Daily Archives

December 6, 2019

ସଂଶୋଧିତ ମୋଟରଯାନ ଆଇନ : ରାଜ୍ୟମାନେ ମନଇଚ୍ଛା ଜରିମାନା ରାଶି କମାଇପାରିବେ ନାହିଁ

ନୂଆଦିଲ୍ଲୀ : ସଂଶୋଧିତ ମୋଟରଯାନ ଆଇନରେ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ଧାର୍ଯ୍ୟ କରାଯାଇଥିବା ଜରିମାନା ରାଶିକୁ ରାଜ୍ୟ ସରକାରମାନେ ମନଇଚ୍ଛା କମାଇପାରିବେ ନାହିଁ । ଏପରି ମତ ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ କେ.କେ. ଭେନୁଗୋପାଳ । ସେ କହିଛନ୍ତି ଯେ ସଂଶୋଧିତ ମୋଟରଯାନ ଆଇନ ସଂସଦରେ…
ଅଧିକ ଖବର ଦେଖନ୍ତୁ...

ଆଉ କିଛି ଘଣ୍ଟା ପରେ ନୂଆ ଚାକିରି କରିଥାନ୍ତେ, ହେଲେ ତା’ ପୂର୍ବରୁ ସବୁ ସରିଗଲା ସବୁକିଛି !

ଭଦ୍ରକ: ଦିନେ ପୁଅର କାନ୍ଦ ଶୁଣି ରହି ପାରୁ ନ ଥିଲା ମାଆ । କୁନି ପୁଅ ରାହା ଛାଡି କାନ୍ଦିଲେ ସବୁ କାମ ଛାଡି ଧାଇଁ ଆସୁଥିଲା ମାଆ । ହେଲେ ଆଜି, ମାଆର ବୁକୁଫଟା ଚିତ୍କାର ଶୁଣି ପାରୁନି ପୁଅ । ବାହୁନି ବାହୁନି ଯେତେ କାନ୍ଦିଲେ ବି ଜମା ଫେରୁନି ପୁଅ… କାରଣ ତା ପୁଅ ସବୁଦିନ ପାଇଁ ଶୋଇଯାଇଛି……
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ହିଂସାକାଣ୍ଡ: ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଦୁର୍ବୃତ୍ତ ଫେରାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କରପଡା ଗ୍ରାମ ଏବଂ ଦେଓଖାଳି ଛକଠାରେ ଶୁକ୍ରବାର ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି। ଦୁଇ ଜଣ ଯୁବକଙ୍କୁ ହାଣିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ୟୁପି: ନାଚୁ ନାଚୁ ଅଧାରୁ ଅଟକିଯିବାରୁ ନୃତ୍ୟଶିଳ୍ପୀଙ୍କୁ ଗୁଳିମାଡ଼

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଚିତ୍ରକୋଟରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନୃତ୍ୟଶିଳ୍ପୀ ମଞ୍ଚ ଉପରେ ନୃତ୍ୟ ପ୍ରଦର୍ଶନ କରୁ କରୁ ଅଟକିଯିବାରୁ ତାଙ୍କୁ ଗୁଳି ମରାଯାଇଥିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଏପରି ଦୃଶ୍ୟର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପୀଡ଼ିତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ରଦ୍ଦ କରାଯାଇଛି : ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ : ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦଙ୍କ ପାସପୋର୍ଟକୁ ରଦ୍ଦ କରାଯାଇଛି ଓ ଏକ ନୂଆ ପାସପୋର୍ଟ ଲାଗି ସେ କରିଥିବା ଆବେଦନକୁ ଖାରଜ କରାଯାଇଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ନିତ୍ୟାନନ୍ଦ…
ଅଧିକ ଖବର ଦେଖନ୍ତୁ...

ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବ ବ୍ୟବସାୟୀ, ଉତ୍ତେଜିତ ଲୋକେ କଲେ ରାସ୍ତାରୋକ

ଝାରସୁଗୁଡା: ଲଖନପୁର ବ୍ଲକର ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କନକତୋରା ଫରେଷ୍ଟ ଗେଟ ନିକଟରେ ଶୁକ୍ରବାର ଜଣେ ଯୁବ ବ୍ୟବସାୟୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଧୁଲୁଣ୍ଡା ଗାଁର ଯୁବକ କୁବେର ମେହେର(୨୩)ଙ୍କ ମୃତ୍ୟୁ ଘଟିଛି। ମୃତଦେହକୁ ପୁଲିସ ନେଇ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ଯେଉଁଠି ମାରିଥିଲେ ସେଇଠି ମଲେ: ଏହିପରି ଭାବେ ବଡ଼ି ଭୋର୍‌ରୁ ନିପାତ ହୋଇଥିଲେ ମଣିଷ ରୂପୀ ରାକ୍ଷାସ!

ହାଇଦ୍ରାବାଦ୍‌: ଡାକ୍ତରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ହାଇଦ୍ରାବାଦ୍‌ର ୪ ଅଭିଯୁକ୍ତ ଏପରି ଜଘନ୍ୟ କାଣ୍ଡ ରଚିବାର ୪୮ ଘଣ୍ଟା ମଧ୍ୟରେ ପୁଲିସ୍‌ ହାତରେ ଧରାପଡ଼ିଥିଲେ। ପୁଲିସ୍‌ ହାତରେ ଧରିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଥିଲା। ତେବେ, ପ୍ରଶ୍ନ ଉଠୁଛି…
ଅଧିକ ଖବର ଦେଖନ୍ତୁ...

ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ: ବନ୍ଦୀକରି ‘ଯୌନ କ୍ରୀତଦାସୀ’ କରି ଦେଇଥିଲେ

ରାଏବରେଲୀ (ଉତ୍ତରପ୍ରଦେଶ): ୨୦୧୮ ଡିସେମ୍ବରରେ ଉନ୍ନାଓରେ ଘଟି ଯାଇଥିବା ଗଣଦୁଷ୍କର୍ମର ପୀଡ଼ିତାଙ୍କୁ ଗତକାଲି (ଗୁରୁବାର) ଅଭିଯୁକ୍ତମାନେ ସ୍ପଷ୍ଟ ଦିବାଲୋକରେ ଜୀଅନ୍ତା ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣାରେ ପୀଡ଼ିତାଙ୍କ ଶରୀରର ୯୦…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସୀମାରେ ୧୯୮ଟି ଲଢୁଆ ଯାନ ମୁତୟନ କରିବ ଭାରତ

ନୂଆଦିଲ୍ଲୀ : ପାକିସ୍ତାନପଟୁ ବିପଦ ଆଶଙ୍କା ବଢୁଥିବାରୁ  ସୀମାରେ ନିଜର ଶକ୍ତି ବୃଦ୍ଧି କରିବାକୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଭାରତ । ନିକଟରେ ଭାରତୀୟ ସେନା ୧୯୮ଟି ସଶସ୍ତ୍ର ଲଢୁଆ ଯାନ (ଏଏଫଭି) କିଣିବାକୁ ନିଷ୍ପତ୍ତି ନେଇଛି । ପାକିସ୍ତାନ ସୀମାରେ ମୁତୟନ ଥିବା ଟ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ମହେନ୍ଦ୍ର ସିଂହ ଧୋନି ଯେଊଁ ସଫଳତା ପାଇଛନ୍ତି, ତାହାକୁ ହାସଲ କରିବା ପାଇଁ ପନ୍ତଙ୍କୁ ୧୫ ବର୍ଷ ଲାଗିବ : ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଯାହା ହାସଲ କରିଛନ୍ତି, ତାହାକୁ ପାଇବା ପାଇଁ ଯୁବ କ୍ରିକେଟର ଋଷଭ ପନ୍ତଙ୍କୁ ୧୫ ବର୍ଷ ଲାଗିବ। ଋଷଭ ପନ୍ତ ଟି-୨୦ ଓ ଦିନିକିଆ କ୍ରିକେଟରେ ଆଶାନୁରୂପକ ପ୍ରଦର୍ଶନ କରିପାରୁ ନାହାନ୍ତି। ଏହା ସତ୍ତ୍ୱେ ବି…
ଅଧିକ ଖବର ଦେଖନ୍ତୁ...