ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ଥାନା ଅନ୍ତର୍ଗତ ବିଏମ୍‌ସି ମାର୍କେଟ୍‌ କଂପ୍ଲେକ୍ସରେ ଡକାୟତି ପାଇଁ ଉଦ୍ୟମ କରୁଥିବା ୪ ଦୁର୍ବୃତ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ, ଲିଙ୍ଗରାଜ ଥାନା ଅଞ୍ଚଳ ହରଚଣ୍ଡୀ ସାହିର ରାଜେଶ ମହାପାତ୍ର(୪୮), ଚେମେଡି ସାହିର ଦେବୀ ପ୍ରସାଦ ଭୋଇ(୨୦), ରୁଦ୍ର…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍ ଲୁଟେରାଙ୍କ ଉତ୍ପାତ, ମୁଥ ମାରିଲେ, ଚୁଟି ଟାଣି ଘୋଷାଡ଼ିଲେ

ଭୁବନେଶ୍ବର: ପାର୍ବଣ ଅବସରରେ ରାଜଧାନୀରେ ଲୁଟେରାମାନେ ବହୁମାତ୍ରାରେ ସକ୍ରିୟ ହୋଇପଡ଼ିଛନ୍ତି। ଗତ କିଛି ଦିନ ହେଲା ସହର‌ ଓ ଉପକଣ୍ଠରେ ଚୋରି, ଛିନ୍‌ତାଇ ବଢ଼ିବାରେ ଲାଗିଛି। ଗତକାଲି ଇନ୍‌ଫୋସିଟି ଥାନା ଅଞ୍ଚଳରେ ଲୁଟେରାମାନଙ୍କ ଉତ୍ପାତକୁ ନେଇ ବିଭିନ୍ନ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଛି। ଏକ…
ଅଧିକ ଖବର ଦେଖନ୍ତୁ...

ବାର୍‌ରେ ମାଡ଼ ମାରି ବ୍ରେସ୍‌ଲେଟ୍‌ ଛଡ଼ାଇନେଲେ

ଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ ଅଶୋକା ବାର୍‌ରେ ଜଣେ ଗ୍ରାହକଙ୍କୁ ଆକ୍ରମଣ କରି ଲୁଟ୍‌ କରାଯାଇଛି ବୋଲି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଆକ୍ରମଣ ଓ ଲୁଟ୍‌ର ଶିକାର ହୋଇଥିବା ସହିଦନଗରର ସୂର୍ଯ୍ୟନାରାୟଣ ବାରିକ ଏନେଇ ଆଜି ପୁଲିସର ଦ୍ବାରସ୍ଥ ହୋଇଛନ୍ତି। ସୂର୍ଯ୍ୟଙ୍କ…
ଅଧିକ ଖବର ଦେଖନ୍ତୁ...

ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରି ଶଠ ପ୍ରେମିକ ଗିରଫ

ଭୁବନେଶ୍ବର: ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରି ଗିରଫ ହୋଇଛି ଶଠ ପ୍ରେମିକ। ଏଭଳି ଏକ ଅଭିଯୋଗରେ ଆଜି ଖାରବେଳନଗର ଥାନା ପୁଲିସ ୟୁନିଟ୍‌-୩ ଲେବର କଲୋନିର ଲୋକନାଥ ମହାରଣା(୨୪)କୁ ଗିରଫ କରିଛି। ସୂଚନା ମୁତାବକ ଅଭିଯୁକ୍ତ ଲୋକନାଥ ଖାରବେଳନଗରସ୍ଥିତ ଏକ ଜୁଏଲାରିରେ ସେଲ୍ସ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଏନ୍‌ସିସି ଅଧ୍ୟାପକଙ୍କ ଦୁଷ୍କର୍ମ ଘଟଣା: ପୋ‌କ୍ସୋ ଆକ୍ଟରେ ମାମଲା ରୁଜୁ

ଭୁବନେଶ୍ବର: ଶ୍ରୀଜୟଦେବ କଲେଜ ଅଫ୍ ଏଜୁକେସନ୍ ଆଣ୍ଡ ଟେକ୍ନୋଲୋଜିର ଏନ୍‌ସିସି ଅଧ୍ୟାପକ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ କଲେଜ ପାଇଁ ଅଡ଼ୁଆ ବଢ଼ିଛି। କଲେଜ ଅଧ୍ୟକ୍ଷ ଏହି ମାମଲାକୁ ଚପାଇ ଦେବାକୁ ଯାଇ ରଫାଦଫା କରିବାକୁ ଉଦ୍ୟମ କରୁଥିବା ବେଳେ ଆଜି ପାହାଳ ଥାନା ପୁଲିସ ପୋକ୍‌ସୋ…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରୁ ଅପହରଣ କରି ଛତିଶଗଡ଼ରେ ହତ୍ୟା: କୋଇଲା ବୋଝେଇ ଟ୍ରକରୁ ମିଳିଲା ଶବ

ରାଉରକେଲା: ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଯୋଜନାବଦ୍ଧ ଭାବେ ଅପହରଣ କରି ତାଙ୍କୁ ଛତିଶଗଡର ରାୟଗଡ଼ରେ ହତ୍ୟା କରାଯାଇଛି। ପରେ ତାଙ୍କ ଶବକୁ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ଉପରେ ଫିଙ୍ଗି ଦିଆଯାଇଛି। ମୃତ ଯୁବକ ଜଣକ ହେ​ଲେ ଦେବଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚନେଇ ତହସିଲ କିରାଣି ଗିରଫ

ବୈପାରିଗୁଡା: ଡଙ୍ଗର ଜମିର କିସମ ପରବର୍ତ୍ତନ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣି ସତ୍ୟ ନାରାୟଣ ଦଳେଇ। ନିଜ କାର୍ଯ୍ୟାଳୟରେ ଜଣେ ହିତାଧିକାରୀଙ୍କଠାରୁ ୫ହଜାର ଟଙ୍କା ନେବାସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଲ୍ ପାସ୍ କରିବାକୁ ୨୭ ହଜାର ଲାଞ୍ଚ ନେଇ ଭିଜିଲାନ୍ସ୍ ଜାଲରେ ଜିଆରଏସ୍‌

ଗୋଳନ୍ଥରା: ବନ୍ଧ ପୁନରୁଦ୍ଧାର କାମର ବିଲ୍ ପାସ୍ କରିବାକୁ ଲାଞ୍ଚ ମାଗି ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଇନ୍ଦ୍ରାକ୍ଷୀ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସିଏଚ୍‌.ଚନ୍ଦ୍ରେୟା। ଅଭିଯୋଗକାରୀ ହନ୍ତଳୁ ଗ୍ରାମର ଋଷି ରେଡ୍ଡୀଙ୍କ ଠାରୁ ୨୭ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

କଟକ ଏସସିବିରେ ପିଲା ଚୋରି ଘଟଣା: ୨ ଗିରଫ, ଜଣେ ଅଟକ

କଟକ: ବହୁଚର୍ଚ୍ଚିତ କଟକ ବଡ଼ଡ଼ାକ୍ତରଖାନାରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପିଲା ଚୋରି ଘଟଣାରେ ଆଜି ସନ୍ଧ୍ୟାରେ କମିସନରରେଟ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ଅନ୍ୟ ଜଣେ ଅଟକ ଥିବା ନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କ ଶବକୁ ଗାୟବ କରିବାକୁ ଆମ୍ବୁଲାନ୍ସ ବୁକ କଲେ ପ୍ରେମିକ, ରାସ୍ତା ମଝିରୁ ଧରିଲା ପୁଲିସ

ପୁଣେ: ମହାରାଷ୍ଟ୍ରର ଭୀୱାଣ୍ଡିରେ ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି | ଏହି ଯୁବକ ତାଙ୍କ ଲିଭ-ଇନ୍ ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ୩୦ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ୩ ଦିନ ତଳେ ଯୁବତୀ ଜଣକ ମଦ୍ୟପାନ କରି ଘରକୁ ଫେରିଥିଲେ ଆଉ କୌଣସି…
ଅଧିକ ଖବର ଦେଖନ୍ତୁ...