Daily Archives

August 26, 2019

ଗୁଜୁରାଟର କଚ୍ଚ୍‌ ନିକଟବର୍ତ୍ତୀ ଭାରତ-ପାକ୍‌ ସୀମାନ୍ତରୁ ୨ ପାକିସ୍ତାନୀ ଯନ୍ତ୍ରଚାଳିତ ଡଙ୍ଗାକୁ ଜବତ କଲା ବିଏସ୍‌ଏଫ୍‌

ଅହମ୍ମଦାବାଦ: ଗୁଜୁରାଟର କଚ୍ଚ୍‌ ନିକଟବର୍ତ୍ତୀ ଭାରତ- ପାକ୍‌ ସୀମାନ୍ତ ହରମୀ ନଳା ଅଞ୍ଚଳରୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନ୍‌ମାନେ ପାକିସ୍ତାନର ଦୁଇଟି ଯନ୍ତ୍ର ଚାଳିତ ଡଙ୍ଗାକୁ ଜବତ କରିଛନ୍ତି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ବିଏସ୍‌ଏଫ୍‌ ପକ୍ଷରୁ ସିଲ୍‌ କରି ଦିଆଯିବା ସହ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନୀ ମାମଲା: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ନୋଟିସ୍‌ ଜାରି କଲେ ହାଇକୋର୍ଟ

କଟକ: ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଆଜି ଓଡ଼ିଶା ହାଇକୋର୍ଟ ଏକ ନିର୍ବାଚନୀ ମାମଲାରେ ନୋଟିସ୍‌ ଜାରି କରିଛନ୍ତି । ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଦାୟର କରାଯାଇଥିବା ନିର୍ବାଚନୀ ମାମଲାକୁ ବିଚାର ଲାଗି ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ…
ଅଧିକ ଖବର ଦେଖନ୍ତୁ...

ସରକାରୀ ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରାଯିବ, ଫୋନ କରି ରୋଗୀଙ୍କ ମତାମତ ନେବେ ସରକାର

ଭୁବନେଶ୍ୱର : ଓଡ଼ିଶା ସରକାର ଆସନ୍ତା ଅକ୍ଟୋବର ମାସରେ 'ମୋ ସରକାର' ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହା ପୂର୍ବରୁ ସରକାରୀ ଡାକ୍ତରଖାନାଗୁଡ଼ିକର ଅବସ୍ଥାକୁ ସୁଧାରିବାକୁ ଜିଲ୍ଲା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ପାକ୍‌ରେ ସଙ୍ଗୀତ କାର୍ଯ୍ୟକ୍ରମକୁ ନେଇ ସଲମାନ ଖାନ୍‌ଙ୍କ କନ୍‌ସର୍ଟରୁ ବାହାରିଲେ ମିକା

ମୁମ୍ବାଇ : ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ ପାକିସ୍ତାନରେ ଯାଇ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ପାଇଁ ତାଙ୍କ ଉପରେ ଅଲ୍‌ ଇଣ୍ଡିଆ ସିନେ ଓ୍ଵାର୍କସ୍‌ ଆସୋସିଏସନ୍‌ ଓ ଫେଡେରେସନ ଅଫ୍‌ େଓ୍ଵଷ୍ଟର୍ଣ୍ଣ ସିନେ ଏମ୍ପ୍ଲଇଜ୍…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ସଡ଼କ ଦୁର୍ଘଟଣାରେ ଅବସରପ୍ରାପ୍ତ ସିଆଇଏସ୍‌ଏଫ୍‌ କର୍ମଚାରୀ ମୃତ

ବାଲେଶ୍ୱର: ବାଲେଶ୍ୱରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ନାତୁଣୀ ଜନ୍ମଦିନ ମନାଇବା ପାଇଁ ନିଜ ଝିଅ ଘରକୁ ଆସିଥିବା ଜଣେ ୬୮ ବର୍ଷିଅ ସିଆଇଏସ୍‌ଏଫ୍‌ର ଅବସରପ୍ରାପ୍ତ କର୍ମଚାରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବାଲେଶ୍ୱରଠାରେ ଏକ ଟ୍ରକ୍‌ ସହ  ସ୍କୁଟି ମୁହାଁମୁହିଁ ଧକ୍କା ହେବା ପରେ…
ଅଧିକ ଖବର ଦେଖନ୍ତୁ...

ବୈଠକ ପୂର୍ବରୁ ସାମ୍ବାଦିକଙ୍କ ସମ୍ମୁଖରେ ମୋଦୀ ଓ ଟ୍ରମ୍ପ କଲେ ଗମାତ: ‘ଟ୍ରମ୍ପ କହିଲେ ସେ (ମୋଦୀ) ବହୁତ ବଢ଼ିଆ ଇଂରାଜୀ…

ବିଅରିଜ୍‌ (ଫ୍ରାନ୍ସ): ଫ୍ରାନ୍ସର ବିଅରିଜ୍‌ ଠାରେ ଆରମ୍ଭ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଅବସରରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକର ଆୟୋଜନ ହୋଇଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ରାଷ୍ଟ୍ରପତି ବି ମିଛୁଆ ! ମିଛ ଟ୍ଵିଟ ପରେ ନୋଟିସ୍‌ ଜାରି କଲା ଟ୍ଵିଟର

ଇସ୍ଲାମାବାଦ : ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ହତାସ ହୋଇପଡିଛି । ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ ସବୁଆଡୁ ବିଫଳ ହେବା ପରେ ପାକିସ୍ତାନ ଏବେ ଭାରତ ବିରୋଧରେ ମିଥ୍ୟାପ୍ରଚାର ବା ପ୍ରୋପାଗେଣ୍ଡା ଯୁଦ୍ଧ ଚଳାଇଛି । ପାକିସ୍ତାନର ପ୍ରାୟ ସବୁ ନେତା…
ଅଧିକ ଖବର ଦେଖନ୍ତୁ...

ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିବା ସହ ଜଙ୍ଗଲରେ ଫିଙ୍ଗିଲା ସ୍ୱାମୀ

ବାରିପଦା : ଘରୋଇ କଳହକୁ ନେଇ ସ୍ତ୍ରୀକୁ ହତ୍ୟା ଓ ପରେ ଜଙ୍ଗଲରେ ନେଇ ଫିଙ୍ଗିଦେବା ଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳରେ । ଘଟଣାର ସୂଚନା ପାଇ ପୁଲିସ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି । ସୂଚନା…
ଅଧିକ ଖବର ଦେଖନ୍ତୁ...

ବିମାନରେ ପୁରୁଣା ଲାପଟପ ନ ନେବାକୁ ପରାମର୍ଶ ଦେଲା ଡ଼ିଜିସିଏ

ନୂଆଦିଲ୍ଲୀ: ବିମାନରେ ନିଅନ୍ତୁ ନାହିଁ ପୁରୁଣା ଆପଲ ଲାପଟପ | ଏହାଦ୍ୱାରା ବିମାନ ଉଡ଼ାଣରେ ସମସ୍ୟା ଦେଖାଦେଇପାରେ, କିଛି ଏଭଳି ଆଶଙ୍କା ସୃଷ୍ଟି କରି ବିମାନ ଯାତ୍ରୀଙ୍କୁ ଏହି ଲାପଟପ ନ ନେବାକୁ ପରାମର୍ଶ ଦିଆଯାଇଛି | ଡ଼ିଜିସିଏ(ବେସାମରିକ ବିମାନ ଉଡ଼ାଣ କର୍ତୃପକ୍ଷ) ପକ୍ଷରୁ କୁହାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...

ନୋଇଡ଼ାର ସ୍ପାଇସ୍‌ ମଲ୍‌ରେ ଅଗ୍ନିକାଣ୍ଡ, କେହି ମୃତାହତ ନଥିବା ସୂଚନା

ନୋଇଡ଼ା: ଉତ୍ତରପ୍ରଦେଶର ନୋଇଡ଼ାଠାରେ ଥିବା ‘ସ୍ପାଇସ୍‌ ମଲ୍‌’ରେ ସୋମବାର ଭୟାନକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ନିଆଁକୁ ଆୟତ୍ତ କରିବାକୁ ୪ଟି ଦମକଳ ନିୟୋଜିତ ହୋଇଥିଲେ। ମଲ୍‌ର ଦ୍ୱିତୀୟ ମହଲାରେ ଥିବା ରେଷ୍ଟୁରାଣ୍ଟ୍‌ରେ ଏହି ଅଗ୍ନିକାଣ୍ଡ ଘଟିଥିବା…
ଅଧିକ ଖବର ଦେଖନ୍ତୁ...