Daily Archives

March 23, 2018

୬୦ ବର୍ଷ ପରେ ଅଭିନେତ୍ରୀ ଡେଜିଙ୍କ ଚାଞ୍ଚଲ୍ୟକର ବୟାନ: ‘ମୋ ଅଭିଭାବକ ମୋ ସହ ଦୁଷ୍କର୍ମ କରିଥିଲା…’

ନୂଆଦିଲ୍ଲୀ: ବଲିଉଡ୍‌ର ବିିଗତ ଦିନର ଜଣେ ନିପୁଣା ଶିଶୁ କଳାକାର ଭାବେ ଯଥେଷ୍ଟ ସୁନାମ ରହିଛି ଅଭିନେତ୍ରୀ ଡେଜି ଇରାନୀଙ୍କର। ବିଂଶ ଶତାବ୍ଦୀର ୫୦ ଦଶକରେ ‘ନୟା ଦୌର’ ଠାରୁ ଆରମ୍ଭ କରି ‘ଧୂଲ୍‌ କା ଫୁଲ୍‌’ ପର୍ଯ୍ୟନ୍ତ ଏକାଧିକ ଚଳଚ୍ଚିତ୍ରରେ ଡେଜିଙ୍କ ନିଖୁଣ ଅଭିନୟ ଥିଲା ବଲିଉଡ୍‌ରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାବାସୀଙ୍କ ଆଶା ପୂରଣ କଲା ଭଳି ବଜେଟ୍‌: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଧାନସଭାରେ ଶୁକ୍ରବାର ଉପସ୍ଥାପିତ ହୋଇଥିବା ବଜେଟ୍‌ ଓଡ଼ିଶାବାସୀଙ୍କ ଆଶା ପୂରଣ କଲା ଭଳି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଆର୍ଥିକ ବର୍ଷ ୨୦୧୮-୧୯ ବଜେଟ୍‌ ଉପସ୍ଥାପନ ହେବା ପରେ ପ୍ରତିକ୍ରିୟାରେ ନବୀନ…
ଅଧିକ ଖବର ଦେଖନ୍ତୁ...

ସାତ ବର୍ଷିଅ କର୍କଟ ରୋଗୀର ସ୍ୱପ୍ନ ପୂରା ହେଲା, ଦିନକ ପାଇଁ ସାଜିଲା ମୁମ୍ବାଇ ପୁଲିସ୍‌ର ଇନ୍‌ସ୍ପେକ୍ଟର

ମୁମ୍ବାଇ: ଅପିର୍ତ ମଣ୍ଡଳ ନାମକ ଏହି କୁନି ପିଲା ବଡ଼ ହେଇ ଦିନ ପୁଲିସ୍‌ ଇନ୍‌-ଚାର୍ଜ ହେବାର ସ୍ୱପ୍ନ ଦେଖିଥିଲା। ମାତ୍ର କକର୍ଟ ରୋଗରେ ପୀଡ଼ିତ ଏହି ପିଲାର ସ୍ୱପ୍ନ ସତ ହେବା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ସୌଭାଗ୍ୟକୁ ମୁମ୍ବାଇ ପୁଲିସ୍‌ ଏବଂ ମେକ୍‌ ଏ ଉଇଓ୍‌ ଇଣ୍ଡିଆ ଫାଉଣ୍ଡେସନ୍‌ର…
ଅଧିକ ଖବର ଦେଖନ୍ତୁ...

ଫ୍ରାନ୍ସ ସୁପରମାର୍କେଟରେ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଆକ୍ରମଣ, ୨ ମୃତ

ଟ୍ରେବସ୍‌(ଫ୍ରାନ୍ସ): ଦକ୍ଷିଣ-ପଶ୍ଚିମ ଫ୍ରାନସ୍‌ରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମିଡିଆ ରିପୋର୍ଟ ଅନୁସାରେ ଆତଙ୍କବାଦୀ ସଂଗଠନ ‘ଆଇଏସ୍‌ଆଇଏସ୍‌’ର ଦୁଇଜଣ ସଦସ୍ୟ ଟ୍ରେବସ୍‌ ସହରରେ ଥିବା ଏକ ସୁପରମାର୍କେଟ୍‌ ନିକଟରେ ଅଚାନକ ଗୁଳି ଚଳାଇଥିଲେ। ଫଳରେ ଏହି…
ଅଧିକ ଖବର ଦେଖନ୍ତୁ...

ସାହିଦ୍‌ଙ୍କୁ ବିବାହ କରିନଥିଲେ ଏହି ବଲିଉଡ୍‌ ନାୟକଙ୍କ ସହ ଡେଟିଂରେ ଯାଇଥାନ୍ତେ ମୀରା ରାଜପୁତ୍‌

ମୁମ୍ବାଇ: ବଲିଉଡ୍‌ର ଚକୋଲେଟ୍‌ ବୟ ସାହିଦ୍‌ କପୁର ଏବଂ ପତ୍ନୀ ମୀରା ରାଜପୁତ୍‌ ସର୍ବଦା ପରସ୍ପର ବିଷୟରେ କିଛି ନା କିଛି ଗୁପ୍ତ କଥା ପ୍ରଘଟ କରି ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଥାନ୍ତି। ତେବେ, ଏକଥା ସମେସ୍ତ ଜାଣନ୍ତି ଯେ ନିଜ ବ୍ୟକ୍ତିଗତ ଜୀବନର କଥା, ପସନ୍ଦ ଆଦି ସର୍ବସାଧାରଣରେ ବାଣ୍ଟିବା…
ଅଧିକ ଖବର ଦେଖନ୍ତୁ...

ହାସିନ୍‌ଙ୍କ ଶେଷ ଆଶା ମମତା, ନ୍ୟାୟ ମିଳିବ ବୋଲି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: କ୍ରିକେଟ୍‌ ତାରକା ମହମ୍ମଦ ସାମୀଙ୍କ ପତ୍ନୀ ହାସିନ୍‌ ଜାହାଁ ନ୍ୟାୟ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପରେ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ମମତା ଶାନ୍ତ୍ୱନା ଦେଇଛନ୍ତି। ସାମିଙ୍କ ପତ୍ନୀ ହାସିନ୍‌ ଶୁକ୍ରବାର ରାଜ୍ୟ ବିଧାନସଭା ପରିସରରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବଜେଟ୍‌ ୨୦୧୮-୧୯ : କୃଷି, ଶିକ୍ଷା ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ରାଜ୍ୟ ବଜେଟ୍‌ ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ବିରୋଧୀଙ୍କ ହଟଗୋଳ ଯୋଗୁଁ ଗୃହ ଦୁଇ ଦୁଇ ଥର ମୁଲତବୀ ହେବା ପରେ ଅପରାହ୍ନ ୩ଟା ବେଳେ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍‌ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ପୂର୍ବ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବଜେଟ୍‌ ୨୦୧୮-୧୯: ପୁରୁଷ ବିଶ୍ୱ କପ୍‌ ହକି ପାଇଁ ୧୨୫ କୋଟି ଟଙ୍କା

ଭୁବନେଶ୍ୱର: ପୁରୁଷ ବିଶ୍ୱ କପ୍‌ ହକି ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୮-୧୯ ବଜେଟ୍‌ରେ ୧୨୫ କୋଟି ଟଙ୍କା ପ୍ରସ୍ତାବ ରଖିଛନ୍ତି। ହକି ବିଶ୍ୱ କପ୍‌ର ୧୪ତମ ସଂସ୍କରଣ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଗାମୀ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ। ଅର୍ଥମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଛଅ ମାସ ଧରି ୨ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରୁଥିଲା ବାପା

ଗୁରୁଗ୍ରାମ: ମଧ୍ୟମ ବୟସ୍କ ଜଣେ ବ୍ୟକ୍ତି ଛଅ ମାସ ଧରି ନିଜର ୨ ନାବାଳିକା କନ୍ୟାଙ୍କୁ ଦୁଷ୍କର୍ମ କରି ଆସୁଥିଲା ବୋଲି ଅଭିଯୋଗ ହୋଇଛି। ଗୁରୁଗ୍ରାମର ସେକ୍ଟର ୧୦ ଅଞ୍ଚଳରେ ବ୍ୟକ୍ତି ଜଣକ ଏକ ଦୋକାନ ଚଳାଏ। ଯେତେବେଳେ ତାଙ୍କ ପତ୍ନୀ ନିଜ ଘର କିମ୍ବା କୌଣସି ସଂପର୍କୀୟାଙ୍କ ଘରକୁ ଯାଉଥିଲେ…
ଅଧିକ ଖବର ଦେଖନ୍ତୁ...

ମନ ବଦଳାଇଲେ କୋହଲି; ଅନୁଷ୍କାଙ୍କୁ ନେଇ ଓର୍‌ଲିରେ ନୁହେଁ, ବାନ୍ଦ୍ରାରେ କରିବେ ସଂସାର

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ତାଙ୍କ ମନ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ମୁମ୍ବାଇର ଓର୍‌ଲିଠାରେ ୩୪ କୋଟି ଟଙ୍କା ଦେଇ ଯେଉଁ ଆପାର୍ଟମେଣ୍ଟ୍‌ କିଣିଥାନ୍ତେ ତାହାକୁ ଆଉ କିଣିବେ ନାହିଁ ବୋଲି ଜାଣିବାକୁ ମିଳିଛି। ୩୪ କୋଟିର ଘର କିଣା ଚୁକ୍ତିକୁ ବିରାଟ…
ଅଧିକ ଖବର ଦେଖନ୍ତୁ...