Daily Archives

August 8, 2019

ଓ୍ଵାଘା-ଅଟାରୀ ସୀମାରେ ଅଟକିଲା ସମଝୌତା ଏକ୍ସପ୍ରେସ : ଟ୍ରେନକୁ ଭାରତୀୟ ସୀମା ଭିତରକୁ ଆଣିଲେ ରେଳବାଇ ଚାଳକ ଦଳ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଓ ଲାହୋର ମଧ୍ୟରେ ସପ୍ତାହକୁ ଦୁଇ ଥର ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ସୀମା ନିକଟରେ ହିଁ ଅଟକାଇଦେଇଛି ପାକିସ୍ତାନ । ପାକିସ୍ତାନରୁ ଭାରତକୁ ଫେରୁଥିବା ସମଝୌତା ଏକ୍ସପ୍ରେସର ଡ୍ରାଇଭର ଓ ଅନ୍ୟ କର୍ମଚାରୀମାନେ ଭାରତୀୟ ସୀମା ଭିତରକୁ ଆସିବାକୁ ମନା କରିବାରୁ ଓ୍ଵାଘା…
ଅଧିକ ଖବର ଦେଖନ୍ତୁ...

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: କଶ୍ମୀର ଘଟଣା ପରେ ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରି ଦିଆଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଫଳରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଉପବାଚସ୍ପତି ରଜନୀକାନ୍ତ ସିଂହ ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁବାର କ୍ୟାପିଟାଲ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ରଜନୀକାନ୍ତ ସିଂହ ଆଜି ସକାଳୁ ନୂତନ ଭାବରେ ମିଳିଥିବା ବଙ୍ଗଳା ଦେଖିବାକୁ ଯାଇଥିଲେ। ଏହି ସମୟରେ ଚାଲୁଥିବା ବେଳେ ହଠାତ୍‌…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେଉଁ କାରଣ ପାଇଁ ୯ବର୍ଷୀୟା ଶିଶୁ ହେଲେ ମଣିପୁରର ଗ୍ରୀନ୍‌ ଆମ୍ବାସାଡ଼ାର

ଇମ୍ଫାଲ : ପ୍ରଥମ ଥର ପାଇଁ ଜଣେ ୯ବର୍ଷୀୟା ଶିଶୁ ମଣିପୁରର ଗ୍ରୀନ୍‌ ଆମ୍ବାସାଡ଼ର ହେବାକୁ ଯାଉଛନ୍ତି । ମଣିପୁରରେ ରହୁଥିବା ଭାଲେଣ୍ଟିନା ଏଲାଙ୍ଗବମ୍‌ଙ୍କୁ ଏବେ ଗ୍ରୀନ୍‌ ଆମ୍ବାସାଡ଼ର ଭାବେ ବାଛିଛନ୍ତି ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ । କିଛି ଦିନ ତଳେ ଭାଲେଣ୍ଟିନାଙ୍କର ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ଭୁପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କୁ  ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଛି ।  ଆଜି ରାଷ୍ଟ୍ରପତି ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ତାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଗିରଫ, ୫ ଜଣଙ୍କୁ ଏନ୍‌କାଉଣ୍ଟର କରିଛି କମିସନରେଟ୍‌ ପୁଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ଖେଳାଇ ଲୁଟ୍‌ପାଟ୍‌ କରୁଥିବା କୁଖ୍ୟାତ ଅପରାଧୀ ରବି ରାଓ ସମେତ ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ଏନକାଉଣ୍ଟର କରିଛି। ଡକାୟତମାନଙ୍କ ଠାରୁ କମିସନରେଟ୍‌ ପୁଲିସ ୯ଟି କାର୍‌, ୬ଟି ବାଇକ୍‌ ଓ ୨୨୪ ଗ୍ରାମ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସୁରକ୍ଷା ପାଇଁ ଯୁବକ ପ୍ରସ୍ତୁତ କଲେ ‘ସ୍ମାର୍ଟ ଚୁଡି’, ଏଣିକି ଆକ୍ରମଣକାରୀ ମହିଳାଙ୍କ ହାତ ଧରିବା ମାତ୍ରେ…

ହାଇଦ୍ରାବାଦ: ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଚୁଡି ତିଆରି କରିଥିବା ଦାବି କରିଛନ୍ତି। ହରିଶ ଗାଦିଙ୍କ କହିବାନୁସାରେ, ସେ ଯେଉଁ ସ୍ୱତନ୍ତ୍ର ଚୁଡି ତିଆରି କରିଛନ୍ତି, ତାହାକୁ ପିନ୍ଧି ଥିବା ଅବସ୍ଥାରେ ଯଦି ମହିଳାଙ୍କ ଉପରେ କେହି ଆକ୍ରମଣ କରନ୍ତି ତେବେ ମହିଳାଙ୍କୁ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ୧୨.୮୪ କୋଟି ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଟିଟିଲାଗଡ଼ରୁ ବ୍ୟବସାୟୀ ଗିରଫ

ଟିଟିଲାଗଡ଼: ୧୨ କୋଟି ୮୪ ଲକ୍ଷ ଟଙ୍କାର ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ଟିକସ ଫାଙ୍କିବା ଅଭିଯୋଗରେ ପୁଲିସ ଗୁରୁବାର ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ରାଜ୍ୟ ଜିଏସ୍‌ଟି କମିସନଙ୍କ ନିର୍ଦ୍ଦେଶ କ୍ରମେ ଜଏଣ୍ଟ ଏନଫୋର୍ସମେଣ୍ଟ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ ଉଚ୍ଛେଦକୁ କାରଗିଲରେ ବିରୋଧ, ନିୟନ୍ତ୍ରଣରେଖା ଅଶାନ୍ତ

ନୂଆଦିଲ୍ଲୀ : ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ସହ ଜାମ୍ମୁ-କଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାକୁ ନେଇ କାରଗିଲ ଅଂଚଳରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏହି ଜିଲ୍ଲାର କେତେକ ଲୋକ ଧାରା ୩୭୦ ପ୍ରତ୍ୟାହାର ଓ ରାଜ୍ୟର ବିଭାଜନକୁ ବିରୋଧ କରି ଆଜି ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଅଧ୍ୟକ୍ଷଙ୍କ ଉପରକୁ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ: ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ବା ସେଲର ଅଧ୍ୟକ୍ଷ ଅନିଲ କୁମାର ଚୌଧୁରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି | ନିଜ ଅଫିସରୁ ଘରକୁ ଆସୁଥିବାବେଳେ ଏହି ଆକ୍ରମଣ ହୋଇଥିଲା | ମିଳିଥିବା ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ଲୋଧି ରୋଡ଼ ସ୍ଥିତ ନିଜ ଅଫିସରୁ ଘରକୁ ଫେରୁଥିଲେ | ଏହି…
ଅଧିକ ଖବର ଦେଖନ୍ତୁ...