Daily Archives

December 6, 2017

ଝିଅ ବାହାଘର ପାଇଁ ଅବିକଳ ଆଧାରକାର୍ଡ ଭଳି ନିମନ୍ତ୍ରଣ ପତ୍ର ଛାପିଲେ ପିତା

ଇନ୍ଦୋର: ସରକାର ଏଣିକି ପ୍ରତ୍ୟେକଟି ସରକାରୀ କ୍ଷେତ୍ରରେ ଆଧାରକାର୍ଡକୁ ବାଧ୍ୟତାମୂଳକ କରି ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟ, ବୀମା ପଲିସି, ପାନ୍‌କାର୍ଡ, ଫୋନ୍‌ ନମ୍ବର ସହିତ ଆଧାର ସଂଯୋଗ ଅନିବାର୍ଯ୍ୟ ହୋଇଯାଇଛି। ତେଣୁ ଏହି ସଚେତନା ବାର୍ତ୍ତାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ମଧ୍ୟପ୍ରଦେଶର…
ଅଧିକ ଖବର ଦେଖନ୍ତୁ...

ସପିଂ ବାହାନାରେ ଡାକି ସିନେମା ହଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମିରଟ ଜିଲ୍ଲାଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୧୬ ବର୍ଷର ବାଳିକାକୁ ଏକ ସିନେମା ହଲ ମଧ୍ୟରେ କରାଯାଇଛି ଗଣଦୁଷ୍କର୍ମ । ପୋଲିସ ଏହି ଘଟଣା ସହ ଜଡ଼ିତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ରିପୋର୍ଟ ଅନୁଯାୟୀ, ଦୁଇ ମାସ ପୂର୍ବେ ଅଭିଯୁକ୍ତଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ୨ ନାବାଳକ ସମେତ ୩ ଅନ୍ତଃ ରାଜ୍ୟ ଲୁଟେରା ଗିରଫ, ୨୦ ମୋବାଇଲ ଜବତ

ଭଦ୍ରକ: ଦୁଇ ଜଣ ନାବାଳକ ସମେତ ତିନି ଜଣ ଅନ୍ତଃ ରାଜ୍ୟ ଲୁଟେରାକୁ ଗିରିଫ କରି ଭଦ୍ରକ ପୁଲିସ ୨୦ଟି ମୋବଇଲ ଜବତ କରିଛି। ପୁଲିସ ଝାରଖଣ୍ଡର ସାହେବଗଞ୍ଜ ଜିଲ୍ଲା ରାଜମହଲ ଥାନା ଅନ୍ତର୍ଗତ ତିନିପହାଡ଼, ବାଉପୁର ଗ୍ରାମର ଲାଲସି ମାହାତୋଙ୍କ ପୁଅ ମିଥୁନ ମାହାତୋ, ତେଲଝାଡ଼ି ଅଞ୍ଚଳର ୨ ନାବାଳକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ପ୍ରଭାବ: ଭିଜିିବ ରାଜ୍ୟର ଅଧିକାଂଶ ଅଞ୍ଚଳ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଆଜି ଅପରାହ୍ଣ ୨ଟା ବେଳକୁ ଲଘୁଚାପଟି ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମ୍‌ ତଟ ଠାରୁ ୧୧୬୦ କିଲୋମିଟର ଏବଂ ଗୋପାଳପୁର ତଟ ଠାରୁ ୧୨୫୦ କିଲୋମିଟର ଦୂରରେ ରହିଛି। ଏହା କ୍ରମଶଃ ସମୁଦ୍ର ଭିତରେ…
ଅଧିକ ଖବର ଦେଖନ୍ତୁ...

ଏମଆଇ-ଏ୧ ଦର ୨ ହଜାର ଟଙ୍କା କମିଲା !

ଚାଇନିଜ୍‌ ହାଣ୍ଡସେଟ୍‌ ନିର୍ମାତା କମ୍ପାନି ସାଓମି ପକ୍ଷରୁ ନିଜର ଲୋକପ୍ରିୟ ସ୍ମାର୍ଟଫୋନ ଏମଆଇ-ଏ୧ ର ମୂଲ୍ୟ ପ୍ରାୟ ୨ ହଜାର ଟଙ୍କା ହ୍ରାସ କରାଯାଇଛି । ତେବେ ଏହି ମୂଲ୍ୟ ରିହାତି ମାତ୍ର ୩ ଦିନ ପାଇଁ ରହିବ । ଏ ସମ୍ପର୍କରେ କମ୍ପାନି ପକ୍ଷରୁ ଟ୍ଵିଟ୍‌ କରାଯାଇଛି । ୭ରୁ ୯ ଡିସେମ୍ବର…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିଥିବା ଡିଏଭି ଛାତ୍ରୀଙ୍କ ପିତା-ମାତା ଆଣିଲେ ଅଭିଯୋଗ, ଆଇଏଏସ ଅଫିସରଙ୍କ ଝିଅ ତାନିଆଙ୍କୁ କରୁଥିଲା ହଇରାଣ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍‌- ୮ ଆଠନମ୍ବର ଡିଏଭି ସ୍କୁଲ ହଷ୍ଟେଲରେ ଛାତ୍ରୀ ଆତ୍ମହତ୍ୟା ମାମଲା ନୂଆମୋଡ ନେଇଛି। ମୃତ ଛାତ୍ରୀ ତାନିଆ ବାନାର୍ଜିଙ୍କ ମାଆ ବୁଧବାର ଏକ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ତାନିଆକୁ ଆଇଏଏସ ଅଫିସରଙ୍କ ଝିଅ ଅତ୍ୟଧିକ ଚାପ ପକାଉଥିଲା। ତେଣୁ ମାମଲାକୁ ଚପାଇ…
ଅଧିକ ଖବର ଦେଖନ୍ତୁ...

ବିରାଟ ଖେଳିବେ ନୂଆ ଇନିଂସ: ଏଇ ମାସରେ ବିବାହ, ଇଟାଲିରେ ଭବ୍ୟ ଅୟୋଜନ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ବୁଧବାର ଶେଷ ହୋଇଥିବା ୩ଟି ମ୍ୟାଚର ଶୃଙ୍ଖଳାକୁ ୧-୦ରେ ବିଜୟୀ ହେବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଛନ୍ତି। ଏହି ବିଶ୍ରାମ ସମୟରେ .ସେ ଜୀବନର ନୂଅା ଇନିଂସ ଅାରମ୍ଭ କରିବେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କୋହଲି ଓ…
ଅଧିକ ଖବର ଦେଖନ୍ତୁ...

ବିଧାନସଭାରେ ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ବିଲ୍‌ ପାରିତ ପରେ, ୮ବର୍ଷର ନାବାଳିକାକୁ ଦୁଷ୍କର୍ମ

ଇନ୍ଦୋର: ମଧ୍ୟପ୍ରଦେଶରେ ଆଠବର୍ଷର ଶିଶୁ ଦୁଷ୍କର୍ମର ଶିକାର ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମଧ୍ୟପ୍ରଦେଶରେ ୧୨ବର୍ଷ ଓ ତା’ଠାରୁ କମ୍‌ ବୟସର ଶିଶୁ କନ୍ୟାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ଶୁଣାଣିର ବିଲ୍‌ ପାରିତ…
ଅଧିକ ଖବର ଦେଖନ୍ତୁ...

କ’ଣ ଗାଡ଼ି ଚଢ଼ୁଛନ୍ତି? ସାବଧାନ୍‌! ମୋଦି ଛଡ଼ାଇନେବେ ଗ୍ୟାସ୍‌ ସବସିଡି !!

ନୂଆଦିଲ୍ଲୀ: ଆପଣ କ’ଣ ଚାରି ଚକିଆ ଗାଡ଼ି, ମାନେ କାର ଚଢ଼ୁଛନ୍ତି, ଆଉ ଏଣେ (ରନ୍ଧନଗ୍ୟାସ) ଏଲପିଜିରେ ମିଳୁଥିବା ସବସିଡିର ଲାଭ ମଧ୍ୟ ଉଠାଉଛନ୍ତି; ତେବେ ସାବଧାନ୍‌ ହୋଇଯାଆନ୍ତୁ। କାରଣ, କାର ଚଢ଼ୁଥିବା ଏଲ୍‌ପିଜି ବ୍ୟବହାରକାରୀମାନଙ୍କ ସବସିଡିକୁ ଛଡ଼ାଇ ନେବା ପାଇଁ ମୋଦି ସରକାର ଯୋଜନା ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ସଚିବାଳୟ ଠାରେ ବୁଧବାର ଆରମ୍ଭ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଚାଲିଥିବା ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ ବୋଲି ଆଶା କରାଯାଉଛି।
ଅଧିକ ଖବର ଦେଖନ୍ତୁ...