Daily Archives

August 8, 2019

ଭିଡିଓ ଜରିଆରେ ମହିଳା କହିଲେ, ସେ ଜାଣିଶୁଣି ପୁରୁଷଙ୍କୁ ଏଥିପାଇଁ କରିଛନ୍ତି ଏଚଆଇଭି ସଂକ୍ରମିତ

ନୂଆଦିଲ୍ଲୀ: ଜର୍ଜିୟାର ଜଣେ ମହିଳା ଲାଇଭ୍‌ ଭିଡିଓ ଜରିଆରେ ପ୍ରତିଶୋଧ ନେବା ପାଇଁ ଜାଣିଶୁଣି ପୁରୁଷଙ୍କୁ ଏଚଆଇଭି ସଂକ୍ରମିତ କରିଛନ୍ତି ବୋଲି କହିଛନ୍ତି। । ମହିଳାଙ୍କ ଏହି ଦାବି ପରେ ପୁଲିସ ଏହି ଘଟଣାର ଯାଞ୍ଚ କରୁଛି। ପ୍ରକାଶିତ ଖବର ମୁତାବକ, ଉକ୍ତ ମହିଳାଙ୍କ ପରିଚୟ ବ୍ରାଣ୍ଡି ୟାକିମା…
ଅଧିକ ଖବର ଦେଖନ୍ତୁ...

ଓମାର ଅବଦୁଳ୍ଲା ଓ ମେହେବୁବା ମୁଫ୍‌ତିଙ୍କୁ ଜେଲରେ ଭେଟିଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ

ଶ୍ରୀନଗର/ ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ମୋଦୀ ସରକାର ଉଚ୍ଛେଦ କରିଦେବା ପରଠାରୁ କଶ୍ମୀରରେ ଅବସ୍ଥାନ କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିବା ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ୍‌ ଡୋଭାଲ ଆଜି ଜମ୍ମୁ- କଶ୍ମୀରର ବରିଷ୍ଠ ନେତା ତଥା ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ହାଲ୍‌ରେ କମ୍ପ୍ରେସର ଫାଟିବାରୁ ଜଣେ କର୍ମଚାରୀ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲାର ସୁନାବେଡାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକସ୍‌ ଲିମିଟେଡ (ହାଲ୍‌)ର ସୁଖୋଇ ଫ୍ୟାକ୍ଟ୍ରିରେ ଗୁରୁବାର ଅଘଟଣ ଘଟିଛି। ସୂଚନା ଅନୁସାରେ ଫ୍ୟାକ୍ଟ୍ରିର ଏକ କମ୍ପ୍ରେସର ଫାଟିବାରୁ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ହାଲ୍‌ ମେଡ଼ିକାଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ପ୍ରଦର୍ଶିତ ହେବନି ଭାରତୀୟ ଫିଲ୍ମ, ଘୋଷଣା କଲା ପାକ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ପାକିସ୍ତାନର ଭାରତ ପ୍ରତି ଥିବା ଆକ୍ରୋଶ | ତେବେ ଏହାର ପ୍ରଭାବ ମନୋରଂଜନ ଶିଳ୍ପ ଉପରେ ମଧ୍ୟ ପଡିବାରେ ଲାଗିଛି | ଆଜି ପାକିସ୍ତାନ ପକ୍ଷରୁ ଭାରତୀୟ ଫିଲ୍ମ ପ୍ରଦର୍ଶିତ କରାଯିବନାହିଁ ବୋଲି ଘୋଷଣା କରାଯାଇଛି | ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର…
ଅଧିକ ଖବର ଦେଖନ୍ତୁ...

ସୁଷମାଙ୍କ ନିଧନ ପରେ ସ୍ମୃତି କହିଲେ, ‘ଆପଣଙ୍କ ପାଖରେ ମୋ ପାଇଁ ବି ଏକ ଜାଗା ରଖିଥିବେ, ଭେଟ ହେଲେ ଅନେକ କିଛି ଆଲୋଚନା…

ନୂଆଦିଲ୍ଲୀ: ଭାରତୀୟ ଜନତା ଦଳର ବରିଷ୍ଠ ନେତ୍ରୀ ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗବାର ବିଳମ୍ବିତ ରାତିରେ ପରଲୋକ ହୋଇଥିଲା। ଗତକାଲି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ତାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ଅଧିକ ଖବର ଦେଖନ୍ତୁ...

୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରରେ ନିବେଶ ପାଇଁ ଆଗ୍ରହ ଦେଖାଇଲେ କମ୍ପାନି

ଶ୍ରୀନଗର: ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ଶିଳ୍ପ ସମୃଦ୍ଧିର ନୂଆ ଆଶା ଦେଖାଦେଇଛି | କାରଣ କିଛି କମ୍ପାନି ଏବେ ଜମ୍ମୁକାଶ୍ମୀରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି | ତେବେ ଶିଳ୍ପ ହେଲେ ଏଠାକାର ଯୁବପିଢ଼ି ନିଯୁକ୍ତିର ସୁଯୋଗ ପାଇବେ | ଯାହାକି ପରୋକ୍ଷ ଭାବେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ-ଲାହୋର ସମଝୌତା ଏକ୍ସପ୍ରେସ ବନ୍ଦ କଲା ପାକିସ୍ତାନ, ଭାରତର ଅସ୍ୱୀକାର

ଇସ୍ଲାମାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ପ୍ରସଙ୍ଗରେ ପାକିସ୍ତାନ ସରକାର ପ୍ରତିଦିନ ଭାରତ ବିରୋଧରେ ନୂଆ ନୂଆ ପଦକ୍ଷେପ ଘୋଷଣା କରିବାରେ ଲାଗିଛନ୍ତି । ଗତକାଲି ଭାରତ ସହିତ କୂଟନୈତିକ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିବା ପରେ ଆଜି ନୂଆଦିଲ୍ଲୀ ଓ…
ଅଧିକ ଖବର ଦେଖନ୍ତୁ...

ଖୋଲିଲା ଇନ୍ଦ୍ରାବତୀ ଡ୍ୟାମର ଦୁଇଟି ଗେଟ

ନବରଙ୍ଗପୁର: ଗୁରୁବାର ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ଇନ୍ଦ୍ରାବତୀ ଡ୍ୟାମର ଦୁଇଟି ଗେଟ ଖୋଲା ଯାଇଛି। ଆଜି ସକାଳ ୧୧.୩୦ରେ ପ୍ରଥମେ ୬ନମ୍ବର ଓ ପରେ ୨ ନମ୍ବର ଗେଟ୍‌ ଖୋଲା ଯାଇଛି। ଫଳରେ କୋଶାଗୁମୁଣ୍ଡା ବ୍ଲକ୍‌ର ବିନ୍‌ଜିଲି, ଉକିଆପାଲି, ସାନମବଡା, ଘଟଗୁଡା, ଚିରମା ଗ୍ରାମପଞ୍ଚାୟତର ୧୮ଟି…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ଧାରା ୩୭୦ ଉଠାଇବା ନିଷ୍ପତ୍ତିର ଅନେକ ସକାରାତ୍ମକ ଦିଗ ରହିଛି ବୋଲି କହିଲେ କଶ୍ମୀର ମହାରାଜାଙ୍କ ପୁତ୍ର ଡଃ…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ପ୍ରସଙ୍ଗରେ କଂଗ୍ରେସରେ ମତଭେଦ ବଢିବାରେ ଲାଗିଛି । ଆଜି ସରକାରଙ୍କ ଏକ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ତଥା କଶ୍ମୀରର ପୂର୍ବତନ ଯୁବରାଜ ଡଃ କରନ ସିଂ । ଆଜି ଏକ ବକ୍ତବ୍ୟ ଜାରି କରି ସେ…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ର ଉଚ୍ଛେଦ ବିରୋଧରେ ଆଗତ ମାମଲାର ଜରୁରୀ ଶୁଣାଣି କରିବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏକ ମାମଲାର ଜରୁରୀ ଶୁଣାଣି କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...