ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି’ ଲେଖି ପଙ୍ଖାରେ ଓହଳି ଆତ୍ମହତ୍ୟା କଲେ ଡାକ୍ତରୀ ଛାତ୍ର

ବାନ୍ଦା: ଉତ୍ତରପ୍ରଦେଶର ବାନ୍ଦାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଡାକ୍ତରୀ ଛାତ୍ର ନିଜ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି। ଛାତ୍ର ଜଣକ ଆତ୍ମହତ୍ୟା କରିବା ସହ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଏକ ସୁଇସାଇଡ୍‌ ନୋଟ୍‌ରେ ଲେଖି ଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ତକିଆ କଡ଼ରେ ଫୋନ୍‌ ରଖି ଶୋଇଥିଲେ ମହିଳା, ବିସ୍ଫୋରଣ ଘଟି ଚାଲିଗଲା ଜୀବନ

ନୂଆଦିଲ୍ଳୀ: ମଝିରେ ମଝିରେ ସ୍ମାର୍ଟଫୋନ୍‌ ବିସ୍ଫେ‌ାରଣର ଖବର ଦେଖିବାକୁ ମିଳିଥାଏ। ନିକଟରେ ଏହି ସ୍ମାର୍ଟଫୋନ୍‌ ବିସ୍ଫୋରଣ ଘଟି ଜଣେ ମହିଳାଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ରେଡ୍‌ମି ଫୋନ୍‌ ବ୍ୟବହାର କରି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ବୋଲି ଜଣେ ୟୁଟ୍ୟୁବର୍‌ ଏହି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ସୋନାଲୀ ଫୋଗାଟ୍‌ ହତ୍ୟା ମାମଲାର ‘ସିବିଆଇ’ ଦତନ୍ତ ଦାବିକୁ ଅନୁମୋଦନ କଲେ ଗୋଆ ସରକାର

ନୂଆଦିଲ୍ଲୀ: ଆଜି ଗୋଆ ସରକାର  ପୂର୍ବତନ ‘ଟିକ୍‌ ଟକ୍‌ ଷ୍ଟାର୍‌’ ତଥା ‘ବିଗ୍‌ବସ୍‌ ସୋ’ର ପ୍ରତିଦ୍ବନ୍ଦ୍ବୀ ସୋନାଲୀ ଫୋଗାଟ୍‌ ହତ୍ୟା ମାମଲାରେ ‘ସବିଆଇ’ ତଦନ୍ତ ଦାବିକୁ ଅନୁମୋଦନ ଦେଇଛନ୍ତି। ଗୋଆ ପୁଲିସର ତଦନ୍ତରେ ଅସନ୍ତୁଷ୍ଟ କହି ‘ସିବିଆଇ’ ତଦନ୍ତ କରାଯାଉ ବୋଲି ନିବେଦନ କରି…
ଅଧିକ ଖବର ଦେଖନ୍ତୁ...

 ‘ଏନ୍‌ଆଇଏ’ର ଗ୍ୟାଙ୍ଗ୍‌ଷ୍ଟର୍‌ ଦମନ ଅଭିଯାନ: ସମଗ୍ର ଭାରତର ୬୦ଟି ସ୍ଥାନରେ ଚାଲିଛି ଚଢ଼ଉ

ନୂଆଦିଲ୍ଲୀ: ‘ଗ୍ୟାଙ୍ଗ୍‌ଷ୍ଟର୍‌’ ଏବଂ ‘କ୍ରାଇମ୍‌ ସିଣ୍ଡିକେଟ୍‌’ ଦମନ କରିବା ଲାଗି ଆଜି ସମଗ୍ର ଭାରତର ୬୦ ସ୍ଥାନରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ଚଢ଼ଉ କରିଛି। ଉକ୍ତ ୬୦ଟି ସ୍ଥାନ ମଧ୍ୟରେ ରହିଛି ଜାତୀୟ ରାଜଧାନୀ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ଏବଂ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ଚନ୍ଦୁ ହତ୍ୟା ମାମଲା: ଗଞ୍ଜାମରୁ ଠାବ ନିଶାରାଣୀ ରଞ୍ଜୁ!

ଭୁବନେଶ୍ବର: କ୍ୟାପିଟାଲ ଥାନା ନାରାୟଣୀ ବସ୍ତିର କୁଖ୍ୟାତ ଅପରାଧୀ ଚନ୍ଦୁକୁ ହତ୍ୟା କରି ଫେରାର୍ ହୋଇଯାଇଥିବା ମୁଖ୍ୟ ଅଭିଯୁକ୍ତ ନିଶାରାଣୀ ରଞ୍ଜୁକୁ ଗଞ୍ଜାମରୁ ଠାବ କରାଯାଇଛି। କମିସନେରଟ୍‌ ପୁଲିସର ଏକ ଟିମ୍‌ ତାକୁ ଗଞ୍ଜାମରୁ ଧରିଥିବା ସୂଚନା ମିଳିଛି। ତେବେ ପୁଲିସ ଚଢ଼ଉ ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଅଟଳାଗଡ଼ାରେ ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ, ମାରଣାସ୍ତ୍ର ଜବତ

ବାଲିଅନ୍ତା: ପାହଳ ଥାନା ଅଧୀନ ଅଟଳାଗଡ଼‌ ନିକଟରେ ଥିବା ଏକ ନିର୍ମାଣାଧୀନ ଘରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ଏକ ଗ୍ୟାଙ୍ଗର ୫ଜଣଙ୍କୁ ଆଜି ଉକ୍ତ ଥାନା ପୁଲିସ କାବୁ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପିଣ୍ଟୁ ଦାସ ଓରଫ ପିଣ୍ଟୁ(୨୯), ଆୟୁବ ଖାନ(୩୮), ବଳରାମ ନାୟକ(୩୦), ଏସକେ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିଶମ ଡିଜିଙ୍କ ନାଁରେ ନକଲି ହ୍ବାଟ୍‌ସଆପ୍‌ ଆକାଉଣ୍ଟ: ଟଙ୍କା ମାଗୁଛି ଠକ

ଭୁବନେଶ୍ବର : ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ‌ଜାଲ୍‌ ହ୍ବାଟ୍‌ସଆପ୍‌ କିମ୍ବା ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ସାଇବର ଠକ ଲୋକଙ୍କୁ ଭୂଆଁ ବୁଲାଇବା କିଛି ନୂଆ କଥା ନୁହେଁ। ପୁଲିସ ଅଧିକାରୀଙ୍କ ନାମରେ ଜାଲ୍‌ ଆକାଉଣ୍ଟ ଖୋଲି ବନ୍ଧୁତା କରିବା ପରେ ସାଇବର ଠକ ନିହାତି ଆବଶ୍ୟକ ବୋଲି କହି…
ଅଧିକ ଖବର ଦେଖନ୍ତୁ...

କଟକରୁ ନକଲି ଔଷଧ ଜବତ ଘଟଣା: ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

କଟକ : କଟକରୁ ନକଲି ମେଡିସିନ୍‌ ଜବତ ହେବା ଘଟଣାରେ ନକଲି ମେଡିସିନ୍‌ ବିକ୍ରି କରିଥିବା ଦୁଇ ହୋଲସେଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। ଉଭୟ ବ୍ୟବସାୟୀଙ୍କ ସଦସ୍ୟତା ପଦ ରଦ୍ଦ କରିଛି ସଂଘ। ଏଥିସହ ଉଭୟ ନକଲି ଔଷଧ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ଲୁଟ୍‌, ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଲୁଟେରା ଗ୍ୟାଙ୍ଗ୍ ଗତକାଲି ରାତିରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଜଣେ ବୃଦ୍ଧାଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହ ତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଜଣକ ହେଲେ,…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ୧୬ ଲକ୍ଷ ଜାଲ୍‌ ନୋଟ୍‌ ଜବତ

ରାଉରକେଲା : ରାଉରକେଲାରେ ରବିବାର ଦିନ ଜଣେ କୁଖ୍ୟାତ ଜାଲ ନୋଟ୍‌ ବେପାରୀକୁ ପୁଲିସ କାବୁ କରିନେଇଛି। ରାଜ୍ୟ ଟାସ୍କଫୋର୍ସ ଓ ରାଉରକେଲା ଜିଲ୍ଲା ପୁଲିସ ଆଜି ଯୋଜନାବଦ୍ଧ ଭାବେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଏକ ପରିତ୍ୟକ୍ତ କ୍ବାର୍ଟରରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି…
ଅଧିକ ଖବର ଦେଖନ୍ତୁ...