Daily Archives

December 6, 2019

ହାଇଦ୍ରାବାଦ୍‌ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ! ଖୁସି ବ୍ୟକ୍ତ କଲେ ନିର୍ଭୟାଙ୍କ ମାଆ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କୁ ଶୁକ୍ରବାର ବଡ଼ି ‌ଭୋର୍‌ରୁ ତେଲେଙ୍ଗାନା ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ନିହତ କରିବା ନେଇ ସାରା ଦେଶ ଖୁସି ମନାଉଥିବା ବେଳେ ଅଭିଯୁକ୍ତମାନଙ୍କ ପରିବାରରେ ଖେଳିଯାଇଛି ଦୁଃଖର ଲହରୀ। ନିଜ ପୁଅର…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ସମର୍ଥନ ଜଣାଇଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ପୁଲିସର ଏନକାଉଣ୍ଟର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ହାଇଦ୍ରାବାଦ ପୁଲିସର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇବା ସହ ଦୋଷୀଙ୍କୁ ଏଭଳି କଠୋର ଦଣ୍ଡ ମିଳିବା…
ଅଧିକ ଖବର ଦେଖନ୍ତୁ...

ଅର୍ଥନୀତିକୁ ସୁଧାରିବା ପାଇଁ ୧୦ସୁତ୍ରୀ ପ୍ରସ୍ତାବ ଦେଲେ ରଘୁରାମ ରାଜନ

ନୂଆଦିଲ୍ଲୀ : ଦେଶର ଅର୍ଥନୀତି ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଗଲାଣି । ସରକାର ଅର୍ଥନୀତି ଉପରୁ ନିୟନ୍ତ୍ରଣ କରାଇଛନ୍ତି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଗତକାଲି କହିଥିଲେ । ରିଜର୍ଭ ବ୍ୟାଙ୍କ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ହ୍ରାସ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ଏନ୍‌କାଉଣ୍ଟର: ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ

ହାଇଦ୍ରାବାଦ: ତେଲେଙ୍ଗାନାର ପ୍ରାଣୀ ଚିକିତ୍ସିକାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ଆଜି ପ୍ରତ୍ୟୁଷରେ ପୁଲିସ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି। ତେବେ, ଏହି ପୁଲିସ୍‌ ଏନ୍‌କାଉଣ୍ଟର ଘଟଣାରେ ଜାତୀୟ ମାନବିକ ଅଧିକାର ସୁରକ୍ଷା କମିଶନ (ଏନ୍‌ଏଚ୍‌ଆରସି) ନିଜ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ୍‌ ଦୁଷ୍କର୍ମ ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟରକୁ ନେଇ କ’ଣ କହନ୍ତି ସେମାନଙ୍କ ପରିବାର? ଚେନାକେଶବୁଲୁଙ୍କ…

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ଭୋରରୁ ପୁଲିସ୍‌ ଏନ୍‌କାଉଣ୍ଟରରେ ନିହତ କରିଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେଲେଙ୍ଗାନା ପୁଲିସ୍‌ର ଏହି ନିଷ୍ପତ୍ତିକୁ ଅନେକ ପ୍ରଶଂସା କରୁଥିବା…
ଅଧିକ ଖବର ଦେଖନ୍ତୁ...

ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଆବେଦନ କରିବାର ଅଧିକାର ମିଳିବା ଉଚିତ ନୁହେଁ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଦେଶରେ ନାରୀ ଦୁଷ୍କର୍ମକୁ ନେଇ ପ୍ରବଳ ଜନଅସନ୍ତୋଷ ଜାରି ରହିଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି । ସେ କହିଛନ୍ତି ଯେ ଶିଶୁ ଦୁଷ୍କର୍ମକାରୀଙ୍କ ଲାଗି ରାଜକ୍ଷମା ଆବେଦନର କୌଣସି ବ୍ୟବସ୍ଥା ରହିବା ଉଚିତ ନୁହେଁ । ପକ୍‌ସୋ ଆଇନରେ ଦୋଷୀ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ଘଟଣାକୁ ସମାଲୋଚନା କଲେ ବିଜେପି ନେତ୍ରୀ ମେନକା ଗାନ୍ଧି : ଆପଣ ଆଇନକୁ ହାତକୁ…

ନୂଆଦିଲ୍ଲୀ: ହାଇଦ୍ରାବାଦ ଏନକାଉଣ୍ଟର ଘଟଣାକୁ ନେଇ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ମାତ୍ର ୧୦ ଦିନ ଭିତରେ ପୀଡିତାଙ୍କୁ ନ୍ୟାୟ ମିଳିଥିବାରୁ ପୁଲିସକୁ ପ୍ରଶଂସା କରିଛି ସମଗ୍ର ଦେଶ । କିନ୍ତୁ କତିପୟ ନେତା ଓ ବରିଷ୍ଠ ବ୍ୟକ୍ତିବିଶେଷ ଏହି ଏନକାଉଣ୍ଟରକୁ ବିରୋଧ କରିବା ସହ ସମାଲୋଚନା…
ଅଧିକ ଖବର ଦେଖନ୍ତୁ...

କରଣ ଜୋହରଙ୍କ ସିନେମାରେ ଭିକି କୌଶଲ ଓ ଦୀପିକା ପାଦୁକୋନ୍ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଦୀପିକା ପାଦୁକୋନ୍ ଅଭିନେତା ଭିକି କୌଶଲଙ୍କ ସହ କାମ କରିବାକୁ ରାଜି ହୋଇଥିବା ଜଣାଯାଇଛି। କୁହାଯାଉଛି ଯେ ଏଦୁହେଁ ପ୍ରଥମ ଥରଲାଗି କରଣ ଜୋହରଙ୍କ ଏକ ସିନେମାରେ କାମ କରିବେ। ଏଥିଲାଗି ଦୀପିକା ପାଦୁକୋନ୍ ସବୁଜ ସଙ୍କେତ ଦେଇଛନ୍ତି। ଏହି ସିନେମାର ଶୀର୍ଷକ…
ଅଧିକ ଖବର ଦେଖନ୍ତୁ...

କେନାଲ ବନ୍ଧରୁ ମୃତ ମାଈ ହାତୀ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମସର ବନଖଣ୍ଡ ତାରା ସିଂ ବନାଞ୍ଚଳରେ ଆଜି ସକାଳେ ଏକ ମାଈ ହାତୀକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଘୁମସର ବନଖଣ୍ଡ ତାରା ସିଂ ବନାଞ୍ଚଳର ଗୟାଗଣ୍ଡା ସେକସନର କଳିଙ୍ଗପଦର ନିକଟରେ କେନାଲ ବନ୍ଧରୁ ଏକ ମାଈ ହାତୀକୁ ମୃତ…
ଅଧିକ ଖବର ଦେଖନ୍ତୁ...

‘ସିଂଘମ୍’ ସଜ୍ଜନାର ! ହାଇଦ୍ରାବାଦ ଡାକ୍ତରାଣୀ ଦୁଷ୍କର୍ମ ଅଭିଯୁକ୍ତଙ୍କ ଏନକାଉଣ୍ଟର ପଛର ଅସଲ ନାୟକ

ହାଇଦ୍ରାବାଦ: ହାଇଦ୍ରାବାଦ ମହିଳା ଡାକ୍ତରଙ୍କ ଗଣଦୁର୍ଷ୍କମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଆଜି ସକାଳେ ତେଲେଙ୍ଗାନା ପୁଲିସ ଏନକାଉଣ୍ଟର କରିଛି । ଦୁଷ୍କର୍ମକାରୀଙ୍କୁ ଘଟଣାର ରିକ୍ରିଏଟ୍ ପାଇଁ ଘଟଣାସ୍ଥଳକୁ ପୁଲିସ ନେଇ ପଚରାଉଚରା କରୁଥିବା ସମୟରେ ସେଠାରୁ ସେମାନେ ଫେରାର ହେବାକୁ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...