Daily Archives

March 13, 2020

କରୋନା ପାଇଁ ହାତ ଧୋଇ ସଚେତନତାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଭାଇରସ ପାଇଁ ହାତ ଧୋଇ ସଚେତନତାର ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ସମ୍ମିଳନୀକକ୍ଷରେ ସମସ୍ତ ବିଧାୟକ ଓ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ କରୋନା ସଂପର୍କିତ  ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ବିଧାନସଭା ପରିସରରେ ଆଜି ସେ ପ୍ରଥମେ ହାତ ଧୋଇ…
ଅଧିକ ଖବର ଦେଖନ୍ତୁ...

କରୋନା ଆତଙ୍କ: ୬ଟି ରାଷ୍ଟ୍ରକୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ସଂପ୍ରତି ମହାମାରୀର ରୂପ ଧାରଣ କରି କରୋନା ଭାଇରସ୍‌ ବିଶ୍ୱର ୧୨୫ଟି ରାଷ୍ଟ୍ରକୁ କବଳିତ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମଗ୍ର ବିଶ୍ୱରେ ୧.୩୫ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି ଓ ୪,୫୮୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିସାରିଲାଣି। ଭାରତରେ ୭୫ ଜଣ କରୋନା…
ଅଧିକ ଖବର ଦେଖନ୍ତୁ...

ପୁଣି ଘୁଞ୍ଚିବ ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ? ରାଜକ୍ଷମା ଖାରଜ ନିୟମ ଅନୁସାରେ ହୋଇନାହିଁ ଦର୍ଶାଇ କୋର୍ଟଙ୍କ…

ନୂଆଦିଲ୍ଲୀ : ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୦ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ଏକ ଅଦାଲତଙ୍କ ପକ୍ଷରୁ ୪ର୍ଥ ଥର ପାଇଁ ମୃତ୍ୟୁ ପରଓ୍ଵାନା ଜାରି ହୋଇଛି । କିନ୍ତୁ ଏହି ଫାଶୀ ତାରିଖ ପୁଣି ଥରେ ଘୁଞ୍ଚିବା ଆଶଙ୍କା ଦେଖାଦେଇଛି । ଆଜି ଆଉ ଜଣେ ନିର୍ଭୟା ଦୋଷୀ ବିନୟ ଶର୍ମା ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

କରୋନାଭୂତାଣୁ ପ୍ରଭାବ: ଶହେରୁ ଊର୍ଧ୍ୱ ମାଙ୍କଡ଼ ନିଜନିଜ ଭିତରେ ଲାଗିଲେ ଲଢ଼େଇ

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ୍‌ ଭୟରେ ଦେଶଦେଶ ମଧ୍ୟରେ ଯାତାୟାତ ବିଚ୍ଛିନ୍ନ ହୋଇଛି। ଏହି କ୍ରମରେ ଥାଇଲ୍ୟାଣ୍ଡରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ହଜାରହଜାର ମାଙ୍କଡ଼ ନିଜନିଜ ଭିତରେ ଲଢ଼େଇ କରୁଥିବା ଦେଖିବାକୁ ମିଳିଛି। ଏହି ପୂରା ଲଢ଼େଇ ଗୋଟିଏ କଦଳୀ ପାଇଁ ହୋଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

କେବଳ ସଚେତନ ହେଲେ ହିଁ କରୋନାରୁ ରକ୍ଷା ମିଳିପାରିବ: ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଚଳିତ ମାସ ୩୦ ତାରିଖ ଯାଏଁ ମୁଲତବୀ ରହିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କରୋନା ଭାଇରସ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ବାଚସ୍ପତି କହିଛନ୍ତି, କେବଳ ସଚେତନ ହେଲେ ହିଁ କରୋନାରୁ ରକ୍ଷା ମିଳିପାରିବ। କରୋନା ଠାରୁ ରକ୍ଷା ପାଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

କରୋନା ଦ୍ବାରା ସଂକ୍ରମିତ ହେବା ପରେ ଏଭଳି ହୋଇଯାଏ ଫୁସଫୁସର ଅବସ୍ଥା, ୩ଡି ଫଟୋ ଜାରି କଲା ଆମେରିକା

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ମହାମାରୀ ବୋଲି ଘୋଷଣା କରିସାରିଥିବା ‌ବେଳେ ଏକର୍ଯ୍ୟନ୍ତ ୪୬୦୦ଲୋକ ପ୍ରାଣ ହରାଇ ସାରିଛନ୍ତି। ଏହି ରୋଗ ପାଇଁ ଟୀକା ପ୍ରସ୍ତୁତ କରିବାକୁ ଏବେ ସାରା ଦେଶର ବୈଜ୍ଞାନିକମାନେ ଲାଗିପଡ଼ିଛନ୍ତି। ତେବେ ଏ ପର୍ଯ୍ୟନ୍ତ ସଂକ୍ରମିତଙ୍କ…
ଅଧିକ ଖବର ଦେଖନ୍ତୁ...

ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଉପରେ ଆମେରିକାର ବିମାନ ଆକ୍ରମଣ

ବାଗଦାଦ : ସମଗ୍ର ବିଶ୍ୱରେ କରୋନା ଭାଇରସକୁ ନେଇ ଆତଙ୍କ ଦେଖାଦେଇଥିବାବେଳେ ଉଭୟ ଆମେରିକା ଓ ଇରାନ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ରହିଛନ୍ତି । ଏହା ସତ୍ତ୍ୱେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଗୁରୁବାର ରାତିରେ ଆମେରିକା ସେନା ପକ୍ଷରୁ ଇରାକରେ ସକ୍ରିୟ ଥିବା କେତେକ ଇରାନ…
ଅଧିକ ଖବର ଦେଖନ୍ତୁ...

ଭିଡିଓ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କରୋନା ନେଇ ଜନସାଧାରଣଙ୍କୁ ସଚେତନ କରାଇଲେ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ବିବୃତି ଦେଇ କରୋନା ସଂକ୍ରମଣକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ରାଜ୍ୟବାସୀଙ୍କ ଲାଗି ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏଥିସହ ଆଜି ମୁଖ୍ୟମନ୍ତ୍ରୀ ଏକ ଭିଡିଓ  ଟୁଇଟ୍ କରି ଜନସାଧାରଣଙ୍କୁ ସଚେତନ…
ଅଧିକ ଖବର ଦେଖନ୍ତୁ...

ହ୍ରିତିକ୍‌ ରୋଶନଙ୍କ ପରେ ପ୍ରଥମ ଥର ଲାଗି ଏହି ଲୋକପ୍ରିୟ ନାୟକଙ୍କ ସହ ନଜର ଆସିବେ ‘ୱାର୍’ର ନାୟିକା ବାଣୀ କପୁର

ମୁମ୍ବାଇ: ଗତବର୍ଷ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର୍ ଫିଲ୍ମ ‘ୱାର୍’ରେ ଅଭିନୟ କରି ଜବରଦସ୍ତ ସଫଳତା ହାସଲ କରିଥିବା ନାୟିକା ବାଣୀ କପୁର ଏବେ ଏକ ନୂଆ ସିନେମାର ସୁଟିଂରେ ବ୍ୟସ୍ତ ଥିବା ଜଣାଯାଇଛି। କରଣ ମାଲ୍‌ହୋତ୍ରାଙ୍କ ନିର୍ଦେଶନାରେ ନିର୍ମିତ ଏହି ଫିଲ୍ମର ଟାଇଟଲ୍ ହେଲା ‘ସମ୍‌ସେରା’।…
ଅଧିକ ଖବର ଦେଖନ୍ତୁ...

ଭିଡିଓ ଜାରି କରି କରୋନା ଭାଇରସରୁ ବର୍ତ୍ତିବା ପାଇଁ ଲୋକମାନଙ୍କୁ ଏଭଳି ଉପଦେଶ ଦେଲେ ଅନୁପମ ଖେର୍

ନୂଆଦିଲ୍ଲୀ: ଏବେ ସାରା ଦେଶରେ କରୋନାଭାଇରସକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ଭାଇରସର ଶିକାର ହୋଇ ୪,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ବିଭିନ୍ନ ଦେଶର ବୈଜ୍ଞାନିକ ଏବଂ ଡାକ୍ତରମାନେ ମିଶି ଏହାର ଟୀକା ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...