Daily Archives

March 21, 2020

ତାଲାବନ୍ଦ ବେଳେ ଖୋଲା ରହିବ ଜରୁରୀକାଳିନ ସେବା, ବାଦ ପଡିବ ମେଡିକାଲକୁ ଯିବା ଆସିବା କରୁଥିବା ଗାଡି

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଅତି ଆବଶ୍ୟକ ନହେଲେ ଲୋକେ ଘରୁ ବାହାରକୁ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଗୁଜବ ପ୍ରଚାର, ଶିକ୍ଷକଙ୍କୁ ଗିରଫ କଲା ରାୟଗଡ଼ା ପୁଲିସ୍‌

ରାୟଗଡ଼ା: କରୋନାକୁ ନେଇ ସୋସିଆଲ୍‌ ମିଡ଼ିଆରେ ମିଥ୍ୟା ତଥ୍ୟ ପ୍ରକାଶ କରିବା ଅଭିଯୋଗରେ ରାୟଗଡ଼ା ଟାଉନ୍‌ ଥାନା ପୁଲିସ୍‌ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ଗିରଫ ଶିକ୍ଷକଙ୍କ ନାମ ଭି. ପି. ଶ୍ରୀନିବାସ ରାଓ। ଘର ପିତାମହଲ ଅଞ୍ଚଳରେ। ଗିରଫ ପରେ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ମାନିଲେନି କରୋନା କଟକଣା: ଦୁଇ ବ୍ୟବସାୟୀଙ୍କ ସମେତ ୩ ଅଟକ

ଅନୁଗୁଳ: ପୂର୍ବରୁ କରୋନା ସଂକ୍ରାନ୍ତରେ ମିଥ୍ୟା ପ୍ରଚାର କରି ଅନୁଗୁଳ ଜିଲ୍ଲାର ୨ ଜଣ ବ୍ୟକ୍ତି ଗିରଫ ହୋଇଥିବା ବେଳେ ସରକାରୀ ନିର୍ଦ୍ଦେଶର ଉଲଂଘନ କରିବା ଅଭିଯୋଗରେ ପୁଣି ୩ ଜଣକୁ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ସପିଂ ମଲ୍‌ ମାଲିକ, ଜଣେ ସୁନା ବ୍ୟବସାୟୀ ଏବଂ ଏକ ମନ୍ଦିରର ମ୍ୟାନେଜର…
ଅଧିକ ଖବର ଦେଖନ୍ତୁ...

ସୀମାନ୍ତ ଛତିଶଗଡ଼ରେ ପୁଲିସ-ନକ୍ସଲ ଗୁଳିବିନିମୟ: ୧୧ ଯବାନ ଆହତ, ଜଣେ ନକ୍ସଲ ନିହତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଅନ୍ତର୍ଗତ ମେନପା ଜଙ୍ଗଲରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ୧୧ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଏଥିସହ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ଜଣାପଡିଛି। ସୁକମା ଜିଲ୍ଲାର ମେନପା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଥିବା ନେଇ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ନେଇ ଚିନ୍ତାରେ ଇଟାଲୀ: ୨୪ ଘଣ୍ଟାରେ ଗଲାଣି ୬୨୭ ଜୀବନ

ନୂୂଆଦିଲ୍ଲୀ:  କରୋନାକୁ ନେଇ ଚିନ୍ତାରେ ଇଟାଲୀ । ‘ବିଶ୍ୱ ମହାମାରୀ’ କରୋନା ଭୂତାଣୁ ସଂକ୍ରମଣ ସରକାରଙ୍କୁ ଚିନ୍ତାରେ ପକାଇଛି । କାରଣ ଗତ ୨୪ ଘଂଟାରେ ଇଟାଲୀରେ ୬୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଇଟାଲୀକୁ ସହାୟତା ଯୋଗାଉଥିବା ଚାଇନା ମେଡିକାଲ ବିଶେଷଜ୍ଞଙ୍କ ମତ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

କଣ୍ଟ୍ରୋଲ ଦୋକାନରେ ସାନିଟାଇଜର, ଫେସ ମାସ୍କ ବିକିବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ଦେଶରେ ହଠାତ ବଜାରରୁ ସାନିଟାଇଜର ଓ ଫେସ ମାସ୍କ ଉଭାନ ହୋଇଯାଇଛି । ଅସାଧୁ ଓ ଜମାଖୋର ବ୍ୟବସାୟୀମାନ ଏଗୁ଼ଡ଼ିକର କଳାବଜାର ଆରମ୍ଭ କରିଦେଇଥିବା ଆଲୋଚନା ହେଉଛି । ଫଳରେ ଲୋକମାନେ ଏସବୁ ସାମଗ୍ରୀ ପାଇପାରୁନାହାନ୍ତି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଏସବୁ…
ଅଧିକ ଖବର ଦେଖନ୍ତୁ...

ସ୍ପଷ୍ଟ କଲା ଭାରତୀୟ ରେଳ: ୧୨ଜଣ କରୋନା ସଂକ୍ରମିତ ରେଳଯାତ୍ରା କରିଥିଲେ

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ୍‌ରେ ସଂକ୍ରମିତ ଥିବା ୧୨ଜଣ ଯାତ୍ରୀ ନିକଟରେ ଦୁଇଟି ଅଲଗା-ଅଲଗା ଟ୍ରେନରେ ଯାତ୍ରା କରିଥିବା ଶନିବାର ରେଳବାଇ ପକ୍ଷରୁ ପ୍ରକାଶ। ଏହି ୧୨ଜଣ ଯାତ୍ରୀଙ୍କ ମଧ୍ୟରୁ ୮ଜଣ ଯାତ୍ରୀ ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍‌…
ଅଧିକ ଖବର ଦେଖନ୍ତୁ...

‘ତାଲାବନ୍ଦ’ ସମୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ୨୨ ତାରିଖଠାରୁ ୨୯ ତାରିଖ ଯାଏଁ  ‘ତାଲା ବନ୍ଦ’ ବା ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଏଥିସହ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ନ ପଡ଼ିଲେ ଘରୁ ବାହାରିବାକୁ ବାରଣ କରିଛନ୍ତି ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସାମାଜିକ ପଦ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ ଓ ବୁଧବାର: ସଫଳତାର ପାହଚ ଚଢ଼ିବେ। ଗୁରୁ, ଶୁକ୍ର ଓ ଶନିବାର: ରାଜନୀତିରେ ଲାଭ ପାଇବେ। ରବି ଓ ସୋମବାର: ଉନ୍ନତିର ନୂଆ ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: କର୍ମକ୍ଷେତ୍ରରେ ସ୍ଥିତି ସୁଧାର ହେବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରେମ…
ଅଧିକ ଖବର ଦେଖନ୍ତୁ...

ଦେଶର ୧୧୧ଟି ପରୀକ୍ଷାଗାରରେ କରୋନାଭାଇରସ ପରୀକ୍ଷା ହୋଇପାରିବ

ନୂଆଦିଲ୍ଲୀ : ଆଜିଠାରୁ ଦେଶର ପ୍ରାୟ ୧୧୧ଟି ପରୀକ୍ଷାଗାରରେ କରୋନା ଭାଇରସ (କୋଭିଡ୧୯)ର ପରୀକ୍ଷା କରାଯିବ । ପୂର୍ବରୁ କେବଳ ୭୨ଟି ସରକାରୀ ପରୀକ୍ଷାଗାରରେ କରୋନାଭାଇରସ ପରୀକ୍ଷା କରିବାକୁ ଅନୁମତି ଥିଲା । କିନ୍ତୁ ଦିନକୁ ଦିନ ସଂଦିଗ୍ଧ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସରକାର ଶନିବାରଦିନ…
ଅଧିକ ଖବର ଦେଖନ୍ତୁ...