Daily Archives

June 5, 2019

ପାଣିପାଗ: ୧୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ, ୪୫.୨ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୧ଟି ସହରରେ ବୁଧବାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୪୫.୨ ଡିଗ୍ରି ସହ ଝାରସୁଗୁଡ଼ା ଉତ୍ତପ୍ତ ସହର ବୋଲି ଜଣାପଡ଼ିଛି। ଆଜିର ତାପମାତ୍ରା ଝାରସୁଗୁଡ଼ା: ୪୫.୨ ଡିଗ୍ରି ସମ୍ବଲପୁର: ୪୩.୨…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଚହଲଙ୍କୁ ୪ ଓ୍ଵିକେଟ, ଭାରତକୁ ୨୨୮ ରନ୍‌ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ସାଉଥମ୍ପଟନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୟୁଜବେନ୍ଦ୍ର ଚହଲଙ୍କୁ ୪ ଓ୍ଵିକେଟ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମରାଙ୍କୁ ୨-୨ ଓ୍ଵିକେଟ ଏବଂ କୁଲଦୀପ ଯାଦବ ଗୋଟିଏ ଓ୍ଵିକେଟ ମିଳିଛି। ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ଟି ଓ୍ଵିକେଟ ହରାଇ ୨୨୭ ରନ୍‌ କରିଛି। ଫଳରେ ଭାରତକୁ ୨୨୮ ରନ୍‌ ଟାର୍ଗେଟ…
ଅଧିକ ଖବର ଦେଖନ୍ତୁ...

ଦୁଇ ଯୁବତୀଙ୍କ ସହ ଫଟୋ ପାଇଁ ଟ୍ଵିଟର୍‌ରେ ଟ୍ରୋଲ୍‌ ହେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ ଏବେ ୨ ଜଣ ଯୁବତୀଙ୍କ  ସହ ଥିବା ତାଙ୍କର ଏକ ଫଟୋ ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ଟ୍ରୋଲ୍‌ ହୋଇଛନ୍ତି।  ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ପ୍ରଶଂସକ ତଥା ଅଷ୍ଟ୍ରେଲିଆର ପ୍ରସିଦ୍ଧ ଟ୍ଵିଟରିୟାନ ଡେନିସ୍‌ ଫ୍ରିଡ୍‌ମ୍ୟାନ୍‌…
ଅଧିକ ଖବର ଦେଖନ୍ତୁ...

ପାଗ ଭଲ ହେବା ପରେ ବାୟୁସେନାର ବିମାନକୁ ଖୋଜିବା ପାଇଁ ଜୋର୍‌ ଧରିଲା ସର୍ଚ ଅପରେସନ

ନୂଆଦିଲ୍ଳୀ: ନିଖୋଜ ବିମାନର ମିଳୁନି ପତା। ବାୟୁସେନା ବିମାନ ଏଏନ-୩୨ ନିଖୋଜ ହେବାକୁ ଆଜିକୁ ୩ଦିନ ହେଲାଣି, କିନ୍ତୁ ଏଯାଏଁ କୌଣସି ସନ୍ଧାନ ମିଳିପାରିନାହିଁ। ଖରାପ ପାଗ କାରଣରୁ ସର୍ଚ ଅପରେସନରେ ସାମାନ୍ୟ ବାଧା ଉପୁଜିଥିଲା। ଏବେ ପାଗ ଭଲ ହେବା ପରେ ଅପରେସନ ଜୋର୍‌ ଧରିଛି। ସ୍ୟାଟେଲାଇଟ,…
ଅଧିକ ଖବର ଦେଖନ୍ତୁ...

ନବରଂଗପୁର: ମୋବାଇଲ ବିସ୍ଫୋରଣ ଘଟି ଯୁବକ ଗୁରୁତର, ହସ୍‌ପିଟାଲରେ ଭର୍ତ୍ତି

ନବରଂଗପୁର: ମୋବାଇଲ ଚାର୍ଜିଂ ବେଳେ ବୁଧବାର ବିସ୍ଫୋରଣ ଘଟିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଉମରକୋଟ ବ୍ଲକର ବଡ଼ପାଳିଆ ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଲକ୍ଷ୍ମଣ ଭୁଂଜିଆ ସୋଲାର ପ୍ୟାନେଲ୍‌ରେ ଯୁବକ ଜଣକ ମୋବାଇଲ ଚାର୍ଜ କରିଛି। ବିସ୍ଫୋରଣ ଯୋଗୁଁ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ନୌସେନାରୁ ଭିଆଇପି ସଂସ୍କୃତି ଉଠାଇବାକୁ ନୂଆ ନୌସେନା ମୁଖ୍ୟଙ୍କ କଡା ନିର୍ଦ୍ଦେଶ, ଅଫିସର ଓ ସାଧାରଣ କର୍ମଚାରୀଙ୍କ…

ନୂଆଦିଲ୍ଲୀ : ଦେଶର ନୌସେନା ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଡମିରାଲ କରମବୀର ସିଂ ପ୍ରମାଣ କରିଦେଇଛନ୍ତି ଯେ ସେ ଅନ୍ୟ ନୌସେନା ମୁଖ୍ୟଙ୍କଠାରୁ ଟିକିଏ ଅଲଗା । ଦାୟିତ୍ୱ ଗ୍ରହଣ କରିବା ପରେ ସେ ନୌସେନାର ନିତିଦିନିଆ କାର୍ଯ୍ୟସଂସ୍କୃତିରେ କେତେକ ପରିବର୍ତ୍ତନ ଆଣିବାକୁ…
ଅଧିକ ଖବର ଦେଖନ୍ତୁ...

କିଏ ହେବ ବିରୋଧୀ ଦଳ ନେତା? ଜୟନାରାୟଣ ମିଶ୍ର ନା ଆଉ କିଏ ?

ଭୁବନେଶ୍ୱର (ସୁବ୍ରତ ଦାସ): କିଏ ହେବ ଏଥର ବିଧାନସଭାରେ ବିରୋଧୀ ଦଳର ନେତା? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ସାଧାରଣତଃ ଯେଉଁ ବିରୋଧୀ ଦଳ ବିଧାନସଭାର ମୋଟ ଆସନର ଶତକଡା ୧୦ ଭାଗରୁ ଅଧିକ ଆସନ ପାଇଥାଏ, ସେହି ଦଳକୁ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ଦିଆଯାଇଥାଏ ଏବଂ ସେହି ଦଳର ବିଧାୟକ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ପରିବେଶ ଦିବସ ପାଳିତ: ୧୬୬ ଅନୁଷ୍ଠାନକୁ ପ୍ରକୃତି ମିତ୍ର ଓ ୧୬୫ ଜଣଙ୍କୁ ପ୍ରକୃତିବନ୍ଧୁ ସମ୍ମାନ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଥିବା ବେଳେ ରାଜ୍ୟର ୧୬୬ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ଓ ୧୬୫ ଜଣଙ୍କୁ ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଛି। ଆମର ଜୈବ ବିବିଧତା ଓ ପରିବେଶ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ ଓ ମନୁଷ୍ୟକୃତ ପ୍ରଦୂଷଣ…
ଅଧିକ ଖବର ଦେଖନ୍ତୁ...

‘ନିପା’ ଏବେ ଆୟତ୍ତରେ, କାଲିଠାରୁ ଖୋଲିବ ସ୍କୁଲ୍‌: ଏର୍ଣ୍ଣାକୁଲମ ଜିଲ୍ଲା ପ୍ରଶାସନ

କୋଚି: କେରଳରେ ନିପା ଭୂତାଣୁ ସଂକ୍ରମଣ ହେତୁ ସ୍କୁଲ୍‌ଗୁଡ଼ିକ ଛୁଟି ଘୋଷଣା କରା ଯାଇଥିଲା। ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାରେ ଆସନ୍ତାକାଲିଠାରୁ ସ୍କୁଲ୍‌ ଖୋଲିବ ବୋଲି ଏର୍ଣ୍ଣାକୁଲମ ଜିଲ୍ଳାର ଜିଲ୍ଲାପାଳ କେ ମହମ୍ମଦ ଓ୍ଵାଇ ସାଫିରୁଲ୍ଲା ବୁଧବାର ସୂଚନା ଦେଇଛନ୍ତି। ଏବେ ନିପାକୁ ଆୟତ୍ତକୁ…
ଅଧିକ ଖବର ଦେଖନ୍ତୁ...

ନର୍ସ, ଡେଣ୍ଟିଷ୍ଟମାନଙ୍କୁ ଏମବିବିଏସର ଲାଟେରାଲ ଏଣ୍ଟ୍ରି ସୁଯୋଗ ମିଳିପାରେ !

ନୂଆଦିଲ୍ଲୀ : ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଚିଠା ଜାତୀୟ ଶିକ୍ଷାନୀତିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ହିନ୍ଦୀଭାଷାକୁ ୩ୟ ଭାଷା ଭାବେ ବ୍ୟବହାର ପ୍ରସ୍ତାବକୁ ତାମିଲନାଡୁରେ ପ୍ରବଳ ବିରୋଧ କରାଯିବା ପରେ ସରକାର ଏହି ବିବାଦୀୟ ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...