Daily Archives

March 23, 2018

ଅନୁଗୁଳ ଓ ଟିଟିଲାଗଡ ସର୍ବାଧିକ ଉତ୍ତପ୍ତ ସହର, ତାପମାତ୍ରା ୪୦.୫ ଡିଗ୍ରି

ଭୁବେନେଶ୍ୱର: ରାଜ୍ୟର ୬ଟି ସହରରେ ଶୁକ୍ରବାର ୪୦ ଡିଗ୍ରିରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ସକାଳ ୧୦ଟା ପରେ ଟାଣୁଆ ଖରା ଅନୁଭୂତ ହୋଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଓ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅନର କିଲିଂ : ବିବାହର କିଛି ଘଣ୍ଟା ପୂର୍ବରୁ ଝିଅକୁ ନିର୍ମମ ଭାବେ ହତ୍ୟା କଲା ବାପା

ମାଲାପୁରମ୍‌ : ବିବାହର କିଛି ସମୟ ପୂର୍ବରୁ ଲିଭି ଯାଇଛି କନ୍ୟାର ଜୀବନ ଦୀପ । ନିଜ ସ୍ୱପ୍ନର ରାଜକୁମାରକୁ ବିବାହ କରିବାର ସ୍ୱପ୍ନ ଅଧୁରା ରହି ଯାଇଛି । ଅଲଗା ଜାତିରେ ଝିଅ ଭଲପାଇ ବିବାହ କରୁଥିବାରୁ ରାଗରେ ନିଜ ଝିଅକୁ ହତ୍ୟା କରିଛି ବାପା । ଏହି ଘଟଣାଟି କେରଳର ମାଲାପୁରମ୍‌ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମସର ଶକ୍ତି ଦେଖି ଚକିତ ଦକ୍ଷିଣ-ପୂର୍ବ ଏସୀୟ ଦେଶ, କିଣିବାକୁ ଆଗ୍ରହ

ନୂଆଦିଲ୍ଲୀ: ଭାରତର ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ୍‌ର ଶକ୍ତି ଓ ପରାକ୍ରମ ଦେଖି ଦକ୍ଷିଣପୂର୍ବ ଏସୀୟ ଦେଶମାନେ ଚକିତ ହୋଇଯାଇଛନ୍ତି ଓ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏସବୁ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଭିଏତନାମ, ମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆ । ଭାରତ ଓ…
ଅଧିକ ଖବର ଦେଖନ୍ତୁ...

ମୁକ ଓ ବଧୀରମାନଙ୍କ ପାଇଁ ଆସିଲା ଭାରତର ପ୍ରଥମ ସାଂକେତିକ ଭାଷାକୋଷ

ନୂଆଦିଲ୍ଲୀ : ଏବେ ମୁକ ଓ ବଧୀର ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ନୂଆ ସାଂକେତିକ ଭାଷାକୋଷ ବାହାରିଛି । କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି । ଏହାକୁ ଭାରତର ପ୍ରଥମ ସାଂକେତିକ ଶବ୍ଦକୋଷ ବୋଲି କୁହାଯାଉଛି । କେନ୍ଦ୍ର ସାମାଜିକ ନ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଜିନତ୍‌ଙ୍କ ନୂଆ ବୟାନ, ଦୁଷ୍କର୍ମକାରୀ ବ୍ୟବସାୟୀ ତାଙ୍କଠାରୁ ୧୫ କୋଟି ଲୁଟିଛନ୍ତି

ମୁମ୍ବାଇ: ସତୁରି ଦଶକର ଲୋକପ୍ରିୟ ବଲିଉଡ୍‌ ନାୟିକା ଜିନତ୍‌ ଅମନ୍‌ ଜୁହୁ ପୁଲିସ୍‌ ଷ୍ଟେସନ୍‌ଠାରେ ଯେଉଁ ବ୍ୟକ୍ତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଉକ୍ତ ବ୍ୟକ୍ତି ଜଣକ ଜିନତ୍‌ ଅମନଙ୍କୁ ଧମକାଇ ତାଙ୍କଠାରୁ ୧୫ କୋଟି ଟଙ୍କା ନେଇଥିଲେ ବୋଲି ଏବେ ଅଭିନେତ୍ରୀ ମତ ରଖିଛନ୍ତି। ଖାଲି…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍‌ ସ୍ତରରେ ଅଦଳବଦଳ: ଘନଶ୍ୟାମ ଉପାଧ୍ୟାୟ ଏସ୍‌ଆଇଡବ୍ଲୁ ଆଇଜି

ଭୁବନେଶ୍ୱର: ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ ସେବା(ଆଇପିଏସ୍‌) ସ୍ତରରେ ଶୁକ୍ରବାର ଅଦଳବଦଳ ହୋଇଛି। ଏହି ଆଧାରରେ ବରିଷ୍ଠ ପୁଲିସ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଏସ୍‌ଆଇଡବ୍ଲୁ ଆଇଜି, ନରସିଂହ ଭୋଳଙ୍କୁ ତାଳଚେର ରେଞ୍ଜ ଡିଆଜି ଓ ସୂର୍ଯ୍ୟ ଥଙ୍କାପାନଙ୍କୁ ବିଜୁ ପଟ୍ଟନାୟକ ଏକାଡେମୀର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସୀମାନ୍ତ ଗୁଜୁରାଟରେ ବାୟୁସେନାର ନୂତନ ସାମରିକ ଘାଟି ପ୍ରତିଷ୍ଠା ପାଇଁ ମଞ୍ଜୁରି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶର ସୀମାନ୍ତ ଗୁଜୁରାଟର ବନସ୍‌କଣ୍ଠ ଜିଲ୍ଲା ଅନ୍ତର୍ଗତ ଦିସା ନିକଟରେ ଭାରତୀୟ ବାୟୁସେନାର ଏକ ନୂତନ ସାମରିକ ବାମାନଘାଟି ନିର୍ମାଣ ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା ବ୍ୟାପାର ସଂପର୍କିତ କ୍ୟାବିନେଟ୍‌ କମିଟି ଅନୁମୋଦନ ଦେଇଛି। ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ବାହୁବଳୀର ରେକର୍ଡ ଭାଙ୍ଗିବ କି ରାଜମୌଲୀଙ୍କ ଆଗାମୀ ଫିଲ୍ମ! ଏଥିରେ ଜଣେ ନୁହେଁ, ନଜର ଆସିବେ ୨ ଜଣ ସୁପର୍‌ଷ୍ଟାର୍‌

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍‌ ଏସ୍‌ ରାଜମୌଲୀ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଆଗାମୀ ଚଳଚ୍ଚିତ୍ରରେ ଅଭିନେତା ଏନ୍‌ଟିଆର୍‌ ଏବଂ ରାମ ଚରଣ ନଜର ଆସିବେ। ପୂର୍ବରୁ ନିର୍ଦ୍ଦେଶକ ରାଜମୋଲୀ ଏନ୍‌ଟିଆର୍‌ଙ୍କ ସହ ‘ଷ୍ଟୁଡେଣ୍ଟ୍‌ ନଂ.୧’ ଏବଂ ‘ସିମାଦ୍ରି’ରେ କାମ କରିସାରିଛନ୍ତି। ଏବଂ…
ଅଧିକ ଖବର ଦେଖନ୍ତୁ...

ଭାରତ ଆମର ଭାଇ, ଚୀନ ଆମ ମାଉସୀ ପୁଅ ଭାଇ..

ବେଜିଂ: ଚୀନ ଆମର ମାଉସୀ ପୁଅ ଭାଇ, କିନ୍ତୁ ଭାରତ ଆମର ନିଜ ଭାଇ ବୋଲି କହିଛି ମାଳଦ୍ୱୀପ । ଚୀନ ସହ ବନ୍ଧୁତା ନେଇ ଭାରତ କ୍ଷୁବ୍ଧ ଥିବାରୁ ଏହି ଭାରତ ମହାସାଗରୀୟ ଦେଶ ଏବେ ସ୍ଥିତି ସୁଧାରିବା ପାଇଁ ଉଦ୍ୟମ କରୁଛି । ଉଭୟ ଦେଶ ମଧ୍ୟରେ ଏକ ଭାରସାମ୍ୟ ରକ୍ଷା କରିବାକୁ ଚାହୁଁଛି ଏହି ଦେଶ ।…
ଅଧିକ ଖବର ଦେଖନ୍ତୁ...

ସନ୍ତାନ ପ୍ରସବର ଦୁଇଦିନ ପରେ ସୁଟିଂ କରିଥିଲେ ଏହି ଅଭିନେତ୍ରୀ!

ଆଜି ହେଉଛି କେନ୍ଦ୍ରମନ୍ତ୍ରୀ ତଥା ଟେଲି ଅଭିନେତ୍ରୀ ସ୍ମୃତି ଇରାନୀଙ୍କର ଜନ୍ମଦିନ। ସେ ୧୯୭୬ ମସିହା ମାର୍ଚ୍ଚ ୨୩ ତାରିଖରେ ଜନ୍ମ ହୋଇଥିଲେ। ସ୍ମୃତି ଇରାନୀ ଏକତା କପୁର୍‌ଙ୍କ ଲୋକପ୍ରିୟ ମେଗା ସିରିଆଲ୍‌ ‘କୁଁ୍ୟ କି ଶାଶ୍‌ ଭି କଭି ବୋହୂ ଥି’ରେ ଅଭିନୟ କରୁଥିବା ସମୟରେ ମାତୃତ୍ୱ ଲାଭ…
ଅଧିକ ଖବର ଦେଖନ୍ତୁ...