Daily Archives

October 10, 2019

ଚୋରାରେ ଭାରତକୁ ଆସୁଥିଲା ବିଷଧର ସାପ ଓ ଏଣ୍ଡୁଅ

ଚେନ୍ନାଇ: ବେଆଇନ ଭାବେ ଭାରତକୁ ଆସୁଥିବା କିଛି ସାପ ଓ ବିରଳ ପ୍ରଜାତିର ଏଣ୍ଡୁଅକୁ ଉଦ୍ଧାର କରିଛି ସୀମା ଶୁଳ୍କ ବିଭାଗ | ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ସୀମା ଶୁଳ୍କ ବିଭାଗ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୧୬ଟି ବିରଳ ପ୍ରଜାତିର ଜନ୍ତୁଙ୍କୁ ଉଦ୍ଧାର କରିଛି | ମିଳିଥିବା…
ଅଧିକ ଖବର ଦେଖନ୍ତୁ...

୨ ଖଣି ମାଫିଆଙ୍କୁ ଗିରଫ କଲା ଏସ୍‌ଟିଏଫ

ଭୁବନେଶ୍ୱର: ଏସ୍‌ଟିଏଫ୍‌ ଗୁରୁବାର ଖୋର୍ଦ୍ଧାରୁ ୨ ଜଣ ଖଣି ମାଫିଆଙ୍କୁ ଗିରଫ କରିଛି। ଏସ୍‌ପି (ଏସ୍‌ଟିଏଫ୍‌) ରାହୁଲ ପି.ଆର ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଫୁଲ୍ଲ ନାୟକ ଓରଫ ଟୁନା ଓ ଅବନୀକାନ୍ତ ସାମନ୍ତରାୟ । ଉଭୟ ପ୍ରଫୁଲ୍ଲ ଓ ଅବନୀ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ନର୍ଦ୍ଦମା ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ଜାତୀୟ ମାନ୍ୟତା

ଭୁବନେଶ୍ୱର: ନର୍ଦ୍ଦମା ପରିଚାଳନା ଓ ଉପଚାର କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ମାନ୍ୟତା ସହ ଆନ୍ତର୍ଜାତିକ ପ୍ରଶଂସା ମିଳିଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆଜି ଅନୁଷ୍ଠିତ ଏହି…
ଅଧିକ ଖବର ଦେଖନ୍ତୁ...

ରାସ୍ତାରୁ ପ୍ଲାଷ୍ଟିକ ଆଣି ଦେଲେ ସରକାର ଦେବେ ମାଗଣା ଖାଦ୍ୟ

ଅମ୍ବିକାପୁର: ରାସ୍ତାରେ ପଡିଥିବା ପ୍ଲାଷ୍ଟିକ ଗୋଟାଇ ଆଣିଲେ ପେଟପୁରା ମାଗଣା ଖାଦ୍ୟ ମିଳିବ | କିଛି ଏଭଳି ନିଆରା ଚିନ୍ତାକୁ ନେଇ ଛତିଶଗଡ଼ର ଅମ୍ବିକାପୁରରେ ଆଜି ଏକ କାଫେର ଉଦଘାଟନ କରାଯାଇଛି | ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି ଏସ ସିଂହଦେଓ ଦେଶର ପ୍ରଥମ ଗାରବେଜ କାଫେର ଶୁଭାରମ୍ଭ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ଧାରା ୩୭୦ ଉଠିବା ପରେ ୩୦୦ରୁ ଅଧିକ ପଥରମାଡ ଘଟଣା, ୧୦୦ ଯବାନ ଆହତ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ଇତି ମଧ୍ୟରେ ଦୁଇ ମାସ ବିତିଯାଇଛି । ଉପରକୁ ସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ସରକାର କହୁଥିବାବେଳେ ଏହି ୨ ମାସରେ ଘାଟିରେ ୩୦୦ରୁ ଅଧିକ ପଥର ଫିଙ୍ଗା ଘଟଣା ଘଟିଛି । ଏସବୁ ଘଟଣାରେ ୧୦୦ରୁ ଅଧିକ ସୁରକ୍ଷାବଳ ଆହତ ହୋଇଛନ୍ତି । ଏମାନଙ୍କ…
ଅଧିକ ଖବର ଦେଖନ୍ତୁ...

ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର…

ଭୁବନେଶ୍ୱର/ କୋଲକାତା: ଏକ ସମୟରେ ସମଗ୍ର ଦେଶରେ ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବଲାଙ୍ଗିର ପାଟଣାଗଡ଼ ପାର୍ଶଲ ବୋମା ବିସ୍ଫୋରଣ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ପାଟଣାଗଡ଼’ ୨୫ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର…
ଅଧିକ ଖବର ଦେଖନ୍ତୁ...

ହାତରେ ମନ ମିଶିଲା, ପଦ୍ମ ପାଇଁ ଶୋକ ଆଣିବେ କି ଅଶୋକ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର କରିବେ ରିପୁନାଥ ସେଠ । ରିପୁନାଥଙ୍କ ଅଭିମାନ ଦୂର କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କୁ ଭେଟିବା ପରେ ଏହା କହିଛନ୍ତି ରିପୁନାଥ । ସେ ଆହୁରି କହିଛନ୍ତି, ବାକ୍ତିଗତ ଭାବେ ଦିଲ୍ଲୀପ ପଣ୍ଡାଙ୍କ ପାଇଁ ନୁହେଁ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଗୋଚାଲାଣ ରୋକିବା ବେଳେ ବଜରଙ୍ଗ ଦଳ କର୍ମୀଙ୍କ ଉପରକୁ ଗୁଳି ଚଳାଇଲେ ଗୋତସ୍କର, ଜଣେ ଆହତ

ନୂଆଦିଲ୍ଲୀ: ହରିୟାଣାର ଗୁରୁଗ୍ରାମରେ ଗୋତସ୍କରମାନେ ବଜରଙ୍ଗ ଦଳର ଜଣେ କର୍ମୀଙ୍କୁ ଗୁଳିମାରିବା ଘଟଣା ସାମ୍ନାକୁ ଆସିଛି । ବୁଧବାର ରାତିରେ ଗୁରୁଗ୍ରାମ୍ ସେକ୍ଟର ୧୦ରେ ଘଟିଛି ଏହି ଘଟଣା । ଏକ ଗାଡ଼ିରେ ଗୋତସ୍କରମାନେ ଗୋରୁ ଚାଲାଣ କରୁଥିବା ବେଳେ ବଜରଙ୍ଗ ଦଳର କର୍ମୀ ମୋନୁ ମନେସର୍ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

୭୪୦କୋଟିର ଠକେଇ ମାମଲାରେ ଔଷଧ କମ୍ପାନି ରାନବାକ୍ସିର ପୂର୍ବତନ ମାଲିକ ଶିବିନ୍ଦର ସିଂହ ଗିରଫ

ନୂଆଦିଲ୍ଲୀ : ଫୋର୍ଟିିସ୍‌ ଗ୍ରୁପର ପୂର୍ବ ସଂସ୍ଥାପକ ଶିବିନ୍ଦର ମୋହନ ସିଂହଙ୍କୁ ଗୁରୁବାର ଦିଲ୍ଲୀ ପୁଲିସର ଆର୍ଥିକ ଅପରାଧ ଶାଖା ଗିରଫ କରିଛି । ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀ ରେଲିଗେୟାର ଦ୍ୱାରା ରୁଜୁ କରାଯାଇଥିବା ଏତଲା ଆଧାରରେ ଶିବିନ୍ଦର ମୋହନ ସିଂହଙ୍କୁ ଗିରଫ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ପୁନେ ଟେଷ୍ଟ: ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ, କୋହଲି-ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ମଜବୁତ ସ୍ଥିତିରେ ଭାରତ

ପୁନେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୁନେରେ ଗୁରୁବାର ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ମୟଙ୍କ ଅଗ୍ରଓ୍ଵାଲ ଶତକ ହାସଲ କରିଛନ୍ତି। ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (ଅପରାଜିତ ୬୩ ରନ୍‌) ଓ ଚେତେଶ୍ୱର ପୂଜାରା (୫୮)ଙ୍କ ଅର୍ଦ୍ଧଶତକ…
ଅଧିକ ଖବର ଦେଖନ୍ତୁ...