Daily Archives

February 3, 2018

‘ପ୍ୟାଡ୍‌ମ୍ୟାନ୍‌’ର ପ୍ରମୋସନ୍‌ ଲାଗି ‘ପ୍ୟାଡ୍‌’ ସହ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିବାକୁ କହିଲେ…

ନୂଆଦିଲ୍ଲୀ : ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ମଧ୍ୟ ଲୋକେ ମହିଳାଙ୍କ ମାସିକଧର୍ମକୁ ଏକ ଭିନ୍ନ ନଜରରେ ଦେଖୁଛନ୍ତି । ଆଜି ମଧ୍ୟ ମହିଳାମାନେ ସାନିଟାରି ନ୍ୟାପକିନକୁ ଲୁଚାଛପାରେ କିଣିଥାନ୍ତି । ତେବେ ବର୍ତ୍ତମାନମାସିକ ଧର୍ମ ଏବଂ ସାନିଟାରି ନ୍ୟାପକିନକୁ ନ ଲୁଚାଇ ଏହା ବିଷୟରେ ଖୋଲାରେ କଥା…
ଅଧିକ ଖବର ଦେଖନ୍ତୁ...

ମଦ ରାଜସ୍ୱ କମୁଥିବାରୁ ଚିନ୍ତାରେ ୟୁପିର ଯୋଗୀ ସରକାର, ଏଣିକି ମଦଦୋକାନରେ ବି କ୍ୟାସଲେସ୍‌ ସୁବିଧା

ଲକ୍ଷ୍ନୌ: ମଦରାଜସ୍ୱ କମୁଥିବାରୁ ଚିନ୍ତାରେ ଅଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । କିପରି ଲୋକମାନେ ଅଧିକ ମଦ ପିଇବେ ଓ ରାଜସ୍ୱ ବଢିବ ସେନେଇ ରାଜ୍ୟସରକାର ନିଜର ନୂଆ ଅବକାରୀ ନୀତିରେ ବ୍ୟବସ୍ଥା କରିଛନ୍ତି । ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ଆସନ୍ତା ଏପ୍ରିଲ୧ରୁ ୟୁପିର ସବୁ ମଦ ଦୋକାନରେ…
ଅଧିକ ଖବର ଦେଖନ୍ତୁ...

ସାଇକ୍ଲୋଥନ୍‌ ପୂର୍ବରୁ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଭଙ୍ଗାରୁଜା, ଧର୍ମେନ୍ଦ୍ରଙ୍କ ସଂସ୍ଥାକୁ କୋଟିଏ ଟଙ୍କା ଜରିମାନା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିିୟମରେ ଫେବ୍ରୁଆରି ୪(ରବିବାର)ରେ ଆୟୋଜନ ହେବାକୁ ଥିବା ସାଇକ୍ଲୋଥନ୍‌ ପୂର୍ବରୁ କଳିଙ୍ଗ ଷ୍ଟାଡ଼ିୟମର ଲାଗିଥିବା ଏକ ଷ୍ଟଲରେ ପ୍ରବଳ ଭଙ୍ଗାରୁଜା ଓ ଉତ୍ତେଜନା ଦେଖାଯାଇଛି। କିଟ୍‌ ନ ମିଳିବାରୁ ଶନିବାର ସନ୍ଧ୍ୟାରେ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଯୁବକମାନେ ଏହି…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ମିସ୍‌କଲ ଓ ଚାକିରି ପ୍ରଲୋଭନ ଯୁବତୀଙ୍କ ଜୀବନ ନଷ୍ଟ କରିଦେଲା…

ବରେଲି: ଫୋନ୍‌ରେ ଗୋଟିଏ ମିସ୍‌ କଲ ଯୁବତୀଙ୍କ ଜୀବନ ନଷ୍ଟ କରି ଦେଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ତେବେ ଘଟଣାଟି ହେଉଛି ଏପରି, ଯୁବତୀଙ୍କ ପାଖକୁ ଏକ ମିସ୍‌ କଲ ଆସିଥିଲା। ସେ ସେହି ନମ୍ବରରେ କଲ କରିବାରୁ ତାଙ୍କୁ ଚାକିରି ଦିଅାଯିବ ବୋଲି କହି ୬ଜଣ ଯୁବକ ଡାକି ନେଇ ଗଣଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ଆସ୍କା: ଡକାୟତି ଯୋଜନା ପଣ୍ଡ, ବାଇକ-ବନ୍ଧୁକ ସମେତ ୬ ଅପରାଧୀ ଗିରଫ

ଆସ୍କା: ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ୬ ଜଣ ଡକାୟତଙ୍କୁ ଆସ୍କା ପୁଲିସ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗିରଫ କରିଛି। ଡକାୟତମାନେ ଜଗଦଲପୁର ବିଶ୍ରାମାଗାରରେ ଯୋଜନା ପ୍ରସ୍ତୁତ କରୁଥିଲେ। ପୁଲିସ ଅଭିଯକ୍ତମାନଙ୍କ ଠାରୁ ୪ଟି ବାଇକ, ଗୋଟିଏ ଦେଶୀ ବନ୍ଧୁକ, ୨୦ ହଜାର ଟଙ୍କା ଓ ୯ଟି…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଦୁଇଟି ନୁହେଁ, ଆସନ୍ତା ସପ୍ତାହରେ ୧୧ଟି ନୂଆ ମଡେଲ ଲଞ୍ଚ୍‌ କରିବ ହୋଣ୍ଡା

ନୂଆଦିଲ୍ଲୀ : ଆସନ୍ତା ୭ ତାରିଖରେ  ନୋଇଡାଠାରେ ଅନୁଷ୍ଠିତ ହେବାକୁଥିବା ଅଟୋ ଏକ୍ସପୋରେ ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଏକ ଧମାକା କରିବାକୁ ଯାଉଛି । କମ୍ପାନି ଗୋଟିଏ ଦୁଇଟି ନୁହେଁ ୧୧ଟି ନୂଆ ଦୁଇଚକିଆ ମଡେଲର ଉନ୍ମୋଚନ କରିବ ବୋଲି ଘୋଷଣା କରିଛି । ପ୍ରଥମ ଥର ପାଇଁ ଅଟୋ…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ଭୁଲ ପାଇଁ ୧୦ବର୍ଷର ପୁଅକୁ ଶିକୁଳିରେ ବାନ୍ଧି ଘରେ ବନ୍ଦ କରି ରଖିଥିଲେ ବାପା

ହାପୁଡ଼ା: ଉତ୍ତରପ୍ରଦେଶର ଜନପଦ ହାପୁଡରେ ଏକ ଅଭାବନୀୟ ଘଟଣା ଘଟିଛି। ବାପା ତାଙ୍କର ୧୦ବର୍ଷର ପୁଅକୁ ଶିକୁଳିରେ ବାନ୍ଧି ଦେଢ଼ ବର୍ଷ ପର୍ଯ୍ୟନ୍ତ ଏକ ଘରେ ବନ୍ଦ କରି ରଖିଥିଲେ। ପୁଲିସ ଏହି ବାଳକକୁ ଉଦ୍ଧାର କରିଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ସିଟି କୋତବାଲି ଇନ୍ସପେକ୍ଟର ପଙ୍କଜ ଲବାନିଆ…
ଅଧିକ ଖବର ଦେଖନ୍ତୁ...

ଅଜବ ବଜାର : ଯେଉଁଠି ପନିପରିବା ଜାଗାରେ ବିକ୍ରି ହୁଏ ଟଙ୍କା

ବର୍ତ୍ତମାନର ସମୟରେ ଜୀବନ ବଞ୍ଚିବା ପାଇଁ ଏକ ଜରୁରୀ ଜିନିଷ ପାଲିଟିଛି ଟଙ୍କା ବା ମୁଦ୍ରା । ଟଙ୍କା ରୋଜଗାର କରିବା ପାଇଁ ଲୋକ ଭିନ୍ନ ଭିନ୍ନ ଦେଶ ଯିବା ସହ ଅନେକ ଅପରାଧ ମଧ୍ୟ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ କେବେ ମଧ୍ୟ ଟଙ୍କାର ଅଭାବ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନ୍‌ ସହ ଯୁବକର ଲାଇଭ୍‌ ଭିଡିଓ ଘଟଣା : ଭିଡିଓ ନକଲି ନୁହେଁ, ଅସଲି ବୋଲି କହିଲେ ଅାରପିଏଫ୍ ଅଧକାରୀ

ହାଇଦ୍ରାବାଦ: ଗତ ସପ୍ତାହରେ ଚଳନ୍ତା ଟ୍ରେନ୍‌ ସହ ଜଣେ ଯୁବକ ଲାଇଭ୍‌ ଭିଡିଓ ନେଉଥିବା ବେଳେ ଟ୍ରେନ୍‌ଟି ଯୁବକଙ୍କୁ ପଛରୁ ଆସି ପିଟି ଦେଇଥିବାରୁ ଯୁବକ ଜଣକ ଛିଟିକି ପଡ଼ିବାକୁ ଗୁରୁତର ହୋଇଥିଲେ ବୋଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହୋଇଥିଲା। ତେଲେଙ୍ଗାନାର ଶିବ ନାମକ ଯୁବକ ଏପରି ଦୁଃସାହସିକ…
ଅଧିକ ଖବର ଦେଖନ୍ତୁ...

ଛାତିରେ କେଶ ଥିବା ପୁରୁଷଙ୍କ ସ୍ୱଭାବ ଏମିତି କାହିଁକି? ଜାଣନ୍ତୁ

ଆପଣ ବହୁତ ସମୟରେଏକଥା କେହି କେହି କହିବା ଶୁଣିଥିବେ, ଯେଉଁ ପୁରୁଷଙ୍କ ଛାତିରେ କେଶ ନ ଥାଏ ସେମାନଙ୍କ ଉପରେ ଭରସା କରାଯାଇ ପାରିବ ନାହିଁ। ତେବେ କେବେ ଆପଣ ଏହା ପଛର ରହସ୍ୟ ବିଷୟରେ ଚିନ୍ତା କରିଛନ୍ତି କି ? ବର୍ତ୍ତମାନ ଅନେକ ପୁରୁଷ ଫ୍ୟାସନ ପାଇଁ ନିଜ ଛାତିର କେଶ କାଟି ଦେଉଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...