Monthly Archives

October 2019

୧.୩ ମିଲିୟନ ଭାରତୀୟ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡଧାରୀ ବିପଦରେ, କାର୍ଡ ‘ଡିଟେଲ୍‌’କୁ ବିକ୍ରୟ କରାଯାଉଛି ଡାର୍କ…

ନୂଆଦିଲ୍ଲୀ: ବିଭିନ୍ନ ଭାରତୀୟ ବ୍ୟାଙ୍କ୍‌ର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ୧.୩ ମିଲିୟନ୍‌ କାର୍ଡଧାରୀ ଏବେ ବିପଦରେ। ବିଭିନ୍ନ ଭାରତୀୟ ବ୍ୟାଙ୍କର ୧.୩ ମିଲିୟନ ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡର ‘ଡିଟେଲ୍‌’କୁ ହ୍ୟାକରମାନେ ହ୍ୟାକ୍‌ କରିନେବା ସହ ଏହାକୁ ଡାର୍କ ୱେବ୍‌…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଲା ସୌରଭ ଗାଙ୍ଗୁଲିଙ୍କ ସେଲ୍‌ଫି, ବେଙ୍ଗାଲୁରୁ ବିମାନବନ୍ଦରରେ ପ୍ରଶଂସକଙ୍କ ସହ ନଜର ଆସିଲେ

ନୂଆଦିଲ୍ଲୀ : ଯଦି ଆପଣ ପୂର୍ବତନ କ୍ରିକେଟର ତଥା ବିିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କ ଜଣେ ବଡ଼ ପ୍ରଶଂସକ, ତେବେ ଆପଣଙ୍କୁ ଏହି ଫଟୋ ଖୁସି କରାଇବ ନିଶ୍ଚୟ । ବିିସିସିଆଇର ସଭାପତି ହେବା ପରେ ସୌରଭ ଗାଙ୍ଗୁଲି ଏବେ ଚର୍ଚ୍ଚାରେ ରହିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାଧାକ୍ରିଷ୍ଣ ମାଥୁର

ଶ୍ରୀନଗର : ଧାରା ୩୭୦ ହଟିବା ପରେ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହରାଇଥିଲା । ଏହା ସହ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା । ଏବେ ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଉପରାଜ୍ୟପାଳମାନେ ଶପଥ ନେଇଛନ୍ତି । ଲଦାଖର ପ୍ରଥମ ଉପରାଜ୍ୟପାଳ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର, ସମ୍ଭାଳିଲେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଦାୟିତ୍ବ

ଶ୍ରୀନଗର: ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଅଞ୍ଚଳର ଶାସନଭାର ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର ଅମଳରେ ଗିରିଶଙ୍କୁ ମିଶାଇ ୩ ଜଣ ଓଡ଼ିଆ ଏଭଳି ସାମ୍ବିଧାନିକ ପଦବୀରେ…
ଅଧିକ ଖବର ଦେଖନ୍ତୁ...

‘କୌନ ବନେଗା କରୋଡପତି’ ହଟସିଟ୍‌ରେ ବିଲେଇ !

ମୁମ୍ବାଇ : ‘କୌନ ବନେଗା କରୋଡପତି’ ସିଜନ୍‌-୧୧ର ଉପସ୍ଥାପକ ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଅନେକ ସମୟରେ ମଜାଦାର ଘଟଣା ପ୍ରଶଂସକମାନଙ୍କ ସହିତ ସେୟାର କରିଥାଆନ୍ତି। ନିକଟରେ ସେ ଏକ ମଜାଦାର  ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମଜାଦାର…
ଅଧିକ ଖବର ଦେଖନ୍ତୁ...

ପୁଣି ପାକିସ୍ତାନକୁ ଝଟକା : କୁଲଭୂଷଣ ମାମଲାରେ ପାକିସ୍ତାନ ଭିଏନା କନଭେନସନ୍ ଉଲ୍ଲଂଘନ କରିଛି ବୋଲି କହିଲା ଆଇସିଜେ

ନ୍ୟୁୟର୍କ/ ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ସ୍ତରରେ ଭାରତ ଆଜି ପାକିସ୍ତାନ ବିରୋଧରେ ଆଉ ଏକ ବଡ଼ ବିଜୟ ହାସଲ କରିଛି। ଏଥିସହ ଅନ୍ତର୍ଜତୀୟ ସ୍ତରରେ ପାକିସ୍ତାନକୁ ଲାଗିଛି ଆଉ ଏକ ବଡ଼ ଝଟ୍‌କା। ସଂପ୍ରତି ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଲଭୂଷଣ ଯାଦବଙ୍କ କ୍ଷେତ୍ରରେ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ବ୍ଲକରେ କାଣ୍ଡବିନ୍ଧା ପୋକ ଲାଗିବା ହେତୁ ଶହଶହ ଏକର ଧାନ ଫସଲ ନଷ୍ଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦା ବ୍ଳକ ବୁଡିପାଳି ପଞ୍ଚାୟତରେ ବହୁ ଚାଷୀଙ୍କ ଧାନ ଚାଷରେ କାଣ୍ଡବିନ୍ଧା ପୋକ ଲାଗି ଶହଶହ ଏକରର ଧାନ ଚାଷ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀମାନେ ଧାନ ହେବା ସମୟରେ କଣ୍ଡିବନ୍ଧା ପୋମ ହେବା ଫଳରେ ଚାଷୀମଧ୍ୟରେ ଚିନ୍ତା ବଢ଼ିଯାଇଛି। ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଦଳ ଆଗ ପଦବୀ ପଛ ! ଶିବସେନାର ବିଧାୟକ ଦଳ ନେତା ହେଲେ ଏକନାଥ ସିନ୍ଧେ

ମୁମ୍ବାଇ: ଶିବସେନା ରାଜନୀତିରେ ରୋଚକମୋଡ ଦେଖିବାକୁ ମିଳିଛି । କାରଣ ପୁଅ ଆଦିତ୍ୟ ଥାକରେଙ୍କ ବଦଳରେ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି | ଶିବସେନା ବିଧାୟକ ଦଳ ନେତା ଭାବେ ଏକନାଥ ସିନ୍ଧେଙ୍କ ନାମକୁ ନାଁ ନିଜେ ପ୍ରସ୍ତାବ ଦେଇଥିଲେ ଉଦ୍ଧବ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଲେ ଓଡ଼ିଆ ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର: ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଆଜି ଓଡ଼ିଆ ଆଇଏଏସ୍  ଗିରିଶ ଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ସେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ଅଧିବାସୀ। ଜମ୍ମୁକାଶ୍ମୀର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଶ୍ରୀନଗରସ୍ଥିତ ରାଜଭବନରେ ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଛାତ ଉପରକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ, ଅଭିଯୁକ୍ତଙ୍କ ଗିରଫ ଦାବିରେ…

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ  ବୈଶିଙ୍ଗା ଥାନା ଅଧୀନସ୍ଥ ଖୁଣ୍ଟାପୁରର ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ବାମୀ ଜଣେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଚିନ୍ତାମଣି ତିଳୋତ୍ତମା ବାଳିକା ଉଚ୍ଚ…
ଅଧିକ ଖବର ଦେଖନ୍ତୁ...