Daily Archives

May 5, 2020

ରାଉରକେଲାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ‌, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୭୪

ଭୁବନେଶ୍ୱର: ରାଉରକେଲାରେ ଆଜି ସନ୍ଧ୍ୟାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ୪୯ ବର୍ଷିଅ ବ୍ୟକ୍ତି କ୍ୱାରେଣ୍ଟାଇନରେ ଥିଲେ । ବାରମ୍ବାର ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଭାରତର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୬୭୧୧କୁ ବୃଦ୍ଧି, ମୃତ୍ୟୁସଂଖ୍ୟା ୧୫୮୩

ନୂଆଦିଲ୍ଲୀ : ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ମଙ୍ଗଳବାର ସଂଧ୍ୟା ସୁଦ୍ଧା ଏହା ୪୬୭୧୧ରେ ପହଞ୍ଚିିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧୯୬୭ ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୫୮୩ ଓ ଆରୋଗ୍ୟ ସଂଖ୍ୟା ୧୩୧୬୦ ରହିଛି । ଦେଶର ମୃତ୍ୟୁହାର ୩…
ଅଧିକ ଖବର ଦେଖନ୍ତୁ...

ସମ୍ବରରେ ଲୁଣ ପଡ଼ି ନ ଥିବା ଅଭିଯୋଗ କରି ଖାଦ୍ୟ ଫିଙ୍ଗିଦେଲେ ସଂଗରୋଧରେ ଥିବା ଶ୍ରମିକ

କଟକ: ସଂଗରୋଧ କେନ୍ଦ୍ରରେ ଥିବା ଶ୍ରମିକମାନେ ପ୍ରଶାସନ ତରଫରୁ ଦିଆଯାଇଥିବା ଖାଦ୍ୟ ଫିଙ୍ଗି ଦେଇଛନ୍ତି । ଖାଦ୍ୟ ଫିଙ୍ଗିଥିବା ଏହି ଶ୍ରମିକମାନେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି।  ଏହି ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଦିଆଯାଇଥିବା ଖାଦ୍ୟରେ ଲୁଣ ପଡ଼ି ନ ଥିଲା ।…
ଅଧିକ ଖବର ଦେଖନ୍ତୁ...

ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ସହ ନିଜ ପଞ୍ଚାୟତର ସରପଞ୍ଚଙ୍କ ନିକଟରେ ସଂପୂର୍ଣ୍ଣ ଯାତ୍ରା ବିବରଣୀ ଦାଖଲ ଏଣିକି…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ କାରଣରୁ ରାଜ୍ୟ ବାହାରେ ଅନ୍ୟ ରାଜ୍ୟରେ ଅଟକ ରହି ଯାଇଥିବା ପ୍ରବାସୀ ଓଡ଼ିଆମାନଙ୍କର ରାଜ୍ୟକୁ ଫେରିବା ପାଇଁ ରାଜ୍ୟ ସରକାର ଅନୁମତି ଦେବାପରେ ଏବେ ପ୍ରବାସୀମାନଙ୍କର ଫେରନ୍ତା ପର୍ବ ଆରମ୍ଭ ହୋଇଛି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ବିବାହରେ ୫୦ରୁ ଅଧିକ ଓ ଅନ୍ତେଷ୍ଟିକ୍ରିୟାରେ ୨୦ରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ : ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି ପାରିବାରିକ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୋଟିଏ ବିବାହ ସମାରୋହରେ ଅତି ବେଶୀରେ ୫୦ ଜଣ ଓ ଏକ ଅନ୍ତେଷ୍ଟି କ୍ରିୟାରେ ୨୦ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୩୦ ହଜାର ଟଙ୍କା ସହାୟତା

ଖୋର୍ଦ୍ଧା: କୋଭିଡ୧୯ ମହାମାରୀ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦୁଇଟି ସଂଗଠନ ପକ୍ଷରୁ ପୃଥକ ପୃଥକ ଭାବେ ୧ଲକ୍ଷ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଛତାବର ପଂଚାୟତସ୍ତରୀୟ ମହିଳା ମହାସଂଘ ପକ୍ଷରୁ ୩୦ହଜାର ଟଙ୍କାର ଚେକ୍ ଏଡିଏମ୍ ପ୍ରଫୁଲ…
ଅଧିକ ଖବର ଦେଖନ୍ତୁ...

ଜୀବନ ବଞ୍ଚାଉ ବଞ୍ଚାଉ ଜୀବିକା ବୁଡ଼ି ନଯାଉ, ଅର୍ଥନୈତିକ କାର୍ଯ୍ୟକ୍ରମକୁ ସାଧାରଣ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି :…

ଭୁବନେଶ୍ୱର: ଲକ୍‌ଡାଉନକୁ ୬ ସପ୍ତାହ ପୂରିଛି । ପ୍ରଥମ ପର୍ଯ୍ୟାୟରେ ଦେଶରେ କୌଣସି ପ୍ରକାରର ଅର୍ଥନୈତିକ କାର୍ଯ୍ୟକ୍ରମ କରାଯାଇ ନଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟରେ ଏହାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଜି ଜୀବନ ଓ ଜୀବିକା ୨ଟା ଜିନିଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏଥିରେ…
ଅଧିକ ଖବର ଦେଖନ୍ତୁ...

କରୋନା ଟୀକା ନିକଟ ଭବିଷ୍ୟତରେ ପ୍ରସ୍ତୁତ ହେବାର ସମ୍ଭାବନା ନାହିଁ : ଡବ୍ଲୁଏଚଓ କୋଭିଡ୍ ୧୯ ଭୂତାଣୁ ଗବେଷଣା ମୁଖ୍ୟ

ଲଣ୍ଡନ: କରୋନା ଭୂତାଣୁ ମୁକାବିଲା ପାଇଁ ଟୀକାକୁ ସାରା ବିଶ୍ୱ ଅପେକ୍ଷା କରି ରହିଛି । ଏପରି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – ଡବ୍ଲୁଏଚଓର କରୋନା ଭୂତାଣୁ ଗବେଷଣା ମୁଖ୍ୟ ଡକ୍ଟର ଡେଭିଡ୍ ନାବାରେ କହିଛନ୍ତି କରୋନା ଭୂତାଣୁ ମୁକାବିଲା ପାଇଁ କେବେ ବି କୋଭିଡ୍ ୧୯ ଭାକସିନ୍ ବା ଟୀକା…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ଅଟକଥିବା ୧୪,୮୦୦ ଭାରତୀୟଙ୍କୁ ୬୪ଟି ବିମାନରେ ସ୍ୱଦେଶ ଫେରାଇ ଆଣବା ପାଇଁ ମେ ୭ରୁ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ କାରଣରୁ ଭାରତ ବାହାରେ ବିଦେଶ ଭୂଇଁରେ ଅଟକ ରହି ଯାଇଥିବା ୧୪,୮୦୦ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣବା ପାଇଁ ଭାରତ ସରକାର ଆସନ୍ତା ମେ ୭ ତାରିଖରୁ ବିଭିନ୍ନ ବିଦେଶୀ ରାଷ୍ଟ୍ରକୁ ବିମାନ ପଠାଇବେ ବୋଲି କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଜନୈକ ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...