Daily Archives

March 19, 2020

ପ୍ରତିଟି ଅର୍ଡର ସହିତ ଦୁଇଟି ଫେସ ମାସ୍କ ମାଗଣାରେ ଦେଉଛି ଏହି ଇ-କମର୍ସ କମ୍ପାନି, ଆମାଜନ, ଫ୍ଲିପକାର୍ଟ ଓ ମିନ୍ତ୍ରାକୁ…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନାଭାଇରସକୁ ନେଇ ଲୋକମାନଙ୍କୁ ସରକାର ସତର୍କ କରାଉଥିବା ବେଳେ ଫେସ୍ ମାସ୍କ ଓ ସାନିଟାଇଜର ଭଳି ଅତ୍ୟାବଶ୍ୟକ ଜିନିଷକୁ ବ୍ୟବହାର କରିବା ପାଇଁ କହୁଛନ୍ତି। ଭାଇରସ ଦ୍ବାରା ସଂକ୍ରମଣ ନହେବା ପାଇଁ ଲୋକେ ମାସ୍କ ବ୍ୟବହାର କରୁଥିବା ବେଳେ ବଜାରରେ ଏହାର ଅଭାବ…
ଅଧିକ ଖବର ଦେଖନ୍ତୁ...

କରୋନା କଟକଣା: କୋଚିଂ ସେଣ୍ଟର ଉପରେ ଚଢ଼ାଉ, ୪ ଗିରଫ

ଫୁଲବାଣୀ: କରୋନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କତା ଏବଂ କଟକଣା ଜାରି କରିଥିବା ବେଳେ ସ୍କୁଲ-କଲେଜ ଓ କୋଚିଂ-ଟିଉସନ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସବୁ ସତ୍ତ୍ୱେ ଫୁଲବାଣୀ ସହରରେ ବିଭିନ୍ନ ସ୍ଥାନାରେ କୋଚିଂ ସେଣ୍ଟର ପରିଚାଳିତ ହେଉଛି। ଫଳରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

କରୋନା ପ୍ରଭାବ: ଆମିଷ-କପଡ଼ା ବେପାର ଠପ୍‌, ମୁଣ୍ଡରେ ହାତ ଦେଇ ବସିଲେ ଖୁଚୁରା ବେପାରୀ

ରାଉରକେଲା: ବ୍ୟବସାୟ ଉପରେ କରୋନାର ସିଧାସଳଖ ପ୍ରଭାବ ପଡିଛି। ଲୋକେ ଅଧିକରୁ ଅଧିକ ଖାଦ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ଚାହୁଥିବାରୁ ରାସନ୍‌ ଦୋକାନଗୁଡ଼ିକରେ ବେପାର ଆଶାତୀତ ଭାବେ ବଢ଼ି ଯାଇଛି। କିନ୍ତୁ ଆମିଷ ଓ କପଡା ବଜାର ବେପାର ପୂରା ଠପ୍‌ ହୋଇ ଯାଇଛି। ରାଉରକେଲା ସହରରେ ଆମିଷ ଓ…
ଅଧିକ ଖବର ଦେଖନ୍ତୁ...

ମହାମାରୀ କରୋନା ଉପରେ ବିଜୟ ପାଇଁ ଦେଶବାସୀଙ୍କୁ ସଙ୍କଳ୍ପ ନେଇ ସଂଯମ ଆଚରଣ ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଲେ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଠାରୁ ଦେଶବାସୀ ଓ ଦେଶକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩୦ କୋଟି ଭାରତୀୟଙ୍କ ଆଗରେ ନିଜର ହାତକୁ ପତାଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ କରୋନାକୁ ନେଇ ସଂପ୍ରତି ଯେଉଁ ପରିସ୍ଥିତି ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ବୁଡ଼ିଲା ମାଛ ଧରା ଡଙ୍ଗା: ୫ ଉଦ୍ଧାର, ଜଣେ ନିଖୋଜ

ଦେବଗଡ଼: ମାଛ ଧରିବା ପାଇଁ ଯାଇଥିବା ବେଳେ ଡଙ୍ଗା ବୁଡିଯାଇଛି। ଫଳରେ ଜଣେ ଲୋକ ନିଖୋଜ ଥିବା ବେଳେ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବାରକୋଟ ବ୍ଲକର ବାଲିରଇ ଗ୍ରାମର ମଙ୍ଗଲୁ ପେଣ୍ଠେଇ, ରଜନୀ ପେଣ୍ଠେଇ, ଦୁଃଖୁନୁ ପେଣ୍ଠେଇ, ଦଣ୍ଡ ପେଣ୍ଠଇ, ଭାଗ୍ୟ ପେଣ୍ଠେଇ ଓ ହେମନ୍ତ…
ଅଧିକ ଖବର ଦେଖନ୍ତୁ...

ଧନୀ ଲୋକମାନେ ନିଜ କର୍ମଚାରୀଙ୍କ ଆର୍ଥିକ ସ୍ୱାର୍ଥ ପ୍ରତି ଧ୍ୟାନ ଦିଅନ୍ତୁ : ମୋଦୀ

ନୂଆଦିଲ୍ଲୀ : ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଂକ୍ରମଣର ମୁକାବିଲା କରିବାକୁ ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ସେ କହିଛନ୍ତି, କରୋନା ଭାଇରସ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ଏହା ଦ୍ୱାରା ବିଶ୍ୱର ପ୍ରାୟ ସବୁ ଦେଶ ପ୍ରଭାବିତ ହୋଇଛନ୍ତି । ଏହା ମାନବ…
ଅଧିକ ଖବର ଦେଖନ୍ତୁ...

ଏକାଦଶୀରେ ଅଘଟଣ: ମହାଦୀପରୁ ପତିତପାବନ ବାନାରେ ଲାଗିଲା ନିଆଁ

ପୁରୀ:  ଆଜି ଶ୍ରୀଜଗନ୍ନାଥ ମନ୍ଦିରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପତିତପାବନ ବାନାରେ ଲାଗିଯାଇଛି ନିଆଁ । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ପାପମୋଚନ ଏକାଦଶୀ ଅବସରରେ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଜଳିବା ପରେ ସେଥିରୁ ପତିତପାବନ ବାନାକୁ ନିଆଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟ ଓ ଚାକିରିରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀଙ୍କ କ୍ୟାରିଅରରେ ଉନ୍ନତି। ଦାଂପତ୍ୟ ଜୀବନରେ ଖୁସି। ବୃଷ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଉତ୍ତମ ଚିନ୍ତା ମନରେ ଉଦ୍ରେକ ହେବ। ନୂଆ କାମ ପାଇଁ ଚୁକ୍ତିବଦ୍ଧ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ରବିବାର ଦିନ ଜନତା କର୍ଫ୍ୟୁ ପାଇଁ ମୋଦୀଙ୍କ ଆହ୍ଵାନ, ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ରବିବାର ଅର୍ଥାତ ‘ଜନତା କର୍ଫ୍ୟୁ’ ଅର୍ଥାତ ଲୋକମାନଙ୍କ ଦ୍ୱାରା ନିଜ ଉପରେ କର୍ଫ୍ୟୁ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ‘ଜନତା କର୍ଫ୍ୟୁ’ ମାଧ୍ୟମରେ ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅତି ଜରୁରୀ ନହେଲେ…
ଅଧିକ ଖବର ଦେଖନ୍ତୁ...

ଏମ୍‌କେସିଜିର କରୋନା ଓ୍ଵାର୍ଡରେ ଗୋଟିଏ ପରିବାରର ୩ ସନ୍ଦିଗ୍ଧଙ୍କୁ ଭର୍ତ୍ତି

ବ୍ରହ୍ମପୁର:  ବ୍ରହ୍ମପୁର  ଏମ୍‌କେସିଜିର କରୋନା ୱାର୍ଡ଼ରେ ପୁଣି ୩ ଜଣ ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ସେମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ୩ଜଣଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ଅନ୍ୟପଟେ ପୂର୍ବରୁ ଭର୍ତ୍ତି ହୋଇଥିବା…
ଅଧିକ ଖବର ଦେଖନ୍ତୁ...