Daily Archives

May 11, 2020

ପ୍ରଥମରୁ ହିଁ ଆଇଆରସିଟିସି ଓ୍ୱେବସାଇଟ୍ ଅଚଳ, ସମସ୍ୟାରେ ଯାତ୍ରୀ 

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଆଂଶିକ ଭାବେ ଯାତ୍ରୀବାହୀ ରେଳସେବା ଆରମ୍ଭ ହେଉଥିବାବେଳେ ଆଜି ଅପରାହ୍ଣ ୪ଟାରୁ ଆଇଆରସିଟିସି ପୋର୍ଟାଲରେ ବୁକିଂ ଆରମ୍ଭ ହୋଇଛି । ତେବେ ବୁକିଂ ଖୋଲିବାର ଅଳ୍ପ କିଛି ସମୟ ମଧ୍ୟରେ ହିଁ ପ୍ରବଳ ଟ୍ରାଫିକ ଯୋଗୁଁ ଆଇଆରସିଟିସି ପୋର୍ଟାଲଟି ଅଚଳ ହୋଇଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ପାଇଁ ଖୁସି ଖବର: ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେ ୧୩, ଜଣେ ମାତ୍ର ଅଛନ୍ତି ସକ୍ରିୟ

ରାଉରକେଲା: ସୁନ୍ଦରଗଡ ପାଇଁ ଖୁସିର ଖବର l ଆଜି ସକାଳେ ରାଉରକେଲା କଣ୍ଟେନମେଣ୍ଟ ଜୋନରୁ ଜଣେ ୪୭ ବର୍ଷୀୟ ପୁରୁଷ ଚିହ୍ନଟ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରେ ପହଞ୍ଚି ଥିଲା l କିନ୍ତୁ ଏମାନଙ୍କ ମଧ୍ୟରୁ ଆଜି ଏକକାଳୀନ ୭ ଓ ପୂର୍ବରୁ ୬ ଜଣ ଏମିତି ମୋଟ ୧୩ ଜଣ ସୁସ୍ଥ ହୋଇଛନ୍ତି l…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ ଲକ୍ଷଣ ଥିବା କୋଭିଡ୍‌-୧୯ ରୋଗୀ ଏବେ ନିଜ ଘରେ ଏକାନ୍ତବାସରେ ରହି ହୋଇପାରିବେ ଚିକିତ୍ସିତ; ସରକାର ନୀତିରେ କଲେ…

ଭୁବନେଶ୍ୱର: କୋଭିଡ୍‌- ୧୯ ରଣନୀତିରେ ରାଜ୍ୟ ସରକାର ଆଜିଠାରୁ କିଛିଟା ପରିବର୍ତ୍ତନ ଆଣିଛନ୍ତି। ବିଶେଷକରି କୋଭିଡ୍‌- ୧୯ ରୋଗୀମାନଙ୍କର ଡିସଚାର୍ଯ୍ୟ ଓ ହୋମ୍‌ ଆଇସୋଲେସନ୍‌ (ଏକାନ୍ତବାସ) ପଲିସି ବା ନୀତିରେ ରାଜ୍ୟ ସରକାର ଏକ ବଡ଼ ଧରଣର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଭାରତରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଦାଉଦ ଇବ୍ରାହିମ ସହ ହାତ ମିଳାଇଲା ଲସ୍କର-ଇ-ତୋଇବା

ନୂଆଦିଲ୍ଲୀ : ଭାରତ ସରକାର ଓ ସୁରକ୍ଷାବଳ ଏବେ କରୋନା ଲଢେଇରେ ବ୍ୟସ୍ତ ଥିବାବେଳେ ଏହି ମୌକାରେ ଭାରତରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ଭାରତରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଏକ ବଡ଼ ଧରଣର ଆକ୍ରମଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ବିଶ୍ବରେ ୧ ନମ୍ବରରେ ଥିବା ଆମେରିକାରେ ନ ଥିଲେ ସୁରତ ଫେରନ୍ତା !

ଭୁବନେଶ୍ୱର: ସୁରତ ଫେରନ୍ତାଙ୍କୁ ନେଇ ଯେଉଁମାନେ ସରକାରଙ୍କୁ ଦୋଷୀ ଭାବୁଛନ୍ତି ସେମାନଙ୍କ ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆମେରିକା ଓ ସୁରତ ସମ୍ପର୍କକୁ ନେଇ କହିଛନ୍ତି | ସେ କହିଛନ୍ତି ଯେ ସାରା ବିଶ୍ୱରେ ଆଜି ସୁଦ୍ଧା ୪୧ ଲକ୍ଷ ୯୭ ହଜାର ୧୭୪ ଜଣ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ୩୯୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଆଜି ସକାଳେ ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୩ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪ରେ ପହଂଚିଛି | ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ସଙ୍ଗରୋଧ କେନ୍ଦ୍ରରେ ରୋଗୀଙ୍କ ଉପରେ କଡ଼ା ନଜର ରଖିବେ ସରପଞ୍ଚ, ବାହ୍ୟ ଲକ୍ଷଣ ଦେଖିଲେ ପ୍ରଶାସନକୁ ଖବର ଦେବେ

ଭୁବନେଶ୍ୱର: କରୋନା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜି କରୋନା ନେଇ ତାଜା ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ କ୍ବାରେଣ୍ଟିନ୍ ସେଣ୍ଟରରେ ଥିବା ପ୍ରବାସୀ ଫେରନ୍ତାଙ୍କୁ ନେଇ ଏକ ତର୍ଜମା ହୋଇଥିଲା। ଗତ ୨୪୧ଟି ପଜିଟିଭରୁ ୧୨ ଜଣ ବାଦ୍ ୨୨୯ ଜଣ ଫେରନ୍ତା…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟାରେ ୪୨୧୩ଟି ନୂଆ କରୋନା ସଂକ୍ରମଣ ମାମଲା, ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନି : ଲବ ଅଗ୍ରଓ୍ୱାଲ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୧୫୫୯ ଜଣ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଏହା ଫଳରେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୨୦୯୧୭ ଓ ଆରୋଗ୍ୟ ହାର ୩୧.୧୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୪୨୧୩ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଛି, ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ: ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଅନୂନ୍ୟ ୧୮ଟି ଜିଲ୍ଲରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

କନ୍ତପଡ଼ା ଅଞ୍ଚଳକୁ ୪୮ ଘଣ୍ଟା ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ ସୁଜ୍ଞାନୀ, ଜିଲ୍ଲାପାଳ କ୍ଷମତା ବ୍ୟବହାର କଲେ

ପାଇକସାହି: ଅନୁଗୁଳ ଜିଲ୍ଲାରେ ରବିବାର ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଠମଲ୍ଲିକ ବ୍ଲକ୍‌ କନ୍ତପଡ଼ା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି କନ୍ତପଡ଼ା ପଞ୍ଚ‌ାୟତ ଅଞ୍ଚଳକୁ ୪୮ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁସାରେ ଏହି ସଟଡାଉନ୍‌…
ଅଧିକ ଖବର ଦେଖନ୍ତୁ...