Daily Archives

May 9, 2020

ଦୂରଦର୍ଶନ,ଆକାଶବାଣୀରେ ପାକ ଅଧିକୃତ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ ପ୍ରସାରଣକୁ ପାକିସ୍ତାନର…

ଇସ୍ଲାମାବାଦ : ଭାରତୀୟ ପାଣିପାଗ ବିଭାଗ, ରାଷ୍ଟ୍ରୀୟ ପ୍ରସାରଣ ସେବା ଦୂରଦର୍ଶନ ଓ ଆକାଶବାଣୀରେ ପାକ-ଅଧିକୃତ କଶ୍ମୀର, ଗିଲଗିଟ-ବାଲଟିସ୍ତାନର ପାଣିପାଗ ରିପୋର୍ଟ  ପ୍ରସାରଣକୁ ପାକିସ୍ତାନ ତୀବ୍ର ବିରୋଧ କରିଛି । ଏହା ବେଆଇନ ଓ ଜାତିସଂଘ ନିୟମର ବିରୋଧୀ ବୋଲି ପାକିସ୍ତାନ ସରକାର କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଧୂଷୁରୀ ସଂ‌ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାଙ୍କ ଭଲ କାମ

ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକରେ ଏକ ସଂଗରୋଧ କେନ୍ଦ୍ରରେ ରହିଥିବା କୋଲକାତା ଫେରନ୍ତାଙ୍କ ନାଚ-ଗୀତର ଭିଡିଓ ଭାଇରାଲ ହେବା ଦୃଶ୍ୟ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚାକୁ ଆସିଥିଲା। ସଂଗରୋଧ କେନ୍ଦ୍ରର ନିୟମକୁ କିଭଳି ନାଚଗୀତ କରି ଭଙ୍ଗ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

୫ଟି ସ୍ୱତନ୍ତ୍ର ଟ୍ରେନ୍‌ରେ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ; ମହାରାଷ୍ଟ୍ର, ଗୁଜୁରାଟ ଓ ତାମିଲନାଡୁରୁ ଓଡ଼ିଶା ଆସୁଛନ୍ତି

ଭୁବନେଶ୍ୱର:  ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣ ହେତୁ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଯାଇଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘର ବାହୁଡା ଲାଗି ବ୍ୟାକୁଳ ହୋଇ ଉଠିଛନ୍ତି। ତେଣୁ ପ୍ରବାସୀ…
ଅଧିକ ଖବର ଦେଖନ୍ତୁ...

ଘରେ ପଶି ୩ ବର୍ଷର ଶିଶୁକୁ ଟେକି ନେଲା ଚିତା, ଅଧା ଖଣ୍ଡିଆ କରି ବୁଦା ମୂଳେ ଫିଙ୍ଗି ଦେଇ ଗଲା

ବେଙ୍ଗାଲୁର: ବେଙ୍ଗାଲୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ରାମନଗରର ମାଗଡ଼ି ତାଲୁକସ୍ଥିତ ଏକ ଗ୍ରାମରେ ଏକ ଚିତା ବାଘ ଜଣେ ୩ ବର୍ଷର ଶିଶୁକୁ ଟେକି ନେବା ସହ ଶିଶୁ ଜଣକୁ ଅଧା ଖାଇ ସାରିବା ପରେ ଅଧା ଶରୀରକୁ ଏକ ବୁଦା ନିକଟରେ ଫିଙ୍ଗି ଦେଇ ଯାଇଛି। ପୂରା ଗାଁ ନିଦ୍ରାରେ ଥିବା ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ପୁଣି ହ୍ୱାଇଟ ହାଉସରେ କରୋନା: ଆକ୍ରାନ୍ତ ହେଲେ ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ

ନୂଆଦିଲ୍ଲୀ: ଇଭାଙ୍କା ଟ୍ରମ୍ପଙ୍କ ବ୍ୟକ୍ତିଗତ ସହାୟକ ମାରାତ୍ମକ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ତାଙ୍କର ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କୁ ମିଶାଇ ହ୍ୱାଇଟ ହାଉସରେ ସମୁଦାୟ ୩ ଜଣ କର୍ମଚାରୀ କୋଭିଡ-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି। ହେଲେ…
ଅଧିକ ଖବର ଦେଖନ୍ତୁ...

ଗଂଜାମରୁ ପୁଣି ୫ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪

ଭୁବନେଶ୍ୱର: ଗଂଜାମ ଜିଲ୍ଲାରୁ ଅପରାହ୍ନରେ ପୁଣି ଥରେ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପୁରୁଷ (୩୯ ବର୍ଷ, ୪୯ ବର୍ଷ, ୧୬ ବର୍ଷ, ୪୮ ବର୍ଷ ଓ ୪୫ ବର୍ଷ) ଏବଂ ସୁରତରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟୁଇଟ…
ଅଧିକ ଖବର ଦେଖନ୍ତୁ...

ସ୍ୱାସ୍ଥ୍ୟକେନ୍ଦ୍ରରୁ ଛାଡ଼ ପୂର୍ବରୁ କେବଳ ଗୁରୁତର କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷା କରାଯିବ, କେନ୍ଦ୍ରର ନୂଆ…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ କେନ୍ଦ୍ର ସରକାର ନିଜର ଟେଷ୍ଟିଂ ଗାଇଡଲାଇନ (ପରୀକ୍ଷା ନିୟମାବଳୀ)ରେ କେତେକ ପରିବର୍ତ୍ତନ ଅଣାଯାଇଛି । ଏଣିକି କେବଳ ଗୁରୁତର ରୋଗୀଙ୍କ ପରୀକ୍ଷା ପରେ ଡିସଚାର୍ଜ ବା ଡାକ୍ତରଖାନାରୁ ଛାଡ଼ କରାଯିବ । ଚିକିତ୍ସା ପରେ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

କରୋନା ଚିନ୍ତା: ଗ୍ରୀନ୍ ଜୋନ୍‌ରୁ ରେଡ୍ ଜୋନ୍‌କୁ ମୁହାଁଉଛି ଜଗତସିଂହପୁର ଜିଲ୍ଲା!

ଜଗତସିଂହପୁର ଟାଉନ୍‌: ଦୀର୍ଘ ଦିନ ଧରି କରୋନା ମୁକ୍ତ ହୋଇ ଗ୍ରୀନ୍ ଜୋନ୍‌ରେ ରହିଥିବା ଜଗତସିଂହପୁର ଜିଲ୍ଲା ଏବେ ଅରେଞ୍ଜ ଜୋନ୍‌ରେ । ଲଗାତାର ଭାବେ କରୋନା ପଜିଟିଭ୍ ବାହାରିବା ପରେ ଏବେ କିନ୍ତୁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଗ୍ରୀନ୍ ଜୋନ୍‌ରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ରେଡ୍ ଜୋନ୍…
ଅଧିକ ଖବର ଦେଖନ୍ତୁ...

ଆରୋଗ୍ୟ ସେତୁ ଆପ୍ ଗୋପନୀୟତା ଉଲ୍ଲଂଘନ କରୁନାହିଁ, ୪୫ରୁ ୬୦ ଦିନ ମଧ୍ୟରେ ଏଥିରୁ କରୋନା ଆକ୍ରାନ୍ତଙ୍କ ତଥ୍ୟ ଡିଲିଟ୍…

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ଆୟତ୍ତ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା କଣ୍ଟାକ୍ଟ ଟ୍ରେସିଂ ଆପ୍ ଆରୋଗ୍ୟ ସେତୁ ‌ରାଜ୍ୟସ୍ତରରେ କରୋନା ସଂକ୍ରମିତଙ୍କ ସର୍ଭିଲାନ୍ସ ପାଇଁ ବ୍ୟବହୃତ ହେଉଛି। ଏହି ଆପ୍ ଦ୍ବାରା ବ୍ୟବହାରକାୀଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେଉଛି ବୋଲି ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ପାଇଁ ଖୁସି ଖବର: ସୁସ୍ଥ ହେଲେ ୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୫ଜଣ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣ ବାଲେଶ୍ୱରର ଓ ଜଣେ ଯାଜପୁରର ବୋଲି ସୂଚନା ମିଳିଛି। ଏହାଫଳରେ ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି। ୫ଜଣଙ୍କର ଚିକିତ୍ସା ପରେ କୋଭିଡ-୧୯ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...