Daily Archives

January 30, 2020

ଜାମିଆ ମିଲିଆ ଇସଲାମିଆରେ ଛାତ୍ରଙ୍କ ଉପରେ ଗୁଳି ଚଳାଇଥିବା ଯୁବକ ପୂର୍ବରୁ ଫେସ୍‌ବୁକ୍‌ରେ ଦେଇଥିଲେ ଖୋଲାଖୋଲି ଚେତାବନୀ

ନୂଆଦିଲ୍ଲୀ: ଗୁରୁବାର ସିଏଏ ବିରୋଧରେ ଜାମିଆ ମିଲିଆ ଇସଲାମିଆର ଛାତ୍ରମାନେ ଏକ ପ୍ରତିବାଦ ରାଲି କରୁଥିବା ବେଳେ ଜଣେ ଯୁବକ ଗୁଳିଚାଳନା କରିଥିବା ଦେଖିବାକୁ ମିଳିଥିଲା। ତେବେ ସେ ଏପରି କରିବା ପାଇଁ ପୂର୍ବରୁ ହିଁ ଫେସ୍‌ବୁକ୍‌ରେ ଚେତାବନୀ ଦେଇଥିଲେ। ଗୁଳିଚାଳନା କରିଥିବା ଯୁବକଙ୍କ ନାମ ଗୋପାଳ…
ଅଧିକ ଖବର ଦେଖନ୍ତୁ...

ଓୟୁଏଟିରେ ବାର୍ଡ ଫ୍ଲୁ ନେଇ ଅନୁଧ୍ୟାନ ପରେ କେନ୍ଦ୍ରୀୟ ଟିମ୍‌ କହିଲା- ସ୍ଥିତି ନିୟନ୍ତ୍ରଣାଧୀନ

ଭୁବନେଶ୍ୱର: ବାର୍ଡ ଫ୍ଲୁ ନେଇ କେନ୍ଦ୍ରୀୟ ଟିମ୍‌ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ସ୍ଥିତି ଅନୁଧ୍ୟାନ କରିଛି। ତିନି ଜଣିଆ କେନ୍ଦ୍ରୀୟ ଟିମ୍‌ ସ୍ଥିତି ଅନୁଧ୍ୟାନ ପରେ ନିଜର ପ୍ରତିକ୍ରିୟା ଦେଇଛି। କେନ୍ଦ୍ରୀୟ ଟିମ୍‌ କହିଛି, ବାର୍ଡ ଫ୍ଲୁ ନେଇ ସାଧାରଣ ଲୋକ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୯ଟି ଜିଲ୍ଲାରେ ରହିଛି ବର୍ଷା ସମ୍ଭାବନା; ଘନ କୁହୁଡ଼ି ପାଇଁ ୧୦ ଜିଲ୍ଲା ପାଇଁ…

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଆଜି ଅପରାହ୍ଣରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଅର୍ଥମନ୍ତ୍ରାଳୟ କର୍ମଚାରୀଙ୍କ ବଡ଼ ତ୍ୟାଗ, ପିତୃବିୟୋଗ ସତ୍ତ୍ୱେ ବଜେଟ ଛାପା କାର୍ଯ୍ୟ ଅଧାରୁ ଛାଡ଼ି ଗଲେ ନାହିଁ

ନୂଆଦିଲ୍ଲୀ : ଆସନ୍ତା ଶନିବାର ଅର୍ଥାତ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ବଜେଟ ପୁସ୍ତିକା ଛପା କାର୍ଯ୍ୟ ଗତ ଜାନୁଆରି ୨୦ତାରିଖରୁ ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ…
ଅଧିକ ଖବର ଦେଖନ୍ତୁ...

ମାରାତ୍ମକ କରୋନା ଭାଇରସ ଭୟରେ ସନ୍ନି ନେଲେ ଏଭଳି ପଦକ୍ଷେପ

ମୁମ୍ବାଇ: ଚୀନର ଉହାନକୁ କରୋନା ଭାଇରସର ଅନ୍ତୁଡ଼ିଶାଳ କୁହାଯାଉଛି। ଏବେ ଏହି ଭାଇରସ୍‌ ୧୬ଟି ଦେଶରେ ପ୍ରବେଶ କରି ସାରିଛି। ଭାରତରେ ବି କିଛି ଲୋକଙ୍କ ଶରୀରରେ ଏହି କରୋନା ଭାଇରସ୍‌ ଲକ୍ଷଣ ଦେଖାଗଲାଣି। ଆଜି କେରଳର ଛାତ୍ରଙ୍କ ଶରୀରରେ ଏହି ଭାଇରସ୍‌ ଚିହ୍ନଟ ହେବା ପରେ ହସ୍ପିଟାଲ୍‌ରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର ମୁହାଣରୁ ବିଶାଳକାୟ ‘ତିମି’ର ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ା ରେଞ୍ଜର ସାନପାଟଣା ଗାଁ ସାମ୍ନାରେ ଥିବା ମୁହାଣରୁ ଆଜି ଏକ ବିଶାଳକାୟ ‘ତିମି’ର ମୃତଦେହକୁ ଉଦ୍ଧାର କରାଯାଇଛି। ବନ ବିଭାଗର କର୍ମଚାରୀମାନେ ନଣ୍ଡାନାଣ୍ଡି ଯଜ୍ଞଦଣ୍ଡା ମୁହାଣରୁ ତିମିର ମୃତଦେହକୁ ଉଦ୍ଧାର କରିଥିବା…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ଘୃଣା ଭାଷଣ; କେନ୍ଦ୍ରମନ୍ତ୍ରୀ ଠାକୁରଙ୍କୁ ୯୬ ଘଣ୍ଟା ଓ ସାଂସଦ ବର୍ମାଙ୍କୁ ୭୨ଘଣ୍ଟା ପାଇଁ ପ୍ରଚାରରୁ…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ନିର୍ବାଚନୀ ପ୍ରଚାର କାଳରେ ଘୃଣା ଭାଷଣ ପ୍ରଦାନ କରିବା ଓ ବିବାଦୀୟ ବୟାନବାଜି କରିବା ବିଜେପିର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଦଳୀୟ ସାଂସଦ ପ୍ରଭେସ ବର୍ମାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେପି ପାଇଁ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଚଳିତ ଶିକ୍ଷାବର୍ଷରେ ପରୀକ୍ଷାରେ ଫେଲ୍‌ ହେବେନି +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର:  ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍-ଫେଲ ନେଇ ନିଜ ନିଷ୍ପତ୍ତିରୁ ଓହରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏହାଦ୍ବାରା ଚଳିତବର୍ଷ +୨ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେବେନି ଛାତ୍ରଛାତ୍ରୀ। ଏହି ନିୟମଟି ଚଳିତବର୍ଷ ଲାଗୁ ନ କରାଯାଇ ଆସନ୍ତାବର୍ଷ ଶିକ୍ଷାବର୍ଷଠାରୁ ଲାଗୁ…
ଅଧିକ ଖବର ଦେଖନ୍ତୁ...

ରଣଜୀ ଟ୍ରଫି : ଆସାମ ଉପରେ ଓଡ଼ିଶାର ବଡ଼ ବିଜୟ

ଭୁବନେଶ୍ୱର : ରଣଜୀ ଟ୍ରଫିରେ ଓଡ଼ିଶା ଆସାମ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିଛି । କଟକ ନିକଟସ୍ଥ ଡ୍ରିମ୍ସ ପଡ଼ିଆରେ ଖେଳାଯାଉଥିବା ଏକ ମ୍ୟାଚରେ ଓଡ଼ିଶା ଦଳ ଆସାମକୁ ଇନିଂସ ଓ ୩ ରନ ବ୍ୟବଧାନରେ ପରାସ୍ତ କରିଛି । ଏହି ମ୍ୟାଚରେ ଆସାମ ଦଳ ଟସ ଜିଣି ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ବନ୍ଦୀ ଥିବା ମା’କୁ ଭେଟିବା ପାଇଁ ବିକଳ ହୋଇ କାନ୍ଦୁଥିବା ଶିଶୁକୁ ଦେଖି ତରଳି ଗଲା ଜେଲ ଅଧିକାରୀଙ୍କ ହୃଦୟ

ଭୋପାଳ: ମଧ୍ୟପ୍ରଦେଶର ସାଗରରୁ ଗତ ବୁଧବାର ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଭରିଯିବ। ଘଟଣାଟି ଏପରି । ଦେରଶାମ ଜିଲ୍ଲା ନ୍ୟାୟାଳୟ ପରିସରରେ ଚାରିବର୍ଷର ଶିଶୁ ଜାରୌନ ଅଲ୍ଲୀ ନିଜର ଦାଦାଙ୍କ ସହିତ ଥିବା ବେଳେ ରାହା ଧରି କାନ୍ଦୁଥିଲା। ଜଣେ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...