Daily Archives

June 2, 2019

ପାଣିପାଗ: ୧୦ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ୪୩.୮ ଡିଗ୍ରି ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୦ଟି ସହରରେ ରବିବାର ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ କରଯାଇଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଟିଟିଲାଗଡ଼ରେ ଆଜି ତାପମାତ୍ରା ୪୩.୮ ଡିଗ୍ରି ରେକର୍ଡ କରାଯାଇଛି। ସେହିଭଳି ଭବାନୀପାଟଣା ଓ ବଲାଙ୍ଗୀରରେ ୪୩ ଡିଗ୍ରି ରେକର୍ଡ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ରାମମନ୍ଦିର ନିର୍ମାଣ ନେଇ ମୋଦୀଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ବିବାଦୀୟ ରାମ ମନ୍ଦିର ନିର୍ମାଣ ଶୀଘ୍ର ଆରମ୍ଭ କରିବାକୁ ଅପିଲ କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସ୍ୱାମୀ ଏ ବାବଦରେ ଅପିଲ କରିଛନ୍ତି | ସ୍ୱାମୀ ନିଜ ଚିଠିରେ ଲେଖିଛନ୍ତି ଯେ ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ପାକ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ଙ୍କ ମୁହଁରେ ଧୋନୀଙ୍କ ପ୍ରଶଂସା, ଧୋନୀ ଅଧିନାୟକ ହେବା ପରେ ଟିମ୍‌ ଇଣ୍ଡିଆକୁ ମିଳିଛି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଂଶସା କରିଛନ୍ତି ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମିସବା ଉଲ୍‌ ହକ୍‌। ମିସବା କହିଛନ୍ତି, ଭାରତୀୟ କ୍ରିକେଟ ଦଳରେ ଯେଉଁ ଭଳି ବଡ଼ ଧରଣର ପରିବର୍ତ୍ତନ ଆସିଛି, ସେଥିରେ ଧୋନୀଙ୍କ ଅବଦାନ…
ଅଧିକ ଖବର ଦେଖନ୍ତୁ...

ସାବାସ ଦିଲ୍ଲୀ ପୋଲିସ, ବର୍ଷକ ମଧ୍ୟରେ ୧୧ ଆତଙ୍କୀ ଆକ୍ରମଣକୁ କଲେଣି ପଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଆଣ୍ଟି ଟେରର ୟୁନିଟ ଗତ ବର୍ଷକ ମଧ୍ୟରେ ୧୧ଟି ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଦେଇଛନ୍ତି | ସ୍ପେଶାଲ ସେଲ ପାଖାପାଖି ୧୧ଟି ବଡ ଅପରେସନ କରିଥିଲା | ଯାହା ମଧ୍ୟରୁ ୪ଟି ଅପରେସନ ଗତ ୪ ମାସ ମଧ୍ୟରେ କରାଯାଇଛି | ଦିଲ୍ଲୀ ପୁଲିସର ଏହି ଅପରେସନ ଦିଲ୍ଲୀ ଯାଏଁ କେବଳ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ନାମ ନେଇ ମାଗଣା ଲାପ୍‌ଟପ ଓ ସୌର ପ୍ୟାନେଲ ଅଫର୍‌ ଦେଉଥିବା ଆଇଆଇଟି ଛାତ୍ର ଗିରଫ

ନାଗପୁର: ନାଗପୁରଠାରୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଟ୍ଵିଟ୍‌ ଅଫ୍‌ ଟେକ୍‌ନୋଲୋଜି(ଆଇଆଇଟି), କାନପୁରର ଜଣେ ପୋଷ୍ଟ୍‍ ଗ୍ରାଜୁଏଟ୍‌ ଛାତ୍ରକୁ ଗିରଫ କରାଯାଇଛି। ଛାତ୍ର ଜଣକ ଏକ େଓ୍ଵବ୍‌ସାଇଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ନେଇ ମାଗଣାରେ ଲାପଟପ୍‌ ଓ ସୌର ପ୍ୟାନେଲ୍‌ ପରି ନକଲି ଅଫ୍‌ର…
ଅଧିକ ଖବର ଦେଖନ୍ତୁ...

ଦୁଇ ବର୍ଷ ମଧ୍ୟରେ ୧୯ଜଣ ଛାତ୍ରୀଙ୍କ ସହ ଯୌନ ଅସଦାଚରଣ, ମାଦ୍ରାସା ଶିକ୍ଷକଙ୍କୁ ଗିରଫ କଲା ପୁଲିସ

ଥିରୁବନନ୍ତପୁରମ : କେରଳର କୋଟ୍ଟାୟମରେ ମାଦ୍ରାସାର ଶିକ୍ଷକ ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଇ ବର୍ଷ ହେଲାଣି ଯେଉଁ କଳା କାରନାମା ଶିକ୍ଷକଜଣଙ୍କ କରି ଆସୁଥିଲେ, ତାହା ଏବେ ସାମ୍ନାକୁ ଆସିଯିବା ସହ ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣା ପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ବିଜେଡି ଲୋକସଭା ନେତା ହେଲେ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ଟି ଆସନ ମିଳିିବା ପରେ ରବିବାର ଦଳୀୟ ସୁପ୍ରିମୋ ସାଂସଦମାନଙ୍କୁ ବିଭିନ୍ନ ପଦରେ ନିଯୁକ୍ତି ଦେଇଛନ୍ତି। ଏହି ଆଧାରରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ବିଜୁ ଜନତା ଦଳ ନେତା ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ପଦରେ କଟକ ସାଂସଦ…
ଅଧିକ ଖବର ଦେଖନ୍ତୁ...

କିଏ ଏହି ଇନ୍ସପେକ୍ଟର ସମସେର? କପିଲ କଲେ ଖୁଲାସା

ମୁମ୍ବାଇ: କପିଲ ଶର୍ମା ସୋ, ଭାରତର ପ୍ରାୟ ଲୋକଙ୍କର ଏହି ଟେଲି ସୋ ଟି ବହୁତ ପସନ୍ଦ | କେବଳ ଭାରତ ନୁହେଁ ବରଂ ବିଦେଶରେ ରହୁଥିବା ଭାରତୀୟ ବି ଏହି ସୋର ଫ୍ୟାନ ରହିଆସିଛନ୍ତି | କପିଲ ଶର୍ମା ଓ ତାଙ୍କ ସାଥି କଳାକାରଙ୍କ କମେଡି ସବୁ ବର୍ଗର ଦର୍ଶକଙ୍କୁ ଦେଇଥାଏ ଢେର ସାରା ମନୋରଞ୍ଜନ | ବିଶେଷ…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଧାନସଭା ଆସନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜେପୁର ବିଧାନସଭା ଆସନ ଛାଡ଼ିଛନ୍ତି। ବିଜେପୁର ଆସନ ଛାଡ଼ିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ନିଜର ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ ନିକଟରେ ଶେଷ ହୋଇଥିବା ବିଧାନସଭା…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଅମରନାଥ ତୀର୍ଥଯାତ୍ରା ପାଇଁ ୧ ଲକ୍ଷରୁ ଊର୍ଧ୍ୱ ଶ୍ରଦ୍ଧାଳୁ କରିସାରିଲେଣି…

ଜାମ୍ମୁ: ଆସନ୍ତା ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ କଶ୍ମୀର ହିମାଳୟର ଅମରନାଥ ଗୁମ୍ପା ମନ୍ଦିରର ବାର୍ଷିକ ତୀର୍ଥ ଯାତ୍ରା ପାଇଁ ୧.୧୦ ଲକ୍ଷ ଶ୍ରଦ୍ଧାଳୁ ସେମାନଙ୍କ ନାମ ପଞ୍ଜିକରଣ କରି ସାରିଲେଣି ବୋଲି ରବିବାର ବିଶେଷ ସୂତ୍ରରୁ ସୂଚନା ମିଳିିଛି। ତୀର୍ଥଯାତ୍ରୀମାନଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...