ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

କୁଖ୍ୟାତ ଚନ୍ଦୁ ହତ୍ୟା ମାମଲା: ଗଞ୍ଜାମରୁ ଠାବ ନିଶାରାଣୀ ରଞ୍ଜୁ!

ଭୁବନେଶ୍ବର: କ୍ୟାପିଟାଲ ଥାନା ନାରାୟଣୀ ବସ୍ତିର କୁଖ୍ୟାତ ଅପରାଧୀ ଚନ୍ଦୁକୁ ହତ୍ୟା କରି ଫେରାର୍ ହୋଇଯାଇଥିବା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରଞ୍ଜୁକୁ ଗଞ୍ଜାମରୁ ଠାବ କରାଯାଇଛି। କମିସନେରଟ୍‌ ପୁଲିସର ଏକ ଟିମ୍‌ ତାକୁ ଗଞ୍ଜାମରୁ ଧରିଥିବା ସୂଚନା ମିଳିଛି। ତେବେ ପୁଲିସ ଚଢ଼ଉ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଅଟଳାଗଡ଼ାରେ ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ, ମାରଣାସ୍ତ୍ର ଜବତ

ବାଲିଅନ୍ତା: ପାହଳ ଥାନା ଅଧୀନ ଅଟଳାଗଡ଼‌ ନିକଟରେ ଥିବା ଏକ ନିର୍ମାଣାଧୀନ ଘରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ଏକ ଗ୍ୟାଙ୍ଗର ୫ଜଣଙ୍କୁ ଆଜି ଉକ୍ତ ଥାନା ପୁଲିସ କାବୁ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ଦାସ ଓରଫ ପିଣ୍ଟୁ(୨୯), ଆୟୁବ ଖାନ(୩୮), ବଳରାମ ନାୟକ(୩୦), ଏସକେ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

ଭୁବନେଶ୍ବର : ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ‌ଜାଲ୍‌ ହ୍ବାଟ୍‌ସଆପ୍‌ କିମ୍ବା ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ସାଇବର ଠକ ଲୋକଙ୍କୁ ଭୂଆଁ ବୁଲାଇବା କିଛି ନୂଆ କଥା ନୁହେଁ। ପୁଲିସ ଅଧିକାରୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଖୋଲି ବନ୍ଧୁତା କରିବା ପରେ ସାଇବର ଠକ ନିହାତି ଆବଶ୍ୟକ ବୋଲି କହି…
ଅଧିକ ଖବର ଦେଖନ୍ତୁ...

କଟକରୁ ନକଲି ଔଷଧ ଜବତ ଘଟଣା: ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

କଟକ : କଟକରୁ ନକଲି ମେଡିସିନ୍‌ ଜବତ ହେବା ଘଟଣାରେ ନକଲି ମେଡିସିନ୍‌ ବିକ୍ରି କରିଥିବା ଦୁଇ ହୋଲସେଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି ସଂଘ। ଏଥିସହ ଉଭୟ ନକଲି ଔଷଧ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଲୁଟ୍‌, ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଲୁଟେରା ଗ୍ୟାଙ୍ଗ୍ ଗତକାଲି ରାତିରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଜଣେ ବୃଦ୍ଧାଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ,…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ୧୬ ଲକ୍ଷ ଜାଲ୍‌ ନୋଟ୍‌ ଜବତ

ରାଉରକେଲା : ରାଉରକେଲାରେ ରବିବାର ଦିନ ଜଣେ କୁଖ୍ୟାତ ଜାଲ ନୋଟ୍‌ ବେପାରୀକୁ ପୁଲିସ କାବୁ କରିନେଇଛି। ରାଜ୍ୟ ଟାସ୍କଫୋର୍ସ ଓ ରାଉରକେଲା ଜିଲ୍ଲା ପୁଲିସ ଆଜି ଯୋଜନାବଦ୍ଧ ଭାବେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଏକ ପରିତ୍ୟକ୍ତ କ୍ବାର୍ଟରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି…
ଅଧିକ ଖବର ଦେଖନ୍ତୁ...

୧୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଜାଲ ନୋଟ ଜବତ, ଅନ୍ତଃରାଜ୍ୟ ଜାଲ ନୋଟ୍‌ କାରବାରୀ ଗିରଫ

ରାଉରକେଲା: ରାଉରକେଲାରୁ ଧରାପଡ଼ିଲା ଅନ୍ତଃରାଜ୍ୟ ଜାଲ ନୋଟ କାରବାର କରୁଥିବା ଅପରାଧୀ ଶେଖ ଅହମ୍ମଦ। ରାଜ୍ୟ ଏସ ଟି ଏଫ, ରାଉରକେଲା ୧୫ ନମ୍ବର ସେକ୍ଟର ପୁଲିସ ସହାୟତାରେ ଶେଖ ଅହମ୍ମଦକୁ ୧୭ ନମ୍ବର ସେକ୍ଟର ର ସି- ୨୩୧ ନମ୍ବର କ୍ୱାର୍ଟରରୁ ଗିରଫ କରିଛି। ଗିରଫ ଶେଖ ଅହମ୍ମଦ ଠାରୁ ୧୬ ଲକ୍ଷ ୧୧…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ସଦରଥାନା ଖୁଜେନପାଲି ଗାଁର ୪୦ ବର୍ଷୀୟ ସୁରେଶ ଭୋଇଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଗାଁ ଦାଣ୍ଡରେ ପଡିଛି ସୁରେଶଙ୍କ ରକ୍ତ ଜୁଡୁବୁଡୁ ଶବ । ଶବ ଉପରେ ଗଣେଶ ପୂଜାରେ ବ୍ୟବହୃତ ଟେଣ୍ଟର ବାଉଁଶ ଢଙ୍କା ଯାଇଛି । ବିଲମ୍ୱିତ ରାତିରେ ହତ୍ୟା ପରେ ଟେଣ୍ଟ ବାଉଁଶ ଢଙ୍କା…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ: ଚାରି ଅଭିଯୁକ୍ତ ଗିରଫ

କୋରାପୁଟ: ମାଛକୁଣ୍ଡ ପୁଲିସ କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ ମାଛକୁଣ୍ଡ ପୁଲିସ କୋରାପୁଟ ଜିଲ୍ଲା ସୁରମି ଛକ ନିକଟସ୍ଥ ଜଲାପୁଟ ଗ୍ରାମ ନିକଟରେ ଦୁଇଟି ବୋଲେରୋ ଗାଡ଼ିରୁ ୨୦୦ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

ନିଶା ପାଇଁ ଅଶାନ୍ତ ରାଜଧାନୀ: ଫେଲ୍ ମାରୁଛି ପୁଲିସ ଯୋଜନା

ଭୁବନେଶ୍ବର: ଗତ କିଛି ବର୍ଷ ହେଲା ଭୁବନେଶ୍ବରରେ ବ୍ରାଉନ୍‌ସୁଗାର, କୋକେନ୍‌ ଓ ଚରସ୍ ଭଳି ନିଶା କାରବାର ବଢ଼ିବାରେ ଲାଗିଛି। ଫଳରେ ଚୋରି, ଛିନ୍‌ତାଇ ଓ ଲୁଟ୍‌ ଭଳି ମାଳମାଳ ଅପରାଧ ଦିନକୁ ଦିନ ବଢ଼ିଚାଲିଛି। ଏବେ ନୂଆ ଓ ସଂଗିନ୍ ଅପରାଧ ଘଟିବା ଆରମ୍ଭ ହେଲାଣି। କଥା ମୁଣ୍ଡ ଗଡ଼ିବା ଯାଏ ଗଲାଣି।…
ଅଧିକ ଖବର ଦେଖନ୍ତୁ...