁର ଅଞ୍ଚଳର ଉମାକାନ୍ତ ସାହୁ। ଏସ୍‌ଟିଏଫ୍‌ ତାଙ୍କଠାରୁ ସାଢ଼େ ୭୨ ମେଟ୍ରିକ୍‌ ଟନ୍‌ କୋଇଲା ସହ ଦୁଇଟି ଟ୍ରକ୍‌ ଜବତ କରିଛି। ଜବତ…
ଅଧିକ ଖବର ଦେଖନ୍ତୁ...