Daily Archives

December 2, 2017

ଜୀବନ୍ତ ଶିଶୁକୁ ମୃତ ଘୋଷଣା କରି ଅଡୁଆରେ ମ୍ୟାକ୍ସ ହସ୍‌ପିଟାଲ, ରଦ୍ଦ ହୋଇପାରେ ଲାଇସେନ୍ସ

ନୂଆଦିଲ୍ଲୀ: ଏକ ନବ ଜନ୍ମିତ ଜୀବନ୍ତ ଶିଶୁକୁ ଦିଲ୍ଲୀର ଏକ ଘରୋଇ ହସ୍‌ପିଟାଲର ଡାକ୍ତରମାନେ ମୃତ ଘୋଷଣା କରିବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କର ଏପ୍ରକାର ଦାୟିତ୍ୱହୀନ କାର୍ଯ୍ୟକଳାପ ସଂପର୍କରେ ଏବେ ଭାରତୀୟ ମେଡ଼ିକାଲ କାଉନସିଲ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଆଉ ଏକ ମାଲାୟାଲମ ଗୀତ ଗାଇ ଚର୍ଚ୍ଚାରେ ଧୋନି ତନୟା, ଭିଡିଓ ହେଲା ଭାଇରାଲ୍‌

ମୁମ୍ବାଇ: ଅନ୍ୟ ଷ୍ଟାର୍‌ କିଡମାନଙ୍କଠାରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ସୋସିଆଲ୍‌ ମିଡିଆରେ ବେଶ୍‌ ଲୋକପ୍ରିୟ। କେବେ ରୁଟି ବେଲି ତ କେବେ ନୃତ୍ୟ କରି। ପୁଣି କେବେ ଗୀତ ଗାଇ। ଜିଭାଙ୍କର କୌତୂକିଆ ଆଚରଣ ଦେଖିବାକୁ ସୋସିଆଲ୍‌ ମିଡିଆରେ ଲୋକ…
ଅଧିକ ଖବର ଦେଖନ୍ତୁ...

୪ରୁ ଏସିଆ ଶକ୍ତିଉତ୍ତୋଳନ ପ୍ରତିଯୋଗିତା, ଓଡ଼ିଶାରୁ ୨ ପ୍ରତିଯୋଗୀ

ଭୁବନେଶ୍ୱର: କେରଳର ଆଲେପି ଠାରେ ଆଗାମୀ ଡିସେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ଏସିଆ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାରୁ ୨ଜଣ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ଡିସେମ୍ବର ୯ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରଦୀପ କୁମାର ପାତ୍ର ଓ ଅନୁପମା ସ୍ୱାଇଁ ଭାଗ ନେବେ।…
ଅଧିକ ଖବର ଦେଖନ୍ତୁ...

ଚାଳକ ମଦ୍ୟପାନ କରି ରେଳ ଟ୍ରାକ୍‌ରେ ଚଳାଇଲା ପିକ୍‌-ଅପ୍‌ ଭ୍ୟାନ୍‌, ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜମସେଦପୁର: ଝାଡଖଣ୍ଡର ପାଲାମୁ ଜିଲ୍ଲା  ଡାଲଟନଗଞ୍ଜସ୍ଥିତ ରେଳ ଟ୍ରାକ୍‌ରେ ବୁଧବାର ମଧ୍ୟରାତିରେ ଆସିବାକୁ ଥିବା ଟାଟା ଅମ୍ରିତସର୍‌ ଏକ୍ସପ୍ରେସର ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ମଧ୍ୟରାତିରେ ରାଜହରା ଓ ଲାଲ୍‌ଘର ରେଳ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସୁନ୍ଦରୀଙ୍କ ନାପକିନ୍‌ ବ୍ୟବହାର ସଂପର୍କିତ ସଚେତନତାମୂଳକ କାର୍ଯ୍ୟକ୍ରମକୁ ସମର୍ଥନ କଲେ ହରିଆଣା ସରକାର

ଚଣ୍ଡୀଗଡ଼: ଅନ୍ତର୍ଜାତୀୟ ଗୀତା ମହୋତ୍ସବ କାର୍ଯ୍ୟକ୍ରମରେ ଗୁରୁବାର ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମହିଳାମାନଙ୍କ ନିମନ୍ତେ ଏକ ନୂତନ ଘୋଷଣା ଆରମ୍ଭ କରିଛନ୍ତି। ‘ଆଜିଠାରୁ ରାଜ୍ୟର ସ୍କୁଲ୍‌ ଝିଅଙ୍କ ପାଇଁ ଆମେ ମାଗଣା ସାନିଟାରି ନାପ୍‌କିନ୍‌ ଯୋଗାଇ ଦେବୁ। ଏହି ପ୍ରକଳ୍ପ ପାଇଁ ୧୮…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ ଆରମ୍ଭ

ପୁରୀ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇ ଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପର୍କରେ ଆଲୋଚନା ହେବାକୁ ଥିବା ବୈଠକରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ଅଶାଳୀନ ଚାହାଣି, ତା’ପରେ ଆପତ୍ତିଜନକ କାର୍ଯ୍ୟ ଓ ଶେଷରେ ଅଧ୍ୟାପିକାଙ୍କ ଫୋନ୍‌ ନେଇ ଫେରାର୍‌ ହେଲା ଯୁବକ

ନୂଆଦିଲ୍ଳୀ: ଦିଲ୍ଲୀର ଏକ ଜନବହୁଳ ଅଞ୍ଚଳ କନ୍ନଟ୍‌ ପ୍ଲେସ୍‌ ଗୁରୁବାର ସଂଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୩୨ ବର୍ଷୀୟା ଅଧ୍ୟାପିକା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅସଦାଚରଣ ପରେ ଅଭିଯୁକ୍ତ ଯୁବକ ମହିଳାଙ୍କ ମୋବାଇଲ୍‌ ଫୋନ୍‌ ନେଇ ଦୌଡ଼ି ପଳାଇ ଯାଇଛନ୍ତି। ଅଭିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଏଣିକି ରେଳରେ ଯାତ୍ରୀଙ୍କୁ ମିଳିବ ଖଦିର ବେଡ୍‌କିଟ୍‌, ଚାହିଁଲେ ଘରକୁ ଆଣି ପାରିବେ

ନୂଆଦିଲ୍ଲୀ: ଭାରତୀୟ ଜୀବନଶୈଳୀକୁ ଦୃଷ୍ଟିରେ ରଖିବା ସହିତ ସ୍ୱଦେଶୀ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଭାରତୀୟ ରେଲେଓ୍ଵ ଖଦିରେ ତିଆରି ତକିଆ, ଚାଦର ଓ ତଉଲିଆ ଯାତ୍ରୀଙ୍କୁ ଯାତ୍ରା ସମୟରେ ପ୍ରଦାନ କରିବାର ଯୋଜନା କରିଛି। ସେପ୍ଟେମ୍ବରରେ ନରେନ୍ଦ୍ର ମୋଦି ‘ମନ କି ବାତ୍‌’ରେ ଲୋକମାନଙ୍କୁ ଖଦି…
ଅଧିକ ଖବର ଦେଖନ୍ତୁ...

ସାଇକେଲ ସେବା ବି ଆରମ୍ଭ କରିବ ଓଲା

ମୁମ୍ବାଇ: ଯାହା ଜଣାପଡୁଛି କେବଳ ଟାକ୍ସି ବା ଅଟୋ ସେବାକୁ ନେଇ ସନ୍ତୁଷ୍ଟ ନାହିଁ ଓଲା । କମ୍ପାନି ପକ୍ଷରୁ ଏବେ ସାଇକେଲ ସେବା ପାଇଁ ଯୋଜନା କରାଯାଉଥିବା ଜଣାଯାଇଛି । ଏହି ସେବାର ନାଁ ରଖା ଯାଇଛି ପେଡାଲ । ଯେଉଁ ସ୍ଥାନଗୁଡିକ ବେଶ ଦୂରରେ ନାହିଁ, କିନ୍ତୁ ଚାଲିଚାଲି ବି…
ଅଧିକ ଖବର ଦେଖନ୍ତୁ...

ଫ୍ଲାଇଟ୍‌ ୭ ଘଣ୍ଟା ବିଳମ୍ବ ପରେ ମୁମ୍ବାଇ ଏୟାରପୋର୍ଟରେ ଯାତ୍ରୀଙ୍କ ଲଙ୍କାକାଣ୍ଡ

ମୁମ୍ବାଇ: ଫ୍ଲାଇଟ୍‌ ବିଳମ୍ବକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଧୀରେ ଧୀରେ ଉଗ୍ରରୂପ ଧାରଣ କରୁଛି । କିଛିଦିନ ତଳେ ଗୌହାଟୀ ଏୟାରପୋର୍ଟରେ ଫ୍ଲାଇଟ୍‌ ବିଳମ୍ବ ଯୋଗୁଁ କେନ୍ଦ୍ରମନ୍ତ୍ରୀ କେଜେ ଆଲଫନ୍ସ ଜଣେ ମହିଳା ଡାକ୍ତରଙ୍କ ରୋଷର ଶିକାର ହୋଇଥିଲେ। ସେହିପରି ଆଉ ଏକ ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...