Daily Archives

May 27, 2019

ବାୟୁସେନାର ରାଫେଲ ଅଫିସରେ ଚୋରୀ ଉଦ୍ୟମ, ପ୍ୟାରିସକୁ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ପଠାଇଲା ଭାରତ

ନୂଆଦିଲ୍ଲୀ : ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଥିବା ଭାରତୀୟ ବାୟୁସେନାର ରାଫେଲ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଅଫିସରେ ଚୋରୀ ଉଦ୍ୟମକୁ ବେଶ ଗୁରୁତ୍ୱର ସହ ନେଇଛି ଭାରତ । ଏହି ଘଟଣା ରାଷ୍ଟ୍ରୀୟ ସୁରକ୍ଷା ସହ ଜଡିତ ହୋଇଥିବାରୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳରେ ସଡକ ଦୁର୍ଘଟଣାରେ ଗଲା ୪ ଜଣଙ୍କ ଜୀବନ 

ଢେଙ୍କାନାଳ: ୨ଟି ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଅପରାହ୍ନ ସାଢେ ୪ଟାରେ କଣ୍ଟାନାଳି ବାଇପାସ୍‌ ନିକଟରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ବଣସିଂ ପଂଚାୟତର ରାଧାଦେଇପୁର ଗାଁର ଇତିଶ୍ରୀ ରାଉତ(୨୪) ଓଡାପଡା ବ୍ଲକର…
ଅଧିକ ଖବର ଦେଖନ୍ତୁ...

ମଇ ୨୩କୁ ‘ମୋଦୀ ଦିବସ’ ଭାବେ ପାଳନ କରିବାକୁ କହିଲେ ରାମଦେବ

ନୂଆଦିଲ୍ଲୀ: ମଇ ୨୩ ତାରିଖକୁ ‘ମୋଦୀ ଦିବସ’ କିମ୍ବା ‘ଲୋକ କଲ୍ୟାଣ’ ଦିବସ ଭାବେ ପାଳିବା ଦରକାର ବୋଲି ଯୋଗଗୁରୁ ବାବା ରାମଦେବ ସୋମବାର କହିଛନ୍ତି। କାରଣ ମଇ ୨୩ ଭାରତୀୟ ଇତିହାସରେ ଏକ ଗୌରବଶାଳୀ ଦିନ । ବିଶାଳ ବହୁମତରେ ଦେଶର ଜନତା ନରେନ୍ଦ୍ର ମୋଦୀଙ୍କ ଉପରେ ବିଶ୍ୱାସ ରଖି  ୫୦ ପ୍ରତିଶତରୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କଂଗ୍ରେସର ପରାଜୟର କାରଣ ଖୋଜିବା ଲାଗି ୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂ

ଭୁବନେଶ୍ୱର: ଗତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟର କାରଣ ଖୋଜିବା ଲାଗି ଆସନ୍ତା ୨୯ ତାରିଖରେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶା ଆସୁଛନ୍ତି। ଶ୍ରୀ ସିଂହଙ୍କ ଉପସ୍ଥିତିରେ ରାଜ୍ୟର ନିର୍ବାଚନ ପଳାଫଳର ସମୀକ୍ଷା କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ…
ଅଧିକ ଖବର ଦେଖନ୍ତୁ...

୧୦ଟି ସହରର ପାରଦ ୪୧ ଡିଗ୍ରୀ ଛୁଇଁଲା, ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି । ୧୦ଟି ସହରର ପାରଦ ୪୧ ଡିଗ୍ରୀ ଉପରକୁ ଯାଇଥିବାବେଳେ ରାଜ୍ୟର ସବୁଠାରୁ ଉତପ୍ତ ସହର ସୋନପୁରରେ ପାରଦ ୪୪.୮ଡ଼ିଗ୍ରୀକୁ ଛୁଇଁଛି । ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ଶପଥ ଗ୍ରହଣ ସମାରୋହକୁ ପାକିସ୍ତାନକୁ ଡକାଯାଇନାହିଁ

ନୂଆଦିଲ୍ଲୀ : ଆସନ୍ତା ୩୦ରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ଏଥିପାଇଁ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଛି ।  କିନ୍ତୁ ଏଥରର ତାଲିକାରେ ପାକିସ୍ତାନକୁ ଡକାଯାଇନାହିଁ । ପାକିସ୍ତାନ ସହ ଭାରତର ସଂପର୍କ ସ୍ୱାଭାବିକ…
ଅଧିକ ଖବର ଦେଖନ୍ତୁ...

ଶାକାହାରୀ ବୃଦ୍ଧଙ୍କୁ ବିମାନରେ ଖୁଆଇ ଦେଲେ ଚିକେନ୍‌ ସେଣ୍ଡଉଇଜ, ଏବେ ଏୟାରଲାଇନ୍ସକୁ ଭରିବାକୁ ପଡ଼ିବ ୧.୫୪ ଲକ୍ଷ ଟଙ୍କା…

ପଞ୍ଚକୁଲା: ହରିୟାଣାରେ ରହୁଥିବା ଜଣେ ବୃଦ୍ଧ ଏୟାରଏସିଆ ବିମାନରେ ମଲେସିୟା ଯାତ୍ରା କରୁଥିଲେ। ବୃଦ୍ଧଙ୍କ ସହିତ ତାଙ୍କ ପରିବାର କିଛି ଅନ୍ୟ ସଦସ୍ୟ ବି ଥିଲେ। ଯାତ୍ରା ସମୟରେ ଏୟାରଲାଇନ୍ସ କର୍ମଚାରୀ ବୃଦ୍ଧଙ୍କୁ ଶାକାହାରୀ ଖାଦ୍ୟ ବଦଳରେ ଚିକେନ ସେଣ୍ଡଉଇଚ ଦେଇଥିଲେ। ଏହା ଜାଣିବା ପରେ ବୃଦ୍ଧ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ କଲେ ନବୀନ : ଆମେ ଷଷ୍ଠ ଥର କ୍ଷମତାକୁ ଆସିବୁ, ଓଡ଼ିଶାବାସୀ ବାଛିବେ ମୋ ଉତ୍ତରାଧିକାରୀ

ନୂଆଦିଲ୍ଲୀ: ନବୀନଙ୍କ ପରେ କିଏ ସମ୍ଭାଳିବେ ବିଜେଡିର ଦାୟିତ୍ବ ? କିଏ ହେବ ନବୀନଙ୍କ ଉତ୍ତରାଧିକାରୀ ? ଏସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଖୋଦ ନବୀନ।  ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ସାକ୍ଷାତକାରରେ ବିଜେଡି ସୁପ୍ରିମୋ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା, ୧୫ ଆତଙ୍କବାଦୀ ନିହତ

କାବୁଲ: ଆଫଗାନିସ୍ତାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ସୋମବାର  ଗୁଳି ବିନିମୟ ହୋଇଛି | ଏଥିରେ ୨ ଜଣ ତାଲିବାନୀ କମାଣ୍ଡରଙ୍କ ସମେତ ୨୨ ଜଣ ସାଧାରଣ ଜନତାଙ୍କର ମୃତ୍ୟୁ ହୋଇ ଯାଇଛି | ମୃତକଙ୍କ ମଧ୍ୟରେ ତିନି ଜଣ ପୁଲିସ୍‌ ମଧ୍ୟ ଅଛନ୍ତି | ରିପୋର୍ଟରୁ ଜାଣିବାକୁ ମିଳିଛି ଯେ…
ଅଧିକ ଖବର ଦେଖନ୍ତୁ...

ଏଥର ଆସାମରୁ ରାଜ୍ୟସଭାକୁ ଯାଇପାରିବେ ନାହିଁ ମନମୋହନ ସିଂ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଆସନ୍ତା ମାସ ଅର୍ଥାତ ଜୁନ ୧୨ରେ ଶେଷ ହେଉଛି । ଗତ ୩୦ ବର୍ଷ ହେଲା ଅର୍ଥାତ୍‌ ୫ ଥର ପାଇଁ ସେ ଆସାମରୁ ରାଜ୍ୟସଭାକୁ ଯାଉଥିଲେ । କିନ୍ତୁ ଏଥର ଆସମ ବିଧାନସଭାରେ କଂଗ୍ରେସର ଆବଶ୍ୟକ ସଦସ୍ୟ ନଥିବାରୁ…
ଅଧିକ ଖବର ଦେଖନ୍ତୁ...