Daily Archives

May 3, 2020

୪୦୦ଟଙ୍କାର ଭୁଜିଆ ପ୍ୟାକେଟ ପାଇଁ ବ୍ୟବସାୟୀଙ୍କ ଆକାଉଣ୍ଟରୁ ଖାଲି ହୋଇଗଲା ୨.୨୫ଲକ୍ଷ ଟଙ୍କା

ମୁମ୍ବାଇ: ଅନଲାଇନରେ ଖାଦ୍ୟ ସାମଗ୍ରୀ ଅର୍ଡର କରିଥିବା ଜଣେ ୪୦ବର୍ଷୀୟ ବ୍ୟବସାୟୀ ଏକ ନକଲି ହେଲ୍ପଲାଇନ ନମ୍ବର ପାଇଁ ଠକାମିର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଛି | ୪୦୦ଟଙ୍କା ମୂଲ୍ୟର ଦୁଇଟି ଭୁଜିଆ ପ୍ୟାକେଟ ପାଇଁ ବ୍ୟବସାୟୀଙ୍କ ଆକାଉଣ୍ଟରୁ ୨.୨୫ ଲକ୍ଷ ଟଙ୍କା ଖାଲି ହୋଇଯାଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଖୁସୀ ଖବର: ରାଜ୍ୟରେ ପୁଣି ସୁସ୍ଥ ହେଲେ ୪ କରୋନା ଆକ୍ରାନ୍ତ, ସୁସ୍ଥଙ୍କ ସଂଖ୍ୟା ହେଲା ୬୦

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ  ନେଇ ରାଜ୍ୟବାସୀଙ୍କୁ ଖୁସୀ ଖବର ମିଳିଛି । ଆଜି ରାଜ୍ୟର ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଭଦ୍ରକ ଜିଲ୍ଲାରୁ ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସୁସ୍ଥ ସବଳ ଅନୁଭବ କରିବେ। ବୈଜ୍ଞାନିକ ଅନୁଭବକୁ ଠିକ୍ ଦିଗରେ ପ୍ରୟୋଗ କରିବେ। ଉପରିସ୍ଥ କର୍ମଚାରୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବୃଷ: ଆପଣ ଉତ୍ସାହରେ ଭରି ରହିବେ। ଧନଲାଭ ପାଇଁ ସୁଯୋଗ ମିଳିବ। ନିର୍ମାଣ କାର୍ୟ୍ୟ ଲାଗି ଯୋଜନା କରିବେ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ମେ ୪ ପରଠାରୁ ଓଡ଼ିଶାର କେଉଁ ଜିଲ୍ଲା କେଉଁ ଜୋନରେ ରହିବ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ(ମେ ୪) ଲକଡାଉନର ତୃତୀୟ ପର୍ଯ୍ୟାୟର ଅବଧି ଆରମ୍ଭ ହେବାକୁ ଯାଉଥିବା ବେଳେ ରେଡ, ଅରେଞ୍ଜ ଏବଂ ଗ୍ରୀନ ଜୋନ ପାଇଁ ରାଜ୍ୟ ସରକାର କିଛି ନିୟମକୁ କୋହଳ କରିଛନ୍ତି |  ତେବେ ନୂଆ ନିୟମ ଲାଗୁ କରିବା ପାଇଁ ଓଡ଼ିଶାର କେଉଁ ଜିଲ୍ଲା କେଉଁ ଜୋନରେ ରହିଛି ତାହାର ଏକ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ଓ ନିମ୍ନ ଅଦାଲତ କାର୍ଯ୍ୟନିର୍ଘଣ୍ଟ ନେଇ ସାନି ବିଜ୍ଞପ୍ତି ଜାରି : ମେ’୧୭ ପର୍ଯ୍ୟନ୍ତ ସ୍ବାଭାବିକ କାର୍ଯ୍ୟ…

କଟକ: ‘କରୋନା’ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ୪ ତାରିଖରୁ ଆଉ ୨ ସପ୍ତାହ ଲକ୍‌ଡାଉନ ଅବଧି ବୃଦ୍ଧି ନେଇ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବିଚାରକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟର କୋର୍ଟ କାର୍ଯ୍ୟ ପ୍ରସଂଗରେ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ମେ’ ୧୭…
ଅଧିକ ଖବର ଦେଖନ୍ତୁ...

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ଲାଗି ରାଜ୍ୟ ଗାଇଡଲାଇନ୍ : ଏହି ୭ଟି କାର୍ଯ୍ୟକଳାପ ସାରା ରାଜ୍ୟରେ ବନ୍ଦ ରହିବ

ଭୁବନେଶ୍ବର : ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଲକଡାଉନ ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ: ଜାଣନ୍ତୁ କଣ୍ଟେନମେଣ୍ଟ ଜୋନରେ କ’ଣ ସବୁ ରହିବ ବନ୍ଦ

ଭୁବନେଶ୍ୱର: ଲକଡାଉନ ତୃତୀୟ ପର୍ଯ୍ୟାୟ ଜାରି ରହିଥିବା ବେଳେ ରାଜ୍ୟ ସରକାର ଆଜି ନୂତନ ଗାଇଡଲାଇନ ଜାରି କରିଛନ୍ତି । ନୂତନ ଗାଇଡଲାଇନ ଅନୁସାରେ ରାଜ୍ୟର କଣ୍ଟେନମେଣ୍ଟ ଜୋନରେ କ’ଣ ଖୋଲାଯିବ ଓ କ’ଣ ବନ୍ଦ ରିହବ ଜାଣନ୍ତୁ । କଣ୍ଟେନମେଣ୍ଟ ଜୋନରେ ଏସବୁ ପାଇଁ ଅନୁମତି ନାହିଁ -ରିକ୍ସା,…
ଅଧିକ ଖବର ଦେଖନ୍ତୁ...

ମେ ୪ରୁ୧୭ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଲକଡାଉନ‌ ପାଇଁ ରାଜ୍ୟ ସରକାର ଜାରି କଲେ ନୂତନ ଗାଇଡଲାଇନ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲିଠାରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ଲକଡାଉନ ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ତେବେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାରଙ୍କର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

୯ ଘଣ୍ଟାରେ ଦେଶରେ ବଢ଼ିଲା ୨୮୩ କରୋନା ପଜିଟିଭଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମେ ୩ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ସମଗ୍ର ଦେଶରେ ୪୦୨୬୩ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୮୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ; ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ

ଭୁବନେଶ୍ବର: ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସମୂଦ୍ର ପତନ ଠାରୁ ଟ୍ରପୋସ୍ପିୟସ ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ଦେଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ…
ଅଧିକ ଖବର ଦେଖନ୍ତୁ...