Daily Archives

August 26, 2019

ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ବାଙ୍ଗାଲୁରୁ : ଆଜି ଇସ୍ରୋ ପକ୍ଷରୁ ଚନ୍ଦ୍ରଯାନ-୨ ଦ୍ୱାରା ଉତ୍ତୋଳନ କରାଯାଇଥିବା ଚନ୍ଦ୍ରପୃଷ୍ଠର ଆଉ ଏକ ଫଟୋ ଜାରି କରାଯାଇଛି । ଏହାକୁ ଚନ୍ଦ୍ରଯାନ-୨ରେ ଲାଗିଥିବା ଶକ୍ତିଶାଳୀ ଟେରେନ ମ୍ୟାପିଂ କ୍ୟାମେରା-୨ ମାଧ୍ୟମରେ ଉତ୍ତୋଳନ କରାଯାଇଛି । ଗତ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୪୩୭୫…
ଅଧିକ ଖବର ଦେଖନ୍ତୁ...

ବହି ବାନ୍ଧୁ ବାନ୍ଧୁ ଭଲ ପାଇବସିଲେ କାଶ୍ମୀରର ଏହି ଯୁବକ, ଏବେ ହେବେ ଅଫିସର

ଶ୍ରୀନଗର: କୁହାଯାଏ ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ମନୋବଳ, ଆଉ ପ୍ରଚଣ୍ଡ ପ୍ରତିଜ୍ଞା ଆଗରେ ହାର ମାନିଥାଏ ପ୍ରତିବନ୍ଧକ । କିଛି ଏଭଳି କଥାକୁ ଏବେ ପ୍ରମାଣିତ କରି ଦେଖାଇଛନ୍ତି ଜାମ୍ମୁ କାଶ୍ମୀରର ଯୁବକ ସୁରେଶ ସିଂ | କାଶ୍ମୀର ପ୍ରଶାସନିକ ସେବାରେ ୧୦ମ ରାଙ୍କ ପାଇଛନ୍ତି ଏହି ଯୁବକ | ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ‘ଫିଟ୍‌ ଇଣ୍ଡିଆ କମିଟି’ରେ ଯୋଗ ଦେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଦେଶର ଫିଟ୍‌ ଗର୍ଲ ଭାବେ ପରିଚିତା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍‌ ଇଣ୍ଡିଆ କମିଟିରେ ଯୋଗ ଦେଇଛନ୍ତି। ଦେଶର ନାଗରିକମାନଙ୍କୁ ସୁସ୍ଥ ଜୀବନ ଜିଇବାକୁ ପ୍ରୋତ୍ସାହିତ କରିବା ଏହି କମିଟିର ଲକ୍ଷ୍ୟ। ଶିଳ୍ପା ଏଥିରେ ଯୋଗ ଦେବା ପରେ ନିଜର…
ଅଧିକ ଖବର ଦେଖନ୍ତୁ...

ନିଆରା ଢ଼ଙ୍ଗରେ ଅରୁଣ ଜେଟଲିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଅମୂଲ; ‘କମଲ୍‌ କି ନେତା…’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଦିଗ୍ଗଜ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲିଙ୍କୁ ଆଜି ଏକ ଭିନ୍ନ ଅନ୍ଦାଜ ସହ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛି ଦେଶର ଅନ୍ୟତମ ଖ୍ୟାତନାମା କମ୍ପାନି ଅମୂଲ। ସ୍ୱର୍ଗତ ଜେଟଲିଙ୍କ ଏକ ଗ୍ରାଫିକ୍‌ ମନୋକ୍ରୋମ୍‌ ପୋଷ୍ଟର…
ଅଧିକ ଖବର ଦେଖନ୍ତୁ...

ପି.ଚିଦମ୍ବରମଙ୍କ ସିବିଆଇ ହାଜତ ମିଆଦ ଅଗଷ୍ଟ ୩୦କୁ ବୃଦ୍ଧି

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ଅଡୁଆ ବଢିଚାଲିଛି । ଆଜି ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ସିବିଆଇ ହାଜତ ମିଆଦକୁ ଆଉ ୪ ଦିନ ଅର୍ଥାତ୍‌ ଅଗଷ୍ଟ ୩୦ ପର୍ଯ୍ୟନ୍ତ ବଢେଇଦେଇଛନ୍ତି । ସ୍ୱତନ୍ତ୍ର ସିବିଆଇ ଜଜ ଅଜୟ କୁମାର କୁହର ଏହି ହାଜତ ମିଆଦକୁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ଘୋଷଣା ହେଲା ‘ନୋ ଓଭରଟେକିଂ’ଜୋନ୍: ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ…

ଭୁବନେଶ୍ବର: ବେପରଓ୍ୱା ଗାଡି ଚଲାଉଥିଲେ ସାବଧାନ୍ ହୋଇଯାଆନ୍ତୁ । ଏଣିକି ଆପଣଙ୍କ ଗାଡି ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା । ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ ଏକ ବଡ ପଦକ୍ଷେପ ଗ୍ରହଣ କରୁଛି  ।  ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ  ରାସ୍ତାକୁ  ‘ନୋ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଥରୁଟିଏ ବ୍ୟବହାର ପ୍ଲାଷ୍ଟିକ୍‌ ମିସନ୍‌କୁ ପ୍ରଶଂସା କଲେ ଆମୀର

ମୁମ୍ବାଇ: ଦେଶରେ ପ୍ଲାଷ୍ଟିକ୍‌ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ସୁପର୍‌ଷ୍ଟାର୍‌ ଆମୀର ଖାନ୍‌। ଆଗାମୀ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ପ୍ଲାଷ୍ଟିକ୍‌ ଲଞ୍ଚ୍‌ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଜି-୭ରେ ଭାରତର କୂଟନୈତିକ ବିଜୟ; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଲେ କଶ୍ମୀର ହେଉଛି ଏକ ଦ୍ୱିପାକ୍ଷିକ…

ନୂଆଦିଲ୍ଲୀ: ଫ୍ରାନ୍ସ ଠାରେ ଆରମ୍ଭ ହୋଇଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟିବା ସହ ଆଲୋଚନା କରିଛନ୍ତି। ତେବେ, ଆଜି ପର୍ଯ୍ୟନ୍ତ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ବାରମ୍ବାର ଆଗ୍ରହ…
ଅଧିକ ଖବର ଦେଖନ୍ତୁ...

ଦେଶର ପ୍ରତି ଗାଁ ଓ ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ଓ୍ଵାଇ-ଫାଇ ଇଣ୍ଟରନେଟ ସେବା, ଗ୍ରାମ-ନେଟ ମାଧ୍ୟମରେ ଯୋଗାଇବେ ସରକାର

ନୂଆଦିଲ୍ଲୀ : ସରକାର ଦେଶର ପ୍ରତି ଗାଁ ଓ ଦୂରନ୍ତ ଅଞ୍ଚଳରେ ଓ୍ଵାଇ-ଫାଇ ଇଣ୍ଟରନେଟ୍‌ ସେବା ଯୋଗାଇବେ । ଗ୍ରାମ-ନେଟ୍‌ ମାଧ୍ୟମରେ ଏହି ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଂଜୟ ଶ୍ୟାମରାଓ ଧୋତ୍ରେ କହିଛନ୍ତି । ଏଠାରେ ସି-ଡଟ୍‌ (ସେଣ୍ଟର ଫର ଡେଭଲପମେଣ୍ଟ ଅଫ…
ଅଧିକ ଖବର ଦେଖନ୍ତୁ...

ମଦର ଟେରେସାଙ୍କର ଓଡିଶା ସହ ସମ୍ପର୍କ

ଭୁବନେଶ୍ୱର: ଆଜି ହେଉଛି ନୋବେଲ ପୁରସ୍କାର ବିଜୟିନୀ ତଥା ସମାଜସେବୀ ମଦର ଟେରେସାଙ୍କର ଜନ୍ମବାର୍ଷିକୀ | ମଦର ଟେରେସାଙ୍କର ଜନ୍ମ ୨୬ ଅଗଷ୍ଟ ୧୯୧୦ରେ ହୋଇଥିବାବେଳେ ଓଡିଶା ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା | ମଦର ଟେରେସା ୧୯୭୪ ମସିହାରେ ଭୁବନେଶ୍ୱର ବୁଲିବାକୁ ଆସିଥିଲେ |ସେ ତତ୍କାଳୀନ…
ଅଧିକ ଖବର ଦେଖନ୍ତୁ...