Daily Archives

March 24, 2020

ଡେବିଟ୍‌ କାର୍ଡଧାରୀ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ୍‌ର ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ: ପାନ୍‌-ଆଧାର…

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅଦ୍ଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲକ୍‌ ଆଉଟ୍‌ ଠାରୁ ଆରମ୍ଭ କରି କର୍ଫ୍ୟୁ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସମଗ୍ର ଦେଶରେ ଜୀବନ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ସମ୍ବାଦପତ୍ର ସଂପାଦକମାନଙ୍କ ସହ କରୋନା ମୁକାବିଲା ପ୍ରସଙ୍ଗରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରୋନା ମୁକାବିଲା ନେଇ ଓଡ଼ିଶାର ଗଣମାଧ୍ୟମ ମୁଖ୍ୟମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଏହି କ୍ରମରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ‘ସମ୍ବାଦ’ ଗ୍ରୁପ ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ୍ ପରିସରରେ ଥିବା ଆହାର କେନ୍ଦ୍ରଗୁଡ଼ିକୁ ବାଦ୍ ଦେଇ ଅନ୍ୟସବୁ ଆହାର କେନ୍ଦ୍ର ବନ୍ଦ କରିବାକୁ ନିଷ୍ପତ୍ତି

ଭୁବନେଶ୍ବର: କରୋନା ସତର୍କତା ଲାଗି ରାଜ୍ୟ ସରକାର ଓଡ଼ିଶାରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହସ୍ପିଟାଲ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି । ଅର୍ଥାତ୍ ହସ୍ପିଟାଲ୍ ପରିସରରେ ଥିବା ସମସ୍ତ ଆହାର କେନ୍ଦ୍ରଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସର ଉତ୍ପତ୍ତିସ୍ଥଳର ଊହାନରୁ ଆସନ୍ତାକାଲି ଲକଡାଉନ ଉଠାଇବ ଚୀନ୍

ବେଜିଙ୍ଗ୍: ହୁବେଇ ପ୍ରଦେଶର ରାଜଧାନୀ ଊହାନରୁ ଆସନ୍ତାକାଲି ଠାରୁ ଲକଡାଉନ ଉଠାଇ ଦିଆଯିବ ବୋଲି ଚୀନ୍ ମଙ୍ଗଳବାର ଦିନ ଘୋଷଣା କରିଛି । ଗତବର୍ଷ କରୋନାଭାଇରସ୍ ସଂକ୍ରମଣ କଥା ଜଣାପଡ଼ିବା ପରେ ତିନି ମାସ ଧରି ସେଠାରେ ଲକଡାଉନ ଲାଗୁ କରାଯାଇଥିଲା । ଆସନ୍ତାକାଲି ସେଠାରେ ଗମନାଗମନ ଉପରେ ଥିବା…
ଅଧିକ ଖବର ଦେଖନ୍ତୁ...

ଲକଡାଉନ୍ ନିୟମକୁ ସମ୍ପୂର୍ଣ୍ଣ ଅବମାନନା କରିବା ଅଭିଯୋଗରେ ପୁରୀର ହୋଟେଲ ଦେବଭୂମି ନାମରେ ଏତଲା

ପୁରୀ: ହୋଟେଲ ଦେବଭୂମି ମାଲିକ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ ଖୋଲା ରଖିଥିବା ଓ ରାଜ୍ୟ ସରକାରଙ୍କ ଲକଡାଉନ୍ ନିୟମକୁ ସମ୍ପୂର୍ଣ୍ଣ ଅବମାନନା କରିବା ଅଭିଯୋଗ ହୋଇଛି। ଏନେଇ ପୁରୀର ଅତିରିକ୍ତ ତହସିଲଦାର୍ ବଳିଆପଣ୍ଡା ଥାନାରେ ଏତଲା ଦେଇଥିବା ଜଣାଯାଇଛି। ହୋଟେଲ ଦେବଭୂମି ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି; ଘୋଷଣା କଲେ…

ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌କୁ କେନ୍ଦ୍ରକରି ସମଗ୍ର ଦେଶରେ ଏକ ଅଦ୍ଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଭାଇରସ୍‌ର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଲକ୍‌ ଆଉଟ୍‌ ଠାରୁ ଆରମ୍ଭ କରି କର୍ଫ୍ୟୁ ପର୍ଯ୍ୟନ୍ତ ଘୋଷଣା କରିଥିବା ବେଳେ ସମଗ୍ର ଦେଶରେ ଜୀବନ…
ଅଧିକ ଖବର ଦେଖନ୍ତୁ...

“କୋଭିଡ୍-୧୯ ପରୀକ୍ଷା କିଟ୍’ ତିଆରି ପାଇଁ ଅନୁମତି ପାଇଲା ପୁଣେର କମ୍ପାନି

ନୂଆଦିଲ୍ଲୀ: "କୋଭିଡ୍-୧୯ ପରୀକ୍ଷା କିଟ୍' ତିଆରି କରିବାକୁ "ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍' ଠାରୁ ଅନୁମୋଦନ ପାଇଥିବା କଥା ପୁଣେର ଏକ କମ୍ପାନି କହିଛି । ଏ କଥା ସୋମବାର ଦିନ କହିଛନ୍ତି ମଲିକ୍ୟୁଲାର୍ ଡାଇଗ୍ନୋଷ୍ଟିକ୍ କମ୍ପାନି "ମାଇଁଲ୍ୟାବ୍ ଡିସ୍କଭରି…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ପାସ ବ୍ୟବସ୍ଥା ବାତିଲ କଲେ ପୁଲିସ କମିସନର, ପରିଚୟ ପତ୍ର ବ୍ୟବହାର କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର: ସ୍ୱତନ୍ତ୍ର ପାସ ବ୍ୟବସ୍ଥା ବାତିଲ କଲେ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ । ଜରୁରୀକାଳୀନ ସେବାରେ ଏବେ ଲୋକଙ୍କୁ ପାସ ଦିଆଯିବନି ବୋଲି କହିଛନ୍ତି । ଚଳପ୍ରଚଳ ବେଳେ ପରିଚୟ ପତ୍ର ବ୍ୟବହାର କରନ୍ତୁ ବୋଲି କମିଶନର କହିବା ସହ ପାସ ପାଇଁ ଭିଡ ହେବାରୁ ବାତିଲ କରାଗଲା ବୋଲି ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ଭାରତରେ କରୋନାଭାଇରସ୍: ମୁମ୍ବାଇରେ ୬୫ ବର୍ଷିୟ କରୋନାଭାଇରସ୍ ଆକ୍ରାନ୍ତ ମୃତ

ମୁମ୍ବାଇ: ମୁମ୍ବାଇରେ ଜଣେ ୬୫ ବର୍ଷିୟ କରୋନାଭାଇରସ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କଥା ମଙ୍ଗଳବାର ଦିନ ପୌରନିଗମ କହିଛି । ଏହାକୁ ମିଶାଇ ମୁମ୍ବାଇରେ କରୋନାଭାଇରସ୍ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ସେ ବ୍ୟକ୍ତିଜଣକ ନିକଟ ଅତୀତରେ ୟୁନାଇଟେଡ୍ ଆରବ ଏମିରେଟସରୁ ଅହମଦାବାଦ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଦୁଇ କରୋନା ପଜିଟିଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି: ଡିଏମଇଟି ଡାକ୍ତର ସିବିକେ ମହାନ୍ତି

ଭୁବନେଶ୍ବର: କରୋନା ନେଇ ଆଜି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି,‘ ବର୍ତ୍ତମାନ ଆମେ ଷ୍ଟେଜ୍ -୨ରେ ଅଛୁ । ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କରୋନାକୁ ନେଇ ଲୋକେ ଭୟଭୀତ ହୁଅନ୍ତୁ ନାହିଁ । ଲୋକେ ସଚେତନ ହୁଅନ୍ତୁ । ବାହାରକୁ ବାହାରନ୍ତୁ…
ଅଧିକ ଖବର ଦେଖନ୍ତୁ...