ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ସିଦ୍ଧୁ ମୁସେୱାଲା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଫେରାର

ଚଣ୍ଡୀଗଡ଼ : ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଦୀପକ ଟିନୁ ପଞ୍ଜାବର ମନସା ଜିଲ୍ଲା ପୁଲିସ ହାତରୁ ଖସି ପଳାଇଛି ବୋଲି ରବିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ଟିନୁକୁ ଆଉ ଏକ ମାମଲାରେ ଏକ ପ୍ରଡକ୍ସନ ୱାରେଣ୍ଟରେ ଗୋଇନ୍ଦୱାଲ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ କଲବଲ କରି ମାରିଲେ

କେନ୍ଦୁଝର : ସାମାନ୍ୟ ମାର୍‌ପିଟ୍‌କୁ କେନ୍ଦ୍ରକରି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳା ଗ୍ରାମରେ ଜଣେ ଯୁବକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ମୃତ ଜଣଙ୍କ ହେଲେ ସେହି ଗ୍ରାମର ପ୍ରଣବ ମହାନ୍ତ (୨୫)। ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ପ୍ରଣବଙ୍କ ଘରେ ପଶି…
ଅଧିକ ଖବର ଦେଖନ୍ତୁ...

କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଦୁଇ ନିଶା ମାଫିଆ ଗିରଫ

ଭୁବନେଶ୍ବର : କୋଟିଏ ଟଙ୍କାର ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ ସହ ଦୁଇଜଣ ନିଶା ମାଫିଆକୁ କାବୁ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ସେମାନେ ହେଲେ ଖୋର୍ଦ୍ଧା ଟାଉନ୍‌ ଥାନା ଅଞ୍ଚଳର ସଦ୍ଧାର୍ଥ ନାୟକ ଓରଫ ସିଦ୍ଧୁ(୨୩) ଓ ଦେବେନ୍ଦ୍ର ସ୍ବାଇଁ ଓରଫ ରଘୁ(୨୨)। ଏସ୍‌ଟିଏଫ୍‌…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଝିଆରୀକୁ ପ୍ରେମ ପାଇଁ ଅନର୍‌ କିଲିଂ, ଯୁବକଙ୍କୁ ହତ୍ୟାକରି ମାଲବାହୀ ଟ୍ରେନ୍‌ ଉପରକୁ ଫିଙ୍ଗିଦେଇଥିଲେ

ରାଉରକେଲା: ସୁଦୂର ଛତିଶଗଡ଼ ରାୟଗଡ଼ରୁ କୋଇଲା ବୋଝେଇ ମାଲବାହୀ ଟ୍ରେନ୍‌ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। କେବଳ ପ୍ରେମ ବ୍ୟାପାର ଯୋଗୁଁ ଶ୍ରୀନିବାସ ରାଓ ଓରଫ୍‌ ସିନୁ (୨୦)ଙ୍କୁ ନିର୍ମମ ହତ୍ୟା କରାଯାଇଥିବା ପୂର୍ବରୁ ଆଲୋଚନା ହେଉଥିଲା। ତେବେ ଏହି…
ଅଧିକ ଖବର ଦେଖନ୍ତୁ...

ପାରିବାରିକ କଳହରୁ ଯୁବକଙ୍କୁ ହତ୍ୟା

ବିଂଝାରପୁର: ବିଂଝାରପୁର ଥାନା ଚନ୍ଦ୍ରମୁଁ ପଞ୍ଚାୟତ ମଲ୍ଲୀପୁର ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ଏହି ଗ୍ରାମର ପର୍ଶୁ ଧଳଙ୍କ ପୁଅ ସଂଗ୍ରାମ କେଶରୀ ଧଳ। ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି। ପ୍ରକାଶ ଯେ,…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଗିରଫ

ଭୁବନେଶ୍ବର: ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଶାଖା ଗତକାଲି ଗିରଫ କରିଛି। ତାଙ୍କୁ ଆନ୍ଧ୍ର ପ୍ରଦେଶ ପୁଲିସର ସହାୟତାରେ କାକିନାଡ଼ା ଅଞ୍ଚଳରୁ ଗିରଫ କରାଯାଇଛି। ଏ ନେଇ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଗଣମାଧ୍ୟମକୁ ବିଧିବଦ୍ଧ…
ଅଧିକ ଖବର ଦେଖନ୍ତୁ...

ହାଜତରୁ ଖସି ପଳାଇଲେ ମୁସେୱାଲା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଦୀପକ ଟିନୁ

ଚଣ୍ଡୀଗଡ଼: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ଦୀପକ ଟିନୁ ଶନିବାର ରାତିରେ ପଞାବର ମାନସାସ୍ଥିତ ‘କ୍ରାଇମ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ର ହାଜତରୁ ଖସି ପଳାଇଥିବା କଥା ଆଜି ପୁଲିସ ଅଧିକାରୀମାନେ କହିଛନ୍ତି। ମୂସେୱାଲା ହତ୍ୟା ମାମଲାରେ ଟିନୁଙ୍କ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରୁ ବ୍ରହ୍ମପୁରକୁ ଚାଲାଣ ବେଳେ ୩ କିଲୋ ସୁନା ଓ ୧୭ କିଲୋ ରୁପା ଜବତ: ୩ ଅଟକ

ବ୍ରହ୍ମପୁର: ତାମିଲନାଡୁରୁ ବ୍ରହ୍ମପୁର ପ୍ରେମନଗରକୁ ଚାଲାଣ ବେଳେ ଜିଏସଟି ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ ଗୋଳନ୍ଥରା ପୁଲିସ କାବୁ କରିଥିବ‌ାର ଖବର ମିଳିଛି। ଜଣେ  ଗାଡ଼ି ଚାଳକଙ୍କ ସହ ୩ ଜଣଙ୍କୁ ପୁଲିସ ଅଟକ ରଖିଛି। ସେମାନଙ୍କ ନିକଟରୁ ୩ କିଲୋ ସୁନା ଓ ୧୭ କିଲୋ ରୁପା ଜବତ …
ଅଧିକ ଖବର ଦେଖନ୍ତୁ...

୨୬ ଦିନ ହେଲା ନିଖୋଜ ଥିଲେ: ଜଙ୍ଗଲରୁ ମହିଳାଙ୍କ କଙ୍କାଳ ଉଦ୍ଧାର

ଲାଞ୍ଜିଗଡ(କ୍ଷମାନିଧି ମହାଖୁଡ଼): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କୁଟ୍ରୁଗୁଡା ଗାଁର ଜନୈକା ମହିଳା ଅନୁସୂୟା ହରିଜନ(୨୨ବର୍ଷ)ପ୍ରାୟ ୨୬ ଦିନ ହେଲା ନିଖୋଜ ଥିଲେ।କଳାହାଣ୍ଡି ଜିଲ୍ଲା ସୀମାନ୍ତ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗାଁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ରେଳ ଷ୍ଟେସନରୁ ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ: ଚୋରି ସାମଗ୍ରୀ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ ହୋଇଛି। ଉକ୍ତ ୬ ଜଣଙ୍କୁ ଅଟକ ରଖିଛି ଆରପିଏଫ। ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଚଳନ୍ତା ଟ୍ରେନ ଓ ଷ୍ଟେସନରେ ଅପରେସନ କରୁଥିବା ଜଣାଯାଇଛି। ସେମାନଙ୍କଠାରୁ ଭ୍ୟାନିଟି ବ୍ୟାଗ, ସୁନା ଚେନ ଓ ମୋବାଇଲ ସହ ବହୁ ଚୋରି…
ଅଧିକ ଖବର ଦେଖନ୍ତୁ...