Daily Archives

August 8, 2019

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ…
ଅଧିକ ଖବର ଦେଖନ୍ତୁ...

ମିଳିଲା ୧୯୦ ଲକ୍ଷ ବର୍ଷ ପୁରୁଣା ଶୁଆର ଜୀବାଶ୍ମ, ଉଚ୍ଚତା ୧ମିଟର ଓ ଓଜନ ରହିଛି ୭କିଲୋ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡରେ ଏକ ବିଶାଳ ଶୁଆ ପାଖାପାଖି ୧୯ ମିଲିୟନ୍‌ ବର୍ଷ ପୂର୍ବରୁ ବୁଲୁଥିଲା ବୋଲି ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି। ଯାହାର ଉଚ୍ଚତା ୧ମିଟର (୩ଫୁଟ ୩ଇଞ୍ଚ) ଓ ଓଜନ ୭କିଲୋ ରହିଥିଲା  ବୋଲି କୁହାଯାଉଛି।  ଏହି ନୂଆ ଅଧ୍ୟୟନରୁ ଜଣାପଡ଼ିଛି କି ଏହି ଶୁଆର ଅବଶେଷ…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦କୁ ଅସ୍ତ୍ର ଭାବେ ବ୍ୟବହାର କରି ଅସ୍ଥିରତା ସୃଷ୍ଟି ଲାଗି ଉଦ୍ୟମ କରୁଥିଲା ପାକିସ୍ତାନ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଧାରା ୩୭୦ର ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରର ପୁର୍ନଗଠନ ବିଲ୍‌ ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ,ଏହା ଏକ ଐତିହାସିକ…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ: ୫୦ ଫୁଟ ତଳକୁ ଖସିଲା କପଡା ବୋଝେଇ ଟ୍ରକ, ୨ ଗୋଡ଼ ହରାଇଲେ ଡ୍ରାଇଭର, ୮ ଦିନ ମଧ୍ୟରେ ୩ୟ ଘଟଣା

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନସ୍ଥ ଦ୍ଵାରଶୁଣୀ ଘାଟୀରେ ଗୁରୁବାର ପୁଣି ଦୁର୍ଘଟଣା ଘଟିଛି। ନାଗପୁରରୁ କୋଲକାତା ଅଭିମୁଖେ ଯାଉଥିବା ଏକ କପଡା ବୋଝେଇ ଟ୍ରକ ବ୍ରେକ ଫେଲ ଯୋଗୁଁ ଘାଟୀର ଶେଷ ବାଙ୍କର ପଚାଶ ଫୁଟ ତଳକୁ ଖସି ପଡଛି। ଚଳିତ ମାସରେ ଏହା ହେଉଛି ୩ୟ ଘଟଣା।…
ଅଧିକ ଖବର ଦେଖନ୍ତୁ...

ଜାମ୍ମୁ , କଶ୍ମୀର ଓ ଲଦାଖରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି : ମୋଦୀ (ଲାଇଭ ଦେଖନ୍ତୁ )

ନୂଆଦିଲ୍ଲୀ : ସରକାରୀ ଗତ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ଏହା ଦ୍ୱାରା ଜାମ୍ମୁ , କଶ୍ମୀର ଓ ଲଦାଖରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଏଥିପାଇଁ ସେ ସାରା ଦେଶବାସୀଙ୍କୁ…
ଅଧିକ ଖବର ଦେଖନ୍ତୁ...

୭୦ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ କଶ୍ମୀରରୁ ଆଗ୍ରା ଜେଲକୁ ସ୍ଥାନାନ୍ତରୀତ କରାଗଲା

ନୂଆଦିଲ୍ଲୀ : କାଶ୍ମୀର ବିଭିନ୍ନ ଜେଲରେ ବନ୍ଦୀ ଥିବା ପ୍ରାୟ ୭୦ ଜଣ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କୁ ଉଚ୍ଚସୁରକ୍ଷା ସଂପନ୍ନ ଆଗ୍ରା କେନ୍ଦ୍ରୀୟ ଜେଲକୁ ସ୍ଥାନାନ୍ତର କରାଯାଇଛି । ଭାରତୀୟ ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଶ୍ରୀନଗରରୁ ଆଗ୍ରା ଅଣାଯାଇଛି । ଘାଟୀରେ…
ଅଧିକ ଖବର ଦେଖନ୍ତୁ...

ଇର୍ଷା ନେଲା ଜୀବନ, ସାନ ଭାଇକୁ ଧାରୁଆ ଛୁରୀରେ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ

ବେଙ୍ଗାଲୁରୁ : ଇର୍ଷା ପାଇଁ ଜଣେ ବଡ଼ ଭାଇ ନିଜ ସାନ ଭାଇକୁ ହତ୍ୟା କରିଥିବା ଜଣା ପଡ଼ିଛି । ମଙ୍ଗଳବାର ରାତି ୯ଟା ୪୫ମିନିଟ୍‌ରେ ଏହି ଘଟଣା ଘଟିଥିବା ବେଳେ ଅଭିଯୁକ୍ତ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଛୁରୀରେ ନିଜ ସାନ ଭାଇକୁ ହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କ ‘ଫେମ୍‌ ଇଣ୍ଡିଆ’ ଯୋଜନାରେ ଭୁବନେଶ୍ୱରକୁ ମିଳିବ ୫୦ ଇ-ବସ୍‌

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ‘ଫେମ୍‌ ଇଣ୍ଡିଆ’ ଯୋଜନାରେ ଭୁବନେଶ୍ୱରକୁ ୫୦ଟି ଇଲେକ୍ଟ୍ରି ବସ୍‌ ମିଳିବ। କେନ୍ଦ୍ର ଭାରି ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏହି ବସ୍‌ଗୁଡ଼ିକ ଯୋଗାଇ ଦିଆଯିବ। ଦେଶର ୬୪ଟି ସହରକୁ ମୋଟ୍‌ ୫୫୯୫ଟି ଇଲେକ୍ଟ୍ରି ବସ୍‌ ଯୋଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଟ୍ରେନ୍‌ ଆଗକୁ ଡେଇଁ ଗେଟ୍‌ମ୍ୟାନଙ୍କ ଆତ୍ମହତ୍ୟା

ଜୟପୁର: ଖଡପା ଗେଟ ନିକଟରେ ବିଶାଖାପାଟଣା-କୋରାଣ୍ଡୁଲୁ ପସେଞ୍ଜର ଟ୍ରେନ ଆଗକୁ ଡେଇଁ ଗୁରୁବାର ଜଣେ ଗେଟମ୍ୟାନ ଆତ୍ମହତ୍ୟା କରିଛନ୍ତି। ମୃତ ଗେଟମ୍ୟାନ କଟକ ଜିଲ୍ଲା ଆଠଗଡ ଅଞ୍ଚଳର ବିଷ୍ଣୁପ୍ରସାଦ ରଥ(୩୧) ବୋଲି କୁହାଯାଉଛି।
ଅଧିକ ଖବର ଦେଖନ୍ତୁ...

ପ୍ରେମ କରିବା ମହଙ୍ଗା ପଡ଼ିଲା, ଯୁବକଙ୍କୁ ପିଇବାକୁ ପଡ଼ିଲା ପରିଶ୍ରା 

ମୋଡାସା: ଗୁଜୁରାଟର ମୋଡାସାରେ ବସବାସ କରୁଥିବା ଜଣେ ଦଲିଦ ଯୁବକ ଅନ୍ୟ ଜାତିର ଯୁବତୀଙ୍କୁ ଭଲ ପାଇ ମହଙ୍ଗା ପଡ଼ିଛି। ତେବେ ଏବିଷୟରେ ଗ୍ରାମବାସୀ ଖବର ପାଇବା ପରେ ସେମାନେ ଯୁବକଙ୍କୁ ନିସ୍ତୁକମାଡ ମାରିବା ସହିତ ପରିଶ୍ରା ପିଇବାକୁ ବାଧ୍ୟ କରିଥିଲେ। ତେବେ ଦଳିତ ଯୁବକଙ୍କୁ ମାରପିଟ କରୁଥିବାର ଏକ…
ଅଧିକ ଖବର ଦେଖନ୍ତୁ...