Daily Archives

March 13, 2020

କରୋନା ସନ୍ଦେହରେ ଦମ୍ପତିଙ୍କୁ ଟିଟିଲାଗଡ଼ରୁ ବଲାଙ୍ଗୀର ସ୍ଥାନାନ୍ତର

ଟିଟିଲାଗଡ଼/ବଲାଙ୍ଗୀର: କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱକୁ  ଚିନ୍ତା ଘାରିଥିବା ବେଳେ କାନାଡାରୁ ଟିଟିଲାଗଡ଼ ଫେରିଥିବା ଏକ ଦମ୍ପତିଙ୍କୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଏହି ଦମ୍ପତି କରୋନା ସଂକ୍ରମଣ ସଂଦିଗ୍ଧ ମନେକରି ଏହି ପଦକ୍ଷେପ ନିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

‘କରୋନା ଭାଇରସ୍‌… ଆସୁଛି’! ୭ ବର୍ଷ ପୂର୍ବେ ଟୁଇଟରରେ ହୋଇଥିଲା ଭବିଷ୍ୟବାଣୀ…

ନୂଆଦିଲ୍ଲୀ: ସଂପ୍ରତି ମହାମାରୀର ରୂପ ଧାରଣ କରି କରୋନା ଭାଇରସ୍‌ ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ପାଲଟିଛି। ତେବେ, କରୋନା ଭାଇରସ୍‌ ଆସିବ ବୋଲି ୭ ବର୍ଷ ପୂର୍ବେ ଟୁଇଟର ଜରିଆରେ ଟୁଇଟ କରି ଜଣେ ଟୁଇଟର ବ୍ୟବହାରକାରୀ ସୂଚନା ଦେଇଥିବା ଏବେ ଜାଣିବା ପାଇଁ ମିଳିଛି। ୭ ବର୍ଷ ତଳର ସେଇ ପୁରୁଣା…
ଅଧିକ ଖବର ଦେଖନ୍ତୁ...

ୟେସ ବ୍ୟାଙ୍କ ଉପରେ ଲାଗୁ କଟକଣା ଖୁବଶୀଘ୍ର ଉଠିବ : ସୀତାରମଣ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ ମଂଜୁରୀ ଦେଇଛନ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ମଂଜୁରୀ ଦିଆଯାଇଛି । ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜମାକାରୀ ଓ ନିବେଶକଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ପ୍ଲାନେଟୋରିିୟମ୍

ଭୁବନେଶ୍ବର: ଦେଶରେ ଦ୍ରୁତଗତିରେ ବ୍ୟାପୁ ଥିବା କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଜି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମାହଲ୍, ସୁଇମିଂପୁଲ୍ ଓ ଜନସମାଗମସ୍ଥଳୀ ବନ୍ଦ କରାଯାଇଛି। ଏହି କ୍ରମରେ ମାର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

କୋରାନାଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ୮ଟି ରାଜ୍ୟରେ ଶିକ୍ଷାନୁଷ୍ଠାନ, ସିନେମାହଲ୍ ଓ ସପିଂମଲ୍ ବନ୍ଦ

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବ୍ୟାପୁ ଥିବା କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ସମଗ୍ର ଦେଶ ତତ୍ପର ହୋଇ ଉଠିଛି । ରାଜ୍ୟମାନେ ପ୍ରତିଷେଧମୂଳକ ବ୍ୟବସ୍ଥା ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି।  ଦିଲ୍ଲୀ ପରେ ଏବେ ଓଡ଼ିଶା ସମେତ ୮ଟି ରାଜ୍ୟ କରୋନା…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ: ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଅବଶିଷ୍ଟ ୨ଟି ମ୍ୟାଚ୍‌ ବାତିଲ

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାର ଅବଶିଷ୍ଟ ୨ଟି ମ୍ୟାଚ୍‌ ବାତିଲ କରି ଦିଆଯାଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିବା ଜଣାଯାଇଛି। ବିସିସିଆଇର ଜଣେ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରରୁ ମାଛଧରି ଫେରୁଥିଲେ ୯ ମତ୍ସ୍ୟଜୀବୀ, ପାରାଦୀପ ମୁହାଣରେ ଫସିଲା ଟ୍ରଲର

ପାରାଦୀପ: ପାରାଦୀପ ମୁହାଣରେ ଆଜି ପୁଣି ମାଛଧରା ଟ୍ରଲର ଫସିଥିବା ଜଣାଯାଇଛି। ଡଲଫିନ୍‌ ନାମକ ଏକ ମାଛଧରା ଟ୍ରଲର ସମୁଦ୍ର ଭିତରୁ କୂଳକୁ ଫେରୁଥିବା ବେଳେ ବାଲି ଲାଗିବାରୁ ହଠାତ୍‌ ଅଟକି ରହିଥିବା ଦେଖିବାକୁ ମିଳିଛି। ଏହି ଟ୍ରଲରରେ ମୋଟ ୯ ଜଣ ମସ୍ଥ୍ୟଜୀବୀ ଥିବା ଜଣାଯାଇଛି। ତେବେ ସୂଚନା ପାଇଁ…
ଅଧିକ ଖବର ଦେଖନ୍ତୁ...

କରୋନା ଭୟ: ସୁପ୍ରିମ୍‌ କୋର୍ଟରେ ହେବ କେବଳ ମାତ୍ର ଜରୁରୀ ମାମଲାର ଶୁଣାଣି; ଓକିଲଙ୍କ ବ୍ୟତୀତ ଅନ୍ୟମାନଙ୍କୁ କୋର୍ଟ…

ନୂଆଦିଲ୍ଲୀ: କରୋନା ଆତଙ୍କ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କୁ ମଧ୍ୟ ପ୍ରଭାବିତ କରିଛି। କରୋନା ପ୍ରଦୁର୍ଭାବକୁ ଦୃଷ୍ଟିରେ ରଖି ଅନ୍ୟାଦେଶ ପର୍ଯ୍ୟନ୍ତ ସୁପ୍ରିମ୍‌ କୋର୍ଟ କେବଳ ଜରୁରୀ ମାମଲାଗୁଡ଼ିକର ଶୁଣାଣି କରିବେ ବୋଲି ଆଜି (ଶୁକ୍ରବାର) ଅପରାହ୍ଣରେ ଘୋଷଣା କରିଛନ୍ତି। ଏଥିସହ କେବଳ…
ଅଧିକ ଖବର ଦେଖନ୍ତୁ...

କରୋନା ଆତଙ୍କ : ରବିବାର ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଆଇଆଇଟି ଦିଲ୍ଲୀ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଭାରତ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ବଡ଼ ଧରଣର କ୍ରୀଡ଼ା ପ୍ରତିଯୋଗିତା, ସମାରୋହ, ଉତ୍ସବ ଆଦି ବାତିଲ କରାଯାଇଥିବାବେଳେ ପ୍ରେକ୍ଷାଳୟ,ସ୍କୁଲ କଲେଜ…
ଅଧିକ ଖବର ଦେଖନ୍ତୁ...

ଦ୍ରୁତଗତିରେ ବ୍ୟାପୁଛି କରୋନାଭୂତାଣୁ : ଭାରତରେ ଆଉ ୫ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତ ସଂଖ୍ୟା ୮୧ରେ ପହଞ୍ଚିଲା

ନୂଆଦିଲ୍ଲୀ: କରୋନାଭାଇରସ୍‌ ବିଶ୍ୱର ୧୦୦ରୁ ଊର୍ଧ୍ୱ ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଭାରତରେ ଆଉ ୫ଜଣ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ଏହାକୁ ମିଶାଇଲେ ଆକ୍ରାନ୍ତଙ୍କ ସଂଖ୍ୟା ୮୧ରେ ପହଞ୍ଚି ଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...