ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ପତ୍ରାଚଲ ଜମି ଦୁର୍ନୀତି: ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି ପାଇଲା

ମୁମ୍ବାଇ: ପତ୍ରାଚଲ ଜମି ଦୁର୍ନୀତି ମାମଲାରେ ମଙ୍ଗଳବାର ଏକ ସ୍ୱତନ୍ତ୍ର ଅଦାଲତ ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ସେପ୍ଟେଟର ୧୯ରେ ଏକ ସ୍ୱତନ୍ତ୍ର ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ) ଅଦାଲତ ପତ୍ରାଚଲ ଜମି…
ଅଧିକ ଖବର ଦେଖନ୍ତୁ...

ବାରିପଦାରୁ କଟକ ପଠାଇଥାନ୍ତେ ବ୍ରାଉନ୍‌ସୁଗାର, ପୁଲିସ ହାତରେ ଧରାପଡ଼ିଗଲେ ୩ ବେପାରୀ

ବେତନଟୀ/ବୈଶିଙ୍ଗା: ଧରାପଡିଲେ ବ୍ରାଉନସୁଗାର ବେପାରୀ ଓ ଜବତ ହେଳା ଧଳା ଜହର। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମର ବ୍ରାଉନ ଗାର ଜବତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଏସକର୍ଟ ସର୍ଭିସ ନାମରେ ସାଇବର ଠକେଇ; ୫ ଅଭିଯୁକ୍ତ ଗିରଫ, ୧୫ଟି ଆକାଉଣ୍ଟ ଫ୍ରିଜ

ଭୁବନେଶ୍ବର: ଏସକର୍ଟ ସର୍ଭିସ ନାମରେ ସାଇବର ଠକେଇ ଅଭିଯୋଗ ଆସିଛି। ଗୁଗୁଲ ଆଳରେ ଦୁର୍ବୃତ୍ତମାନେ ଚକମା ଦେଖାଇଛନ୍ତି। ପୁଲିସ ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି। ଗିରଫମାନଙ୍କ ମଧ୍ୟରେ ୩ ଜଣ…
ଅଧିକ ଖବର ଦେଖନ୍ତୁ...

ପୂଜା ମଣ୍ଡପରେ ଲୁଟେରା ସକ୍ରିୟ, ଦୁଇ ଦିନରେ ୧୫ବାଇକ୍ ଚୋରି

ଭୁବନେଶ୍ବର: ଦୁର୍ଗା‌ପୂଜା ପାଇଁ ମଣ୍ଡପ ନିକଟରେ ମାଳମାଳ ପୁଲିସ। ଫୋକସ୍‌ରେ ଟ୍ରାଫିକ୍ ପରିଚାଳନା। କେମିତି ପୂଜା ମଣ୍ଡପ ନିକଟରେ ଭିଡ଼ ନ ହେବ, କମିସନରେଟ ପୁଲିସ ସେ ଦିଗରେ ଧ୍ୟାନ ଦେଉଛି। କିନ୍ତୁ ଏହା ଭିତରେ ବି ଲୁଟେରାମାନେ ଗଳିପଶି ଲୋକଙ୍କଠାରୁ ଲୁଟୁଛନ୍ତି। କାହାର ପକେଟମାର୍‌ କଲେଣି…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣାରେ ଫେରାର୍‌ ଥିବା ଅଭିଯୁକ୍ତକୁ ଭରତପୁର ଥାନା ପୁଲିସ ଗିରଫ କରିଛି। ସେ ହେଲା, ଭରତପୁର ନୂଆଗାଁ ଅଞ୍ଚଳର ମହେନ୍ଦ୍ର ନାୟକ(୬୦)। ପୁଲିସ୍‌ ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳର ଅଭିରାମ ସାହୁଙ୍କ ସହ ମହେନ୍ଦ୍ରଙ୍କ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌, ଜଣେ ଗିରଫ

ଭୁବନେଶ୍ବର: ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ ଘଟଣାରେ ଭରତପୁର ଥାନା ପୁଲିସ ସହିଦନଗର ଶାନ୍ତିପଲ୍ଲୀ ବସ୍ତିର ସେକ୍‌ ସଲ୍‌ମାନ ଓରଫ ସେକ୍‌ ଓକିଲ୍‌(୨୦)କୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ବାଇକ୍‌, ୭ଟି ମୋବାଇଲ୍‌ ଓ ଗୋଟିଏ ଛୁରି ଜବତ କରିଛି। ସୂଚନା ମୁତାବକ, ଗତ ମେ’ ୧୬ ତାରିଖ…
ଅଧିକ ଖବର ଦେଖନ୍ତୁ...

ମାତିଛନ୍ତି ବ୍ଲେଡ୍‌ କଟା ଲୁଟେରା ଗ୍ୟାଙ୍ଗ

ଚନ୍ଦ୍ରଶେଖରପୁର/ଭୁବନେଶ୍ବର: ପୂଜା ମଣ୍ଡପ ବୁଲିବାକୁ ଯାଉଥିଲେ, ସାବଧାନ! ମାତିଛନ୍ତି ବ୍ଲେଡ୍‌ କଟା ଲୁଟେରା ଗ୍ୟାଙ୍ଗ୍‌। ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଏମାନେ ଲୋକଙ୍କୁ ଟାର୍ଗେଟ୍‌ କରି ଲୁଟ୍ କରୁଛନ୍ତି। ପ୍ୟାଣ୍ଟ ପକେଟ୍‌ ଭ୍ୟାନିଟିରେ ବ୍ଲେଡ୍‌ ମାରି ମୋବାଇଲ୍‌ ଓ ଟଙ୍କା ଲୁଟି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ୬ ବର୍ଷର ବାଳକକୁ ବଳି! ଦୁଇ ଗିରଫ

ନୂଆଦିଲ୍ଲୀ: ଏକ ହୃଦୟବିଦାରକ ଘଟଣା ଘଟିଛି ଦକ୍ଷିଣ ଦିଲ୍ଲୀର ଲୋଧି କଲୋନିରେ। ଶନିବାର ରାତିରେ ଦୁଇଜଣ ଲୋକ ଜଣେ ଛଅବର୍ଷର ବାଳକକୁ ହତ୍ୟା କରି ଠାକୁରଙ୍କ ପାଖରେ ବଳି ଚଢ଼ାଇଥିବା ଅଭିଯୋଗ ହୋଇଛି। ପୁଲିସର କହିବା ଅନୁସାରେ, ସମ୍ଭ୍ରାନ୍ତ ଲୋଧି କଲୋନି ଅଞ୍ଚଳରେ ସିଆର୍‌ପିଏଫ୍‌ର ଏକ…
ଅଧିକ ଖବର ଦେଖନ୍ତୁ...

ଜେଇଇ (ମେନ୍ସ) ପରୀକ୍ଷା ସଫ୍ଟୱେର ହ୍ୟାକ ମାମଲା: ଦିଲ୍ଲୀ ବିମାନ ବନ୍ଦରରେ ରୁଷୀୟ ନାଗରିକ ଗିରଫ

ନୂଆଦିଲ୍ଲୀ : ଗତବର୍ଷ ଜେଇଇ (ମେନ୍ସ) ପରୀକ୍ଷାରେ ସଫ୍ଟୱେର ହ୍ୟାକ କରିଥିବା ଅଭିଯୋଗରେ ସିବିଆଇ ଆଜି ଦିଲ୍ଲୀ ବିମାନ ବନ୍ଦରରେ ଜଣେ ରୁଷୀୟ ନାଗରିକଙ୍କୁ ଗିରଫ କରିଛି। କାଜାଖସ୍ତାନର ଅଲମାଟିରୁ ଆସି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବ୍ୟୁରୋ ଅଫ୍ ଇମିଗ୍ରେସନ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ ଭାଙ୍ଗି ୨୨ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

ଗଁଦିଆ : ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳ‌ରେ ଦୁର୍ବୃତ୍ତମାନେ ଏକ ଏଟିଏମ୍‌କୁ ଭାଙ୍ଗି ୨୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ରବିବାର ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ ଲୁଟେରାଙ୍କୁ ଧରିବା ନିମନ୍ତେ ତନାଘନା ଚଳାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗଁଦିଆ ଥାନା…
ଅଧିକ ଖବର ଦେଖନ୍ତୁ...